ମାଳିକା ବିଚାର – ମାଳିକା ଭବିଷ୍ୟତ ଅନୁସାରେ ଆଗାମୀ ଦିନରେ ଏହି ସବୁ ଅଘଟଣ ହେବାକୁ ଯାଉଛି – ଯାହା ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ..

Spread the love

ଏଠାରେ ସ୍ପଷ୍ଟ କରୁ ଯେ ଆମ ଦ୍ୱାରା କୌଣସି ଲେଖା ହେଇ ନାହିଁ ,ଯାହା ମାଳିକା ଭକ୍ତ ମାନେ ମାଳିକା ବିଚାର ହିସାବ ରେ କହସାଇଛନ୍ତି ଆମେ କେବଳ ତାକୁ ଉପସ୍ଥାପନା କରୁଚୁ |ତେବେ ଆପଣ ଏହା ବିଶ୍ୱାସ କରିବେ କି ନାହିଁ ତାହା ଆପଣଙ୍କ ସମ୍ପୂର୍ଣ ନିଜସ୍ୱ ମତାମତ | ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କିଛି ଅମୂଲ୍ୟ ତଥ୍ୟ ଯାହାକୁ ଶୁଣି ଆପଣମାନେ ନିହାତି ଆନନ୍ଦିତ ହେବେ।ପ୍ରତ୍ୟେକ କ୍ଷଣରେ ଜୀବନ ଏବଂ ସମୟ ବଦଳୁଛି ଏବଂ ସେହି ସମୟରେ ଆମକୁ ମଧ୍ୟ ବଦଳିବାକୁ ପଡିବ।ଆ ଆଉ ସେହି ସମୟ ନାହିଁ ଯେଉଁ ସମୟରେ ସମସ୍ତିଙ୍କ ଠାରେ ବାଦ ଏବଂ ହିଂସା ପୁରି ରହୁଥିଲା।ଏହି ସମୟ ଏବଂ ମହାମରିକୁ ଦଖି କୁହାଯାଇପାରେ ଆଜିର ଜୀବନ ଆଉ କାଲିକି ନଥିବ।ପ୍ରକୃତରେ ଆଜି ଯେଉଁ ମଣିଷ ଶବ ବହିବାକୁ ଯାଉଛି କାଲି ସେହି ମଣିଷ ଶବ ପାଲଟିଯାଇ ପାରେ।

ଆମେ ଏବେ ଏପରି ପରିସ୍ଥିତିରେ ବଞ୍ଚୁଛେ ଯେଉଠରେ ଘର ଆଗରେ ଲେଖାଯାଉଥିଲା ଶୁଭ ଲାଭ, ତାହାପରେ ୱେଲକମ ଆସିଲା ଏବଂ ଏବେ ଲେଖାଯାଛି କୁକୁର ପ୍ରତି ସାବଧାନ।ଆଗରୁ ଅତିଥି ଘରକୁ ଆସିଲେ ପାଣି ଢାଳ ଧରି ପିଲା ଦୌଡ଼ି ଯାଉଥିଲେ କିନ୍ତୁ ଏବେ ଘର ଆଗରେ ଟ୍ୟାପ ଲାଗିଛି ଏବଂ ଅତିଥି ତା ପାଦ ସେହିଠାରେ ଧୋଇ ଆସୁଛି।ସମୟ କିପରି ବଦଳୁଛି ଦେଖନ୍ତୁ।ପ୍ରଣାମ କରିବାର ଅଙ୍ଗଭାଙ୍ଗି ମଧ୍ୟ ଏବେ ବଦଳି ଗଲାଣି।

