ଅଭିନେତ୍ରୀ ଲିପି ବିବାହ ନ କରିବାର ଅସଲ କାରଣ ଆସିଲା ସାମ୍ନାକୁ – ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ – ଏବେ ଜାଣିରଖନ୍ତୁ ତାଙ୍କ ବିଷୟରେ ଅଜଣା କଥା

Spread the love

ଅଭିନେତ୍ରୀ ଲିପିଙ୍କୁ ଆମେ ସମସ୍ତେ ଭଲଭାବରେ ଜାଣୁ।ସେ ନିଜର ଫିଲ୍ମ ଜୀବନରେ ସଫଳ ହେବା ପରେ ବର୍ତ୍ତମାନ ସିରିଏଲ ଜଗତରେ ମଧ୍ୟ ଅନେକ ସଫଳତା ପାଇ ସାରିଲେଣି।ବର୍ତ୍ତମାନ ସେ ତାରାତାରିଣୀ ଚଳଚ୍ଚିତ୍ରରେ ତାରିଣୀ ଭୂମିକାରେ ଅଭିନୟ କରୁଛନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେ ବର୍ତ୍ତମାନ ଓଡ଼ିଶାର ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ସେ ନିଜର ଅଭିନୟ କରିବାର ଶୈଳୀ ପାଇଁ ବେସ ପରିଚିତ।ତାଙ୍କର ବୟସ ବର୍ତ୍ତମାନ ୪୦ ହେବ।

କିନ୍ତୁ ସେ ଆଜି ପର୍ଯ୍ୟନ୍ତ ବିବାହ କରୁନାହାନ୍ତି।ଏହାର କାରଣ କଣ ଆମେ ବର୍ତ୍ତମାନ ଆଲୋଚନା କରିବା।ବର୍ତ୍ତମାନ ତାରାତାରିଣୀ ଚଳଚ୍ଚିତ୍ରର ସମାପ୍ତି ଘଟିଛି।ଫଳରେ ସେ ଏଥିରୁ ବିଦାୟ ନେଇଛନ୍ତି।ତାଙ୍କୁ ଓଡ଼ିଶାର ଲୋକମାନେ ବହୁତ ଭଲ ପାଆନ୍ତି।ସେ ନିଜର ଅଭିନୟ କରିବାର କଳା ମାଧ୍ୟମରେ ଓଡ଼ିଶାର ସମସ୍ତ ଦର୍ଶକଙ୍କ ପ୍ରିୟ ପାତ୍ର ହୋଇପାରିଛନ୍ତି।ତାଙ୍କୁ କିଏ କହେ ବ୍ୟାଡ ଗାର୍ଲ ତ ଆଉ କିଏ କହେ ତାରିଣୀ।ତେବେ ଅନେକ ଚଳଚ୍ଚିତ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନୟ କରି ସାରିଛନ୍ତି ଲିପି।

ଏହି ଧାରାବାହିକରେ ରୁପମ ଓ ତାରିଣୀଙ୍କର ଭଲପାଇବାକୁ ସମସ୍ତ ଜନତା ଖୁବ ପସନ୍ଦ କରନ୍ତି।ତେବେ ନିଜର ଅଭିନୟ କରିବାର ଏକ ସ୍ବତନ୍ତ୍ର ଶୈଳୀ ପାଇଁ ସେ ଓଡ଼ିଶାର ସମସ୍ତ ଜନତାଙ୍କ ନିକଟରେ ନିଜକୁ ଭଲ ଭାବରେ ପରିଚିତ କରିବାରେ ସଫଳ ହୋଇଛନ୍ତି।ଏହା ସହିତ ଏହି ଚଳଚ୍ଚିତ୍ରର ମାଧ୍ୟମରେ ସେ ଲୋକମାନଙ୍କର ଅଧିକ ପ୍ରିୟ ହୋଇପାରିଛନ୍ତି।ତେବେ ସେ ବର୍ତ୍ତମାନ ୪୦ ବର୍ଷ ବୟସରେ ପହଞ୍ଚି ସାରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ସମ୍ପର୍କରେ କୌଣସି ନିଷ୍ପତି ନେଉ ନାହାନ୍ତି ଓ ସେ କେବେ ବିବାହ କରିବେ ସେ ସମ୍ପର୍କରେ କୌଣସି ସୂଚନା ମଧ୍ୟ ଦେଇ ନାହାନ୍ତି।

ସେ ଓଡ଼ିଆ ଅଭିନେତା ଦୀପକଙ୍କ ସହିତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।କିନ୍ତୁ ଦୀପକଙ୍କ ବିବାହ ହୋଇସାରିଲାଣି ହେଲେ ଲିପି ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି।ତେବେ ସେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ମାନ ପସନ୍ଦର ସାଥୀ ମିଳିନାହିଁ ଫଳରେ ସେ ଏବେ ପର୍ଯ୍ୟନ୍ତ ବିବାହ ସମ୍ପର୍କରେ କୌଣସି କଥା ଚିନ୍ତା କରି ନାହାନ୍ତି।ତାଙ୍କୁ ତାଙ୍କ ମନ ପସନ୍ଦର ସାଥି ଯେବେ ମିଳିବ ସେ ତୁରନ୍ତ ବିବାହ କରିବେ ବୋଲି ନିଜର ସାକ୍ଷାତକାର ମାଧ୍ୟମରେ କହିଛନ୍ତି।

ତେବେ ଲିପି ମହାପାତ୍ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ସେ ନିଜର ଅଭିନୟ ମାଧ୍ୟମରେ ଅନେକଙ୍କ ମନ କିଣିବାରେ ସଫଳ ହୋଇପାରିଛନ୍ତି ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମନ କିଣିଲା ଭଳି ଜୀବନସାଥି ତାଙ୍କୁ ଏବେ ଯାଏ ମିଳିନାହିଁ ଫଳରେ ସେ ବର୍ତ୍ତମାନ ଯାଏ ବିବାହ କରିନାହାନ୍ତି ବୋଲି କହିଛନ୍ତି।ତେବେ ତାଙ୍କୁ କେବେ ତାଙ୍କ ମନ ପସନ୍ଦର ଜୀବନ ସାଥୀ ମିଳିବ ଏହା ଦେଖିବାପାଇଁ ବର୍ତ୍ତମାନ ସମସ୍ତ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି।ତେବେ ସେ ଯେତିକି ଭଲ ଅଭିନୟ କରନ୍ତି ବାସ୍ତବରେ ମଧ୍ୟ ସେ ସେତିକି ଭଲ ମଣିଷ।ତେବେ ତାଙ୍କର ଜୀବନସାଥି ମଧ୍ୟ ସେହିଭଳି ହେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *