କଣ ହେଲା ଯେବେ JCB ରୋକିବା ପାଇଁ ଆସିଲେ ନିଜେ ନାଗ ଦେବତା,ହେଲା ଏପରି ଚମତ୍କାର ଯେ ଜାଣିଲେ ଆଶ୍ଚର୍ଯ୍ୟ ହେବେ..

Spread the love

ତେବେ ଭଗବାନ ଶିବଙ୍କ କୃପା ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଭଗବାନ ଶିବ ନିଜର ଏପରି ଅନେକ ମହିମା ଦେଖାଇ ସାରିଛନ୍ତି ଯାହା ଫଳରେ ଏହା ସ୍ପଷ୍ଟ ହୋଇଯାଏ କି ଭଗବାନ ଶିବ ନିଜର ଭକ୍ତଙ୍କ ସହିତ ସବୁ ସମୟରେ ରହି ଥାଆନ୍ତି।ତେବେ ଆମେ ବର୍ତ୍ତମାନ ଭଗବାନ ଶିବଙ୍କ ସେହିପରି ଏକ ଅଦ୍ଭୁତ ଘଟଣା ସମ୍ପର୍କରେ ଆଲୋଚନା କରିବା।ଯାହା ଏହା ସ୍ପଷ୍ଟ କରିଥାଏ କି ଭଗବାନ ଶିବ ନିଜର ଭକ୍ତଙ୍କ ଭକ୍ତିକୁ କିପରି ଭାବରେ ରକ୍ଷା କରିଥାନ୍ତି।

ତେବେ ଦିଲ୍ଲୀର ଏକ ପୁରୁଣା ପଡ଼ିଆରେ ଭଗବାନ ଶିବଙ୍କ ଏକ ମୂର୍ତ୍ତି ରହିଥିଲା।ତେବେ ସେହି ମୂର୍ତ୍ତିକୁ ପ୍ରତିଦିନ ଅନେକ ଅନେକ ଭକ୍ତ ସେଠାକୁ ଦର୍ଶନ କରିବାକୁ ଆସି ଥାଆନ୍ତି।ତେବେ ସେହି ମୂର୍ତ୍ତିକୁ ସେଠାରୁ ଭାଙ୍ଗି ସେଠାରେ ଏକ ବିଶାଳ କୋଠା ତିଆରି କରିବା ପାଇଁ ରାମଲାଲ ନାମକ ଜଣେ ବ୍ୟକ୍ତି ଚିନ୍ତା କଲା।

ଏହାପରେ ସେ ଭାବିଲା କି ସେହି ମୂର୍ତ୍ତିକୁ ସେଠାରୁ ଭାଙ୍ଗି ସେଠାରେ ସେ କୋଠା ତିଆରି କରିବ।ଏହା ଚିନ୍ତା କରି ସେ ସେହି ମୂର୍ତ୍ତିକୁ ଭାଙ୍ଗିବା ପାଇଁ ସେଠାରେ ଏକ ଜେସିବି ଆଣି ପହଞ୍ଚି ଗଲା।ଏହାପରେ ଯାହା ଘଟିଲା ଏହାକୁ କେହି ସହଜରେ ବିଶ୍ୱାସ କରି ପାରିବେ ନାହିଁ।ତେବେ ଯେତେବେଳେ ରାମଲାଲ ସେହି ମୂର୍ତ୍ତିକୁ ଭାଙ୍ଗିବା ପାଇଁ ସେଠାରେ ଏକ ଜେସିବି ଆଣି ପହଞ୍ଚି ଗଲା

ସେହି ସମୟରେ ଏକ ନାଗ ସାପ ଆସି ସେହି ମୂର୍ତ୍ତିର ବେକରେ ଗୁଡ଼େଇ ହୋଇ ଯାଇଥିଲା।ଏହାପରେ ରାମଲାଲ ତୁରନ୍ତ ସେହି କାର୍ଯ୍ୟ ବନ୍ଦ କରିଥିଲା।ଏହାପରେ ସେ ବୁଝି ପାରିଲା କି ସେଠାରେ ବାସ୍ତବରେ ଭଗବାନ ଶିବଙ୍କ ବାସ ରହିଛି।ଏହା ଚିନ୍ତା କରି ସେ ସେଠାରେ କ୍ଷମା ମାଗିଲା।ତେବେ ସେଠାରେ ଥିବା ସମସ୍ତ ଲୋକ ପ୍ରଥମେ ତାଙ୍କୁ ଏପରି ନ କରିବା ପାଇଁ ବୁଝାଇ ଥିଲେ

କିନ୍ତୁ ସେ କାହାରି କଥା ନ ମାନି ଏପରି କରିବାକୁ ଯାଉଥିଲା।ସେହି ସମୟରେ ଅଚାନକ ଭାବରେ ଏପରି ଘଟିବା ଫଳରେ ସେ ନିଜର ଭୁଲ ବୁଝି ପାରି ଥିଲା।ଏହା ସହିତ ସେହି ସ୍ଥାନରେ କେବଳ ଶିବଙ୍କ ମୂର୍ତ୍ତି ରହିବ ବୋଲି ସେ ସେହି ସ୍ଥାନରେ ଘୋଷଣା କରି ଦେଇଥିଲା।ଏହା ସହିତ ସେଠାରେ ସେ କ୍ଷମା ମାଗିଥିଲା।

ତେବେ ଭଗବାନ ଶିବଙ୍କ ମୂର୍ତ୍ତି ସହିତ ସେଠାରେ ଅନେକ ଭକ୍ତଙ୍କ ଭକ୍ତି ଜଡ଼ିତ ହୋଇ ରହିଥିଲା।ଏହା ସହିତ ଭଗବାନ ଶିବଙ୍କ ଦର୍ଶନ କରିବା ପାଇଁ ସେହି ସ୍ଥାନକୁ ଅନେକ ଲୋକ ଆସି ଥାଆନ୍ତି।ଏହା ସହିତ ସେହିଠାରେ ଭଗବାନଙ୍କ ମୂର୍ତ୍ତି ଭାଙ୍ଗିବା ପାଇଁ ଯେତେବେଳେ ରାମଲାଲ ଚିନ୍ତା କରିଥିଲେ ସେହି ସମୟରେ ଏହା ଅନେକ ଲୋକଙ୍କୁ ଅନେକ କଷ୍ଟ ମଧ୍ୟ ଦେଇଥିଲା।

ତେବେ ଭଗବାନ ଶିବ ନିଜର ଭକ୍ତଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ସେହିଦିନ ସେହି ମୂର୍ତ୍ତି ଭାଙ୍ଗିବା ପାଇଁ ଦେଇ ନଥିଲେ।ଏହା ସହିତ ଏହା ଦେଖିବା ପରେ ସେଠାରେ ଥିବା ସମସ୍ତ ଲୋକ ଭଗବାନ ଶିବଙ୍କ ନାମ ନେଇଥିଲେ।

Leave a Reply

Your email address will not be published. Required fields are marked *