Berahmpurcase ରେ ସାଧାରଣ ଲୋକ ଦେଲେ ନିଜ ମତ,ଏହି ଝିଅ କହିଦେଲେ ମନର କଥା କହିଲେ କିଏ କାହାକୁ କମ ନାହାନ୍ତି କାରଣ…ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ବର୍ତ୍ତମାନ ବଢ଼ି ବଢ଼ି ଚାଲିଛି।ଏହା ସହିତ ଏହି ଘଟଣାର କୌଣସି ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ପାରୁ ନାହିଁ।ଏହା ସହିତ ଏହା ଉପରେ ବର୍ତ୍ତମାନ ଅନେକ ଲୋକ ନିଜର ଭିନ୍ନ ଭିନ୍ନ ମତ ପ୍ରକାଶ କରିବା ଆରମ୍ଭ କରି ସାରିଲେଣି।ତେବେ ଆମେ ବର୍ତ୍ତମାନ ଏହା ଉପରେ ଜଣେ ଛାତ୍ରୀ ରଖିଥିବା ନିଜର ମତ ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା।

ତେବେ ସେହି ଛାତ୍ରୀ ଜଣକ କହିଥିଲେ କି ପତି ଓ ପତ୍ନୀଙ୍କ ମଧ୍ୟରେ କଳହ ହେବା ଏକ ସାଧାରଣ କଥା।କିନ୍ତୁ ପତି ପତ୍ନୀ ଏପରି ଭାବରେ ପରସ୍ପର ଠାରୁ ଅଲଗା ହୋଇଯିବା ଏହା ସମ୍ପୂର୍ଣ୍ଣ ଭୁଲ ଅଟେ।ଏହା ସହିତ ସେ କହିଥିଲେ କି ପତି ଓ ପତ୍ନୀଙ୍କ ମଧ୍ୟରେ କଳହ ସେମାନଙ୍କ ଘର ମଧ୍ୟରେ ରହିବା ଆବଶ୍ୟକ।

ଏହା ଘର ବାହାରକୁ ଆସିବା ଫଳରେ ଅନେକ ପ୍ରକାରର ସମସ୍ୟା ଆରମ୍ଭ ହୋଇ ଯାଇଥାଏ।ତେଣୁ ଏହା କେବଳ ଆପଣଙ୍କ ଘର ମଧ୍ୟରେ ରହିବା ଆବଶ୍ୟକ।ଏହା ସହିତ ସେ କହିଥିଲେ କି ପତି ଓ ପତ୍ନୀ ଉଭୟ ଚାହିଁଲେ ସେମାନଙ୍କ ମଧ୍ୟରେ ଥିବା କଳହର ସମାଧାନ ନିଜେ କରି ପାରିବେ।କିନ୍ତୁ ସେମାନେ ଏପରି ନ କରି ସେମାନେ ପରସ୍ପରକୁ ଦୋଷ ଦେବାରେ ବ୍ୟସ୍ତ ରହୁଛନ୍ତି।

ଏହା ସହିତ ଏହା ଉପରେ ସେ କହିଥିଲେ କି ଏହି ଘଟଣାର ସମାଧାନ କରିବା ପାଇଁ ସେମାନେ ନିଜେ ପ୍ରୟାସ କରିବା ଆବଶ୍ୟକ।ଏହା ସହିତ ଏପରି ଭାବରେ ସମସ୍ତଙ୍କ ସମ୍ମୁଖକୁ ଏହି କଥାକୁ ଆଣି ପ୍ରଚାର କରିବା ସମ୍ପୂର୍ଣ୍ଣ ଅନୁଚିତ ବୋଲି ସେ କହିଛନ୍ତି।ତେବେ ଏହି ଘଟଣା ବର୍ତ୍ତମାନ ବାସ୍ତବରେ ବାଟରେ ପଡ଼ି ହାଟରେ ଗଡିବା ଆରମ୍ଭ କରି ସାରିଲାଣି।

ଏହା ସହିତ ଏହି ଘଟଣା ବର୍ତ୍ତମାନ ଅଧିକ ଗୁରୁତର ହୋଇ ଯିବାରୁ ଏହାର ତୁରନ୍ତ ସମାଧାନ ମଧ୍ୟ କରିବା ନିହାତି ଭାବରେ ଆବଶ୍ୟକ।ନଚେତ ଏହା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରି ପାରେ।ତେବେ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରକୁ ଯିବାକୁ ଚାହୁଁଥିବା ବେଳେ ତାଙ୍କର ପତି ବର୍ତ୍ତମାନ ତାଙ୍କୁ ନିଜର ଘରକୁ ନେବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।

ଯାହା ଫଳରେ ବର୍ତ୍ତମାନ ଏହି ଘଟଣାର ସମାଧାନ ହୋଇ ପାରୁ ନାହିଁ।ଏହା ସହିତ ଏହି ଘଟଣା ସେହିପରି ଭାବରେ ବର୍ତ୍ତମାନ ଅଦାଲତରେ ପଡ଼ି ରହିଛି।ତେବେ ଏହି ଘଟଣାର ସମାଧାନ କେବେ ହେଉଛି ଏହାକୁ ବର୍ତ୍ତମାନ ଅନେକ ଲୋକ ଅପେକ୍ଷା କରି ରହିଛନ୍ତି।ଏହା ସହିତ ଏହି ଘଟଣାର ସମାଧାନ ତୁରନ୍ତ ହୋଇଯିବ ବୋଲି ବର୍ତ୍ତମାନ ସମସ୍ତେ ଆଶା କରୁଛନ୍ତି।

ଏହା ସହିତ ଏହି ଘଟଣା ସହିତ ବର୍ତ୍ତମାନ ଅନେକ ଲୋକ ଜଡ଼ିତ ହୋଇ ସାରିଲେଣି।ତେବେ ଏହି ଘଟଣାର ସମାଧାନ ପାଇଁ ବର୍ତ୍ତମାନ ଅନେକ ସ୍ତରରେ ପ୍ରୟାସ କରାଯାଉଥିଲେ ମଧ୍ୟ ଏହାର ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ପାରୁ ନାହିଁ।ଯାହା ଫଳରେ ଏହା ବର୍ତ୍ତମାନ ଓଡ଼ିଶାର ଘରେ ଘରେ ଆଲୋଚନାର ଏକ ବିଷୟ ମଧ୍ୟ ହୋଇ ସାରିଲାଣି।

Leave a Reply

Your email address will not be published. Required fields are marked *