କଣ ହେଇଥିଲା ଯେତେବେଳେ ମହାଦେବଙ୍କ ବିଶାଳ ପ୍ରତିମା ହଟାଇବାପାଇଁ ଅହଙ୍କାରୀ ବିଲଡର ଜେସିବି ନେଇ ଆସିଥିଲା – ଯାହା ଘଟିଲା ଆପଣ କହିବେ ମହାଦେବ ଆପଣଙ୍କ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କଣ ହୋଇଥିଲା ଯେତେବେଳେ ମହାଦେବଙ୍କ ବିଶାଳ ପ୍ରତିମାକୁ ହଟାଇବାପାଇଁ ଜେ ସି ବି ନେଇ ପହଞ୍ଚିଥିଲା ଏକ ଅହଙ୍କାରୀ ବିଲଡର।ଏହା ପରେ ଯାହା ହୋଇଥିଲା ତାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଘଟଣା ବିଷୟରେ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ।

ଏହି ଘଟଣାଟି ହେଉଛି ଉତରପ୍ରଦେଶର ମହୋବା ଗ୍ରାମର ଯେଉଠରେ ପ୍ରାୟତଃ ସମସ୍ତେ ମଧ୍ୟମ ବର୍ଗର ଅଟନ୍ତି।କିନ୍ତୁ ଖୁସିରେ ନିଜ ଜୀବନ ବିତାଉଥିଲେ।କିନ୍ତୁ ତାଙ୍କ ଗ୍ରାମର ଏକ ଭଲ ଜମି ଉପରେ ଏକ ଅହଙ୍କାରୀ ବିଲଡରର ନଜର ଲାଗିଯାଇଥିଲା।ଗୋଟେ ଦିନ ସକଳେ ସେହି ଗ୍ରାମକୁ ଆସିଥିଲା ଏବଂ ସେଠାରେ ସମସ୍ତିଙ୍କୁ କହିଥିଲା ମୁଁ ଆପଣଙ୍କ ପାଇଁ ଏକ ଅଫର ନେଇ ଆସିଛି।ଯଦି ଆପଣ ଏଠାର ଜାଗା ଖାଲି କରିଦିଅନ୍ତି ତେବେ ମୁ ତୁମକୁ ସହରରେ ଗୋଟେ ଲେଖାଏଁ ଫ୍ଲାଟ ଦେବାକୁ ପ୍ରସ୍ତୁତ ଅଛି।

ସେହି ଅଫର ସମସ୍ତିଙ୍କୁ ଭଲ ଲାଗିଥିଲା ଏବଂ ସେମାନେ ତାହାକୁ ଗ୍ରହଣ କରିଥିଲେ।କିନ୍ତୁ ଗୋଟିଏ ସର୍ତ୍ତରେ।ସର୍ତ୍ତଟି ଏହା ଥିଲା ଆପଣ ଗ୍ରାମର ସବୁ ଜିନିଷ ଖାଲି କରିଦେଇପାରିବେ କିନ୍ତୁ ସେହି ବିଶାଳ ମହାଦେବଙ୍କ ମୂର୍ତିକୁ ଛାଡିକରି।ସେହି ବିଲଡର କହିଥିଲା ମୁ ନିଜେ ମହାଦେବଙ୍କ ଭକ୍ତ ଅଟେ।ଏବଂ ଏପରି କରିବାକୁ ମୁଁ ଭାବି ମଧ୍ୟ ପାରିବି ନାହିଁ।ଏହି କଥାରେ ଗ୍ରାମର ଲୋକ ଭରସା କରି ସେଠାରୁ ଯିବାକୁ ବାହାରିଥିଲେ।ଏବଂସେମାନେ ବିଲଡର କହିଥିବା ସ୍ଥାନକୁ ଯାଇଥିଲେ ଏବଂ ସେଠାରେ ପହଞ୍ଚି ଦେଖିଲେ ସେଠାରେ କିଛି ନଥିଲା।ଏବଂ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଏହା ଭାବିଲେ ତାଙ୍କ ସହିତ ଧୋକା ହୋଇଛି।ଏବଂ ତାଙ୍କ ଗ୍ରାମର ଜମି ପାଇଁ ତାଙ୍କ ସହ ଷଡଯନ୍ତ୍ର ରାଚାଯାଇଛି।

ସେମାନେ ଡ଼କ୍ୟୁମେଣ୍ଟରେ ଦସ୍ତଖତ କରିସାରିଥିଲେ ଏବଂ ତାଙ୍କ ସହିତ ଧୋକା ହୋଇଥିଲା।ଏହାପରେ ସେମାନେ ନିଜ ଜମି ପାଇବାକୁ ଚେଷ୍ଟା କରିବେ ବୋଲି କହିଥିଲେ ଏବଂ ଯେତେବବଳେ ସେମାନେ ଗ୍ରାମକୁ ଯାଇ ଦେଖିଥିଲେ ସବୁ ଘର ଧ୍ୱଂସ ହୋଇଯାଇଛି।ଏହାପରେ ସେମାନେ ଫୁଟପାଥରେ ସୋଇ ନିଜର ଜୀବନ ଯାପନ କରିବାକୁ ଲାଗିଲେ।ଏବଂ ଟଙ୍କା ଲୋଭରେ ଆସି ସେହି ବିଲଡର ମହାଦେବଙ୍କ ପ୍ରତିମା ମଧ୍ୟ ଭାଙ୍ଗିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲା।ଏହି କଥା ଯେତେବେଳେ ଗ୍ରାମବାସିଙ୍କୁ ଜଣାପଡିଲା ସେମାନେ ବିଚଳିତ ହୋଇଯାଇଥିଲେ ଏବଂ ଜାଣିସାରିଥିଲେ କିଛି ଖରାପ ହେବାକୁ ଯାଉଛି।

ଯେତେବେଳେ ସେହି ବିଲଡର ଜେସିବି ନେଇ ପହଞ୍ଚିଥିଲା ଅଚାନକ ସେହି ଜେସିବି ବନ୍ଦ ହୋଇଯାଇଥିଲା।ଏହାପରେ ପୁନର୍ବାର ଜେସିବି ଠିକ କରି ଆଣିବାପରେ ମଧ୍ୟ ସେ ଆଉଥରେ ବନ୍ଦ ହୋଇଯାଇଥିଲା।ଏହା ସେଠାରେ ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।ଏବଂ ସେମାନେ ତାହା ଛାଡିଦେଇ ଯେତେବେଳେ ପରଦିନ ସକାଳେ ଆଉଥରେ ଆସିଲେ ସେଠାରେ ଥିବା ବିଶାଳ ଖୁମ୍ବ ଜେସିବି ଉପରେ ପଡିଯାଇଥିଲା ତାହାର ଡ୍ରାଇଭର ବାହାରକୁ ଡେଇଁପଡିଲା ଏବଂ ଜେସିବି ଚକମାଚୁର ହୋଇଯାଇଥିଲା।ଏହା ପରେ ସେହି ବିଲଡରର ଅହଂକାର ଭାଙ୍ଗିଲା ଏବଂ ସେ ମହାଦେବଙ୍କୁ କ୍ଷମା ମାଗିଲା।ଏବଂ ଏହାପରେ ସେହି ଗ୍ରାମବାସିଙ୍କୁ ମଧ୍ୟ କ୍ଷମା ଲାଗିଥିଲା ଏବଂ ସେହି ଜମି ସହିତ ସେଠାରେ ଘର ପୁନଃନିର୍ମାଣ କରିବାର ପ୍ରତିଜ୍ଞା ନେଇଥିଲା।

Leave a Reply

Your email address will not be published. Required fields are marked *