ବେଶୀ ଧାତୁ ନଷ୍ଟ କଲେ କଣ ହୋଇଥାଏ ? ପ୍ରତି ଯୁବକ ଏହି କଥା ପଢନ୍ତୁ ନହେଲେ ପରେ ବହୁତ ହଇରାଣ ହେବେ ଆପଣ..

Spread the love

ଅନେକ ଯୁବକ ସେମାନଙ୍କର ଯୁବାବସ୍ଥାରେ ଅନେକ ପ୍ରକାରର ନକାରାତ୍ମକ ଭିଡିଓ ତଥା ଅଶ୍ଳୀଳ ଫିଲ୍ମ ଦେଖି ସ୍ବପ୍ନ ଅବସ୍ଥାରେ ବା ହସ୍ତ ମୈଥୁନ ଦ୍ଵାରା ନିଜର ଅନେକ ମାତ୍ରାରେ ଧାତୁ ନଷ୍ଟ କରିଥାନ୍ତି।ଫଳରେ ସେମାନଙ୍କ ଶରୀର ଉପରେ ଏହାର ଅନେକ କୁ ପ୍ରଭାବ ପଡିଥାଏ।ଯାହା ଫଳରେ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥାଏ।ବାରମ୍ବାର ମନରେ ଖରାପ ଚିନ୍ତାଧାରା ଆଣିବା ଫଳରେ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖା ଯାଇଥାଏ।

ଫଳରେ ଅନେକ ଯୁବକ ମାନେ ସେମାନଙ୍କର ଧାତୁ ନଷ୍ଟ କରିଥାନ୍ତି।ଫଳରେ ସେମାନଙ୍କର ଶରୀରର ଅନେକ ଭାଗ ନିଜର ବୃଦ୍ଧି କରିବା ପରିବର୍ତ୍ତେ ସେହି ଧାତୁ ଶକ୍ତିର ଭରଣ ପାଇଁ ନିଜର ଶକ୍ତି ବିନିଯୋଗ କରିଥାନ୍ତି।ଫଳରେ ଶରୀରର ବୃଦ୍ଧି ସଠିକ ଭାବରେ ହୋଇପାରେ ନାହିଁ।ଏହା ସହିତ ଶରୀରର ବୃଦ୍ଧି ସଠିକ ଭାବରେ ନ ହେବା ଫଳରେ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥାଏ।

ଫଳରେ ବ୍ୟକ୍ତିର ଶରୀର ଶକ୍ତି ହିନ ହୋଇପଡ଼ି ଥାଏ।ସେହି ବ୍ୟକ୍ତିଟି କୌଣସି କାର୍ଯ୍ୟ ସଠିକ ଭାବରେ କରିପାରେ ନାହିଁ।ଏହା ସହିତ ସେହି ବ୍ୟକ୍ତିଟି ସର୍ବଦା ଦୁର୍ବଳ ଅନୁଭବ କରେ।ତେବେ ଏହା ସହିତ ସେହି ବ୍ୟକ୍ତିଟି ଉତ୍ସାହିତ ରହେ ନାହିଁ।କୌଣସି କାର୍ଯ୍ୟ କରିବାକୁ ପସନ୍ଦ କରେ ନାହିଁ।ଏହା ସହିତ ଯଦି କୌଣସି କାର୍ଯ୍ୟ ଆରମ୍ଭ କରେ ତେବେ ସେହି ବ୍ୟକ୍ତିଟିର ସେହି କାର୍ଯ୍ୟରେ ମନ ଲାଗେ ନାହିଁ।