ସମୟ ଏହିଭଳି ଭାବରେ ବଦଳିଛି ଦାମ୍ପତ୍ୟ ଜୀବନର ନକହିବା ଭଲ।ସାତ ଦିନର ଭଲ ପାଇବା ଏବଂ ତାହାପରେ ଡିଭୋର୍ସ।ଆପଣ ଫିଲ୍ମରେ ମଧ୍ୟ ଦେଖିଥିବେ ଯେପର୍ଯ୍ୟନ୍ତ ହିରୋ ହିରୋଇନ ବିବାହ କରିନାହାନ୍ତି ସେପର୍ଯ୍ୟନ୍ତ ଫିଲ୍ମ ଚାଲିବ ବିବାହ ହେବାପରେ ଫିଲ୍ମ ଶେଷ।ଆଜିର ଦାମ୍ପତ୍ୟ ଜୀବନ ଏହିଭଳି ହେବା ଦରକାର ଗୋଟିଏ ହଜିଗଲାପରେ ଅନ୍ୟଟି ଯେପରି ମୂଲ୍ୟହୀନ ହୋଇଯାଏ।

ମଣିଷ ଆଜି ନିଜ ଭୁଲରେ ଓକିଲ ହେଉଛି ଏବଂ ପର ଭୁଲରେ ଜଜ ପାଲଟି ଯାଉଛି।ଆଜି ନିଜ ଛିଙ୍କ କାଶ ହେଉଛି ସାଧାରଣ ଛିଙ୍କ କାଶ ଏବଂ ପର ଛିଙ୍କ କାଶ ଆଜି କରୋନା ହୋଇଯାଇଛି।ଆଜିର ଜୀବନ ଆଉ କାଲିକି ନଥିବ ସେଥିପାଇଁ ବଞ୍ଚିଥିବା ସମୟରେ ଏପରି କାମ କରିଯାଆନ୍ତୁ ଦିନର ଆଲୁଅରେ ଆଲୋକିତ ହୋଇଯିବେ।ଏପରି କାମ କରନ୍ତୁ ନାହିଁ ଯେପରି ଆପଣଙ୍କୁ ରାତିର ଅନ୍ଧାରରେ ମୁହଁ ଲୁଚାଇ ବୁଲିବାକୁ ପଡିବ।ସମସ୍ତିଙ୍କୁ ଭଲ ପାଆନ୍ତୁ ଏବଂ ସମସ୍ତିଙ୍କୁ ସ୍ନେହ ଦିଅନ୍ତୁ।ଏହା ସହିତ ମହାପ୍ରଭୁଙ୍କ ଚିନ୍ତନ କରନ୍ତୁ।କାରଣ ଆଜିର ମଣିଷ ଆଉ କାଲିକି ନାହିଁ।

ଏହା ପ୍ରାଥନା କରନ୍ତୁ ମୋ ଦ୍ୱାରା କୌଣସି ପ୍ରାଣୀ କଷ୍ଟ ନପାଉ ଏବଂ ମୁଁ କାହାର କଷ୍ଟର କାରଣ ନହୁଏ।ଓ ମୋ ଦ୍ୱାରା କାହା ଆଖିରୁ ଲୁହ ନ ବହୁ।ଏହା ସହିତ ଏପରି କିଛି କାମ କରିଯିବା ଯେପରି ଆମେ ଯେବେ ସଂସାରରୁ ବିଦାୟ ନେବା ସେତେବେଳେ ଆମେ ହସି ହସି ବିଦାୟ ନେବା ଏବଂ ଲୋକ ଆମପାଇଁ କାନ୍ଦୁଥିବେ।ଆପଣ ସଂସାରକୁ ଆସିଲେ ଏବଂ ସମସ୍ତିଙ୍କୁ ଆନନ୍ଦ ଦିଅନ୍ତୁ।ଯେତିକି ବର୍ଷ ବଞ୍ଚିବେ ସୁସ୍ଥ ହୋଇ ବଞ୍ଚିବା ଏବଂ ଅନ୍ୟର ହିତ କରିବା।ସବୁବେଳେ ସମସ୍ତିଙ୍କର ମଙ୍ଗଳ ଚିନ୍ତା କରନ୍ତୁ।କେବେହେଲେ କାହାର ଖରାପ ଚିନ୍ତା କରନ୍ତୁ ନାହିଁ।ଜୟ ଜଗନ୍ନାଥ।

Leave a Reply

Your email address will not be published. Required fields are marked *