ସୁମନଙ୍କ ସ୍ତ୍ରୀ ଓ ପରିବାର ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ? ତାଙ୍କ ସ୍ତ୍ରୀ ଙ୍କୁ ଦେଖିଲେ ଆପଣ ମଧ୍ୟ ବଡ ବଡ ଓଡ଼ିଆ ହିରୋଇନ ଙ୍କୁ ଭୁଲିଯିବେ – ଏବେ ଦେଖି ନିୟନ୍ତୁ ତାଙ୍କୁ

Spread the love

ଆମେ ସମସ୍ତ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ହାସ୍ୟ ଅଭିନେତା ସୁମନଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଅନେକ ଫିଲ୍ମରେ ଅଭିନୟ କରି ସାରିଛନ୍ତି।ଏହା ସହିତ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରି ସାରିଲେଣି।ତେବେ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କୁ ହସାଇ ହସାଇ ଅନେକ ମନୋରଞ୍ଜନ କରିଥାନ୍ତି।ତେବେ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ଓଡ଼ିଶାର ଦର୍ଶକ ମାନଙ୍କ ନିକଟରେ ସୃଷ୍ଟି କରି ପାରିଛନ୍ତି।ସେ ନିଜର ଅଭିନୟ କରିବାର ଶୈଳୀ ପାଇଁ ବେସ ପରିଚିତ।

ସେ ପ୍ରାୟତଃ ହାସ୍ୟ ଅଭିନେତା ଭାବରେ ଲୋକ ଲୋଚନକୁ ଆସିଥାନ୍ତି।ସେ ପ୍ରଥମେ ୨୦୦୨ ମସିହାରେ ପ୍ରଥମେ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଥିଲେ।ସେ ପ୍ରଥମେ ଅଭିନୟ କରି ଅନେକ ଲୋକଙ୍କର ପ୍ରିୟ ହୋଇ ପାରିଥିଲେ।ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଲୋକଙ୍କୁ ବାନ୍ଧି ରଖି ପାରୁଥିଲେ।ଏହା ସହିତ ସେ ନିଜର ଅଭିନୟ କରିବାର କଳା ପାଇଁ ବେସ ପରିଚିତ।ସେ ସମସ୍ତଙ୍କୁ ହସାଇଥାନ୍ତି।ଏହା ସହିତ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ରାଇମୋହନଙ୍କ ସହିତ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଥିଲେ।

ଏହାପରେ ସେ ଲକ୍ଷ୍ମୀ ପ୍ରତିମା ଫିଲ୍ମରେ ଅଭିନୟ କରିଥିଲେ।ସେ ଏହି ଚଳଚ୍ଚିତ୍ରରେ ଅଭିନୟ କରି ଶ୍ରେଷ୍ଠ ହାସ୍ୟ ଅଭିନେତା ରୂପରେ ଓଡ଼ିଆ ସିନେମା ଜଗତରେ ପରିଚିତ ହୋଇପାରିଥିଲେ।ସେ ଏହି ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ପୁରସ୍କାର ପ୍ରାପ୍ତ କରିଥିଲେ।ସେ ଗୋଟେ ଗରିବ ପରିବାରରୁ ଆସିଥିଲେ।ସେ ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ବଡ଼ ହୋଇଥିଲେ।ଏହା ସହିତ ଆମେ ଯଦି ତାଙ୍କର ଉଚ୍ଚତା ଉପରେ ନଜର ପକାଇବା ତେବେ ଆମେ ଜାଣି ଆଶ୍ଚର୍ଯ୍ୟ ହେବା କି ତାଙ୍କର ଉଚ୍ଚତା ମାତ୍ର ୩ ଫୁଟ ୪ ଇଞ୍ଚ।

ସେଥିପାଇଁ ସେ ପ୍ରାୟତଃ ଅନେକ ଫିଲ୍ମରେ ବ୍ରାହ୍ମଣ ଭୂମିକାରେ ଅଭିନୟ କରିଥାନ୍ତି।ଏହା ସହିତ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଅନେକ ମାନ ଓ ସମ୍ମାନ ଅର୍ଜନ କରିଛନ୍ତି।ଏହା ସହିତ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ପରିବାର ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ତେବେ ଆମ ମନରେ ଏକ ପ୍ରଶ୍ନ ଆସୁଥିବା କି ଯେହେତୁ ତାଙ୍କର ଉଚ୍ଚତା ମାତ୍ର ୩ ଫୁଟ ୪ ଇଞ୍ଚ ତେବେ ତାଙ୍କର ପତ୍ନୀଙ୍କ ଉଚ୍ଚତା କେତେ ହୋଇଥିବ।ସେ ମଧ୍ୟ କଣ ତାଙ୍କ ଭଳି କମ ଉଚ୍ଚତାର ?

ତାଙ୍କ ପରିବାରରେ ତାଙ୍କର ବାପା ମା,ଭାଇ ଓ ଭଉଣୀ ଅଛନ୍ତି।ତେବେ ତାଙ୍କର ପତ୍ନୀଙ୍କ ଉଚ୍ଚତା ମଧ୍ୟ ତାଙ୍କ ସହିତ ପ୍ରାୟ ସମାନ।ତେବେ ସେ ପ୍ରମାଣ କରିଦେଇଛନ୍ତି କି ଗୋଟିଏ ବ୍ୟକ୍ତିର ସଫଳତା ପାଇଁ ଏହାର ଉଚ୍ଚତା କୌଣସି ଭୂମିକା ରଖେ ନାହିଁ।ସେ ନିଜର ପରିଶ୍ରମ ଓ ଦୃଢ ସଂକଳ୍ପ ବଳରେ ଆଜି ଏତେ ବଡ ସଫଳତାରେ ପହଞ୍ଚି ପାରିଛନ୍ତି।ତେବେ ସେ ନିଜର ଅଭିନୟ ମାଧ୍ୟମରେ ନିଜର ସଫଳତାର ପରିଚୟ ସୃଷ୍ଟି କରି ପାରିଛନ୍ତି।ତେବେ ଓଡ଼ିଶାର ସମସ୍ତ ଦର୍ଶକ ତାଙ୍କର ଅଭିନୟ ଦେଖିବାକୁ ଖୁବ ପସନ୍ଦ କରନ୍ତି।

Leave a Reply

Your email address will not be published. Required fields are marked *