ଏହା ସହିତ ସେହି ବ୍ୟକ୍ତିଟି ଯଦି ସତର୍କ ନରୁହେ ତେବେ ସେହି ବ୍ୟକ୍ତିଟିର ଧାତୁ ଧୀରେ ଧୀରେ ପତଳା ହେବାକୁ ଲାଗିଥାଏ।ଏହା ସହିତ ଏପରି ସମୟ ଆସେ କି ସେହି ବ୍ୟକ୍ତିଟିର ଅଣ୍ଡ କୋଷ ଧାତୁ ବନାଇବାକୁ ଅକ୍ଷମ ହୋଇଯାଏ।ଏହା ପରେ ମଧ୍ୟ ଯେଉଁ ଧାତୁ ଉତ୍ପନ୍ନ ହୋଇଥାଏ ସେଥିରେ ସନ୍ତାନ ଉତ୍ପତ୍ତି କରିବାର ଶକ୍ତି ନଥାଏ।ସେହି ବ୍ୟକ୍ତିଟି ବଞ୍ଚି ଥାଉ ଥାଉ ମୃତ ପ୍ରାୟ ହୋଇଯାଇଥାଏ।ଏହା ସହିତ ସେହି ବ୍ୟକ୍ତିଟି ସମ୍ପୂର୍ଣ୍ଣ ରୂପେ ଦୁର୍ବଳ ହୋଇ ଯାଇଥାଏ।

ଏହା ସହିତ ସେହି ବ୍ୟକ୍ତିଟି ଅନେକ ପ୍ରକାରର ଯନ୍ତ୍ରଣା ଭୋଗ କରିଥାଏ।ଏହା ସହିତ ଧାତୁ ଶକ୍ତି ନଷ୍ଟ ହେବା ଫଳରେ ମନୁଷ୍ୟର ଆୟୁ ଶେଷ ହେବାରେ ଲାଗିଥାଏ।ଏହା ସହିତ ଶରୀରର ତେଜ ନଷ୍ଟ ହୋଇଯାଇଥାଏ।ଏହା ସହିତ ଆମ ଶରୀରର ବଳ ସମାପ୍ତ ହୋଇଯାଇଥାଏ ଯାହା ଫଳରେ ଶରୀର ଦୁର୍ବଳ ହୋଇଯାଇଥାଏ।ଏହା ସହିତ ଆମ ମସ୍ତିଷ୍କ ଦୁର୍ବଳ ହୋଇ ଏହାର ବୁଦ୍ଧି କମିବାରେ ଲାଗିଥାଏ।ଏହା ସହିତ ଏହି ବ୍ୟକ୍ତିମାନଙ୍କ ପାଖରୁ ଲକ୍ଷ୍ମୀ ପଳାଇ ଯାଇଥାନ୍ତି।

ସେମାନଙ୍କ ପାଖରେ ଅର୍ଥର ଅଭାବ ରହିଥାଏ।ଏହା ସହିତ ସେମାନଙ୍କ ପାଖରେ ଯଶର ଅଭାବ ଦେଖାଯାଇଥାଏ।ଏହା ସହିତ ସେମାନଙ୍କ ଶରୀରରେ ବଳର ଅଭାବ ଫଳରେ ସେମାନଙ୍କର କିର୍ତିରେ ମଧ୍ୟ ଅଭାବ ଦେଖାଯାଇଥାଏ।ଏହା ସହିତ ଏହି ବ୍ୟକ୍ତିମାନଙ୍କର ପୁଣ୍ୟର ଅଭାବ ଦେଖାଯାଇଥାଏ କାରଣ ଏହି ବ୍ୟକ୍ତିମାନେ ଦୁର୍ବଳ ସ୍ୱଭାବର ହୋଇଥିବାରୁ ସେମାନେ ପୁଣ୍ୟ କାର୍ଯ୍ୟ କରିବାରେ ଅକ୍ଷମ ହୋଇଥାନ୍ତି।ଏହା ସହିତ ସେମାନେ ଦୁର୍ବଳ ହୋଇଥିବାରୁ କୌଣସି କାର୍ଯ୍ୟ କରିବାରେ ସକ୍ଷମ ହୋଇ ନଥାନ୍ତି।

Leave a Reply

Your email address will not be published. Required fields are marked *