ଟଙ୍କା ବର୍ଷା କରୁଥିବା ଗଛ – କରନ୍ତୁ ଏହି ଉପାୟ ଘରେ ଲଗେଇ ଦିୟନ୍ତୁ ଆଜି ଏହି ଗଛ ଗୁଡିକ – ମା ଲକ୍ଷ୍ମୀ ହେବେ ପ୍ରସନ

Spread the love

ମଲାଙ୍ଗ ଗଛ ଏପରି ଏକ ଗଛ ଯାହା ଅନ୍ୟ ଗଛରୁ ଖାଦ୍ୟ ସଂଗ୍ରହ କରିଥାଏ।ଏହା ଅନ୍ୟ ଗଛରୁ ସୃଷ୍ଟି ହୋଇଥାଏ।ଏହି ମାଲାଙ୍ଗ ଗଛରେ ସମସ୍ତ ପ୍ରକାରର ଦେବାଦେବୀ ରହିଥାନ୍ତି।କିନ୍ତୁ ସବୁଠାରୁ ଶ୍ରେଷ୍ଠ ମଲାଙ୍ଗ ହେଉଛି ବର ଓ ଓସ୍ତ ଗଛର ମଲାଙ୍ଗ।ଏହା ସହିତ ଶାଳ ଓ ପିଆଶାଳ ଗଛର ମଲାଙ୍ଗ ମଧ୍ୟ ଉନ୍ନତ ମାନର ହୋଇଥାଏ।ମଲାଙ୍ଗ ଗଛ ସାଧାରଣତଃ ଅନ୍ୟ ଗଛରେ ହୋଇଥାଏ।ଏହାର ପତ୍ର ଅନ୍ୟ ଗଛର ପତ୍ର ତୁଳନାରେ ବହୁତ ଛୋଟ ହୋଇଥାଏ।ଏହି ଗଛକୁ ଆଣିବାର ସର୍ବଶ୍ରେଷ୍ଠ ତିଥି ହେଉଛି ହୋଲି,ଦୀପାବଳୀ ଓ ଚନ୍ଦ୍ର ଗ୍ରହଣ।

ଯେଉଁ ଦିନ ଆପଣ ମଲାଙ୍ଗ ଗଛ ଆଣିବେ ତାର ପୂର୍ବଦିନ ମଲାଙ୍ଗ ଗଛ ମୂଳରେ କିଛି ଫୁଲ ଦୀପ,ଧୂପ ସହିତ ପୂଜା କରନ୍ତୁ।ଏହାର ପର ଦିନ ସେହି ଗଛ ମୂଳରେ ଅଳ୍ପ ମିଠା ଭୋଗ କରନ୍ତୁ।ଏହାପରେ ଆପଣ ସେହି ଗଛକୁ ନିଜ ଘରକୁ ଆଣି ପାରିବେ।ସେହି ଭୋଗକୁ ଆପଣ ସେହି ଗଛ ମୂଳରେ ଥିବା ଜନ୍ଦା ଓ ପିମ୍ପୁଡ଼ିଙ୍କୁ ଖାଇବାକୁ ଦିଅନ୍ତୁ।ଏହାପରେ ସେହି ମଲାଙ୍ଗ ଗଛ ମୂଳରେ ପ୍ରଣାମ କରିବା ସହିତ ଆପଣ ସେହି ଗଛ ମୂଳରେ ନିଜର ଇଚ୍ଛା କହିବେ ଏହା ସହିତ ସେହି ଗଛକୁ ଏକ ଧାରୁଆ ଜିନିଷରେ କାଟି ଘରକୁ ଆଣିବେ।

ଏହାପରେ ସେହି ଗଛକୁ ଘରେ ଗଙ୍ଗା ପାଣିରେ ଧୋଇ ଦିଅନ୍ତୁ।ଏହାପରେ ସେହି ଗଛକୁ ଏକ ନାଲି କପଡ଼ାରେ ଗୁଡ଼ାଇ ଦିଅନ୍ତୁ।ଏହାପରେ ଏହାକୁ ପ୍ରଣାମ କରି ନିଜ ଘରର ଠାକୁର ଘର, ଟଙ୍କା ବାକ୍ସ କିମ୍ବା ନିଜର ସିନ୍ଦୁକ ମଧ୍ୟରେ ରଖି ପାରିବେ।ଯାହା ଫଳରେ ଆପଣଙ୍କର ଧନର ଅଭାବ ରହିବ ନାହିଁ।ଏହା ସହିତ ପ୍ରତିଦିନ ଏହାକୁ ପୂଜା କରିବେ।ଏପରି କରିବା ଫଳରେ ଆପଣଙ୍କ ବ୍ୟବସାୟ,ଚାକିରି ଓ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ଉନ୍ନତି ଘଟିବ।ଆପଣ ସଫଳତା ପରେ ସଫଳତା ପାଇ ଚାଲିବେ।

ଏପରି କରିବା ଫଳରେ ଆପଣଙ୍କ ସମସ୍ତ ବାସ୍ତୁ ଦୋଷ ଖଣ୍ଡନ ହେବା ସହିତ ଆପଣଙ୍କ ସହିତ ହେଉଥିବା ସମସ୍ତ ମନ୍ତ୍ର ଓ ତନ୍ତ୍ରକୁ ଏହା ଖଣ୍ଡନ କରିବା ସହିତ ଆପଣଙ୍କର ଭବିଷ୍ୟତ ଉଜ୍ବଳ ହେବ।ଏହା ସହିତ ଆପଣଙ୍କର ଧନ ଓ ସମ୍ମାନରେ ଅଭାବ ରହିବ ନାହିଁ।ଏହା ସହିତ ଆପଣ ଓ ଆପଣଙ୍କର ପରିବାର ସହ ଜଡ଼ିତ ସମସ୍ତ ସମସ୍ୟାର ଅନ୍ତ ଘଟିବ।ଆପଣ ଏକ ସୁଖମୟ ଜୀବନ ଯାପନ କରିବା ଆରମ୍ଭ କରିବେ।ଆପଣଙ୍କର ପରିବାରରେ ସୁଖ ଲାଗି ରହିବା ସହିତ ଆପଣଙ୍କ ପରିବାରର ମାନ ଓ ସମ୍ମାନ ବୃଦ୍ଧି ଘଟିବ।

ଏହା ସହିତ ଆପଣଙ୍କ ବ୍ୟବସାୟରେ ବହୁତ ଲାଭ ହେବ।ଆପଣ ନିଜର ବ୍ୟବସାୟରେ ବୃଦ୍ଧି ଘଟାଇବେ।ଆପଣଙ୍କର ଧନର ଅଭାବ ରହିବ ନାହିଁ।ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇପାରେ।ଯେଉଁ ବ୍ୟକ୍ତିମାନେ ଆପଙ୍କ ଠାରୁ କରଜ ନେଇଥିବେ ସେମାନେ ଆପଣଙ୍କୁ ଆପଣଙ୍କ ଟଙ୍କା ତୁରନ୍ତ ଫେରାଇ ଦେବେ।ଏହା ସହିତ ଆପଣ ଏକ ଭଲ ଜୀବନ ଯାପନ କରିବା ଆରମ୍ଭ କରିବେ।ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ।ଆପଣଙ୍କ ପରିବାରରେ ସମସ୍ତ ଆପଣଙ୍କୁ ସହଯୋଗ କରିବେ।

Leave a Reply

Your email address will not be published. Required fields are marked *