ଜାଣନ୍ତୁ ଏହି ଓଡ଼ିଆ ହିରୋଇନ ମାନଙ୍କ ସ୍ବାମୀ କଣ କରନ୍ତି ? କିଏ ବଡି ବିଲଡର ତ କିଏ ବଡ ନେତା ଆଉ କିଏ ଅଟନ୍ତି ବଡ ଅଭିନେତା – ଏବେ ପଢନ୍ତୁ

Spread the love

ଆମେ ଆମ ଓଲିଉଡ ଜଗତରେ ଅନେକ ଅଭିନେତ୍ରୀ ମାନଙ୍କୁ ପ୍ରତିଦିନ ଦେଖିଥାଉ।ସେମାନେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କୁ ନିଜର ଅନୁଗତ କରାଇ ପାରିଛନ୍ତି।ଏହା ସହିତ ସେମାନେ ନିଜର ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ଏହା ସହିତ ସେମାନେ ଅନେକ ଲୋକଙ୍କ ନିକଟରେ ନିଜକୁ ପରିଚିତ କରିବାରେ ସଫଳ ହୋଇଛନ୍ତି।ତେବେ ଆମେ ବର୍ତ୍ତମାନ କିଛି ଅଭିନେତ୍ରୀ ଓ ସେମାନଙ୍କ ପତିଙ୍କ ବିଷୟରେ ଆଲୋଚନା କରିବା।

୧:- ପ୍ରିୟା – ଆମେ ସମସ୍ତେ ଅଭିନେତ୍ରୀ ପ୍ରୀୟାଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖନ୍ତି।ତେବେ ତାଙ୍କର ପତି କୃଷ୍ଣ ଜଣେ ଫଟୋ ଗ୍ରାଫର ଅଟନ୍ତି।ପ୍ରିୟା ବିବାହ ପରେ ବର୍ତ୍ତମାନ ଅଭିନୟ ଦୁନିଆରୁ ଦୂରେଇ ରହିଛନ୍ତି।

୨:-ଅର୍ପିତା – ଆମେ ଅର୍ପିତାଙ୍କୁ ଭଲ ଭାବରେ ଜାଣୁ।ସେ ଦୁର୍ଗା ଚଳଚ୍ଚିତ୍ରରେ ଦୁର୍ଗା ଭୂମିକାରେ ଅଭିନୟ କରନ୍ତି।ତାଙ୍କର ପତି ହେଉଛନ୍ତି ଜଣେ ଜିମର ମାଲିକ।ଏହା ସହିତ ସେ ଅନେକ ସମୟରେ ନିଜ ପତିଙ୍କ ସହିତ ନିଜର ଶାରିରୀକ ସ୍ଵାସ୍ଥ୍ୟ ଠିକ ରଖିବା ପାଇଁ ନିଜ ଜିମରେ ଅନେକ ସମୟ ଅତିବାହିତ କରନ୍ତି।

୩:- ବର୍ଷା ପ୍ରିୟଦର୍ଶିନୀ – ଆମେ ସମସ୍ତେ ଅଭିନେତ୍ରୀ ବର୍ଷାଙ୍କୁ ଜାଣୁ।ସେ ହେଉଛନ୍ତି ଅଭିନେତା ଅନୁଭବଙ୍କ ପତ୍ନୀ।ଅନୁଭବ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ସାଂସଦ।ଏହା ସହିତ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।ଆପଣ ସମସ୍ତେ ଅନୁଭବ ଓ ବର୍ଷାଙ୍କ ଅଭିନୀତ ଅନେକ ଫିଲ୍ମ ନିଶ୍ଚୟ ଦେଖିଥିବେ।

୪:- କୋଏଲ – କୋଏଲ ଜଣେ ଭଲ ଅଭିନେତ୍ରୀ ଅଟାନ୍ତି।ତାଙ୍କର ପତି ହେଉଛନ୍ତି ବବି ମିଶ୍ର।ସେ ମଧ୍ୟ ଜଣେ ଅଭିନେତା ଅଟନ୍ତି।

୫:- ରଚନା ବାନାର୍ଜୀ – ଆମେ ସମସ୍ତେ ରଚନାଙ୍କୁ ଭଲ ଭାବରେ ଜାଣୁ।ସେ ଓଡ଼ିଆ ଫିଲ୍ମ ଜଗତରେ ଅନେକ ଦିନ ଧରି ରାଜ କରିଥିଲେ।ତେବେ ତାଙ୍କ ପତି ଜଣେ ବଙ୍ଗାଳୀ ଅଭିନେତା ଅଟନ୍ତି।

୬:- ଦେବଜାନୀ – ଦେବଜାନୀ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ତାଙ୍କର ପତି ଜଣେ ବ୍ୟବସାୟୀ ଅଟନ୍ତି।

୭:- ମିଠୀ – ଅନେକ ଦିନ ଧରି ଓଲିଉଡ ଜଗତରୁ ଦୂରେଇ ରହିଥିଲେ ମଧ୍ୟ ଆଜି ମଧ୍ୟ ଓଡ଼ିଆ ଫିଲ୍ମ ଜଗତରେ ତାଙ୍କର ବହୁତ ପରିଚୟ ରହିଛି।ତେବେ ତାଙ୍କର ପତି ଜଣେ ଇଞ୍ଜିନିୟର ଅଟନ୍ତି।

୮:- ଜୀନା- ଆମେ ସମସ୍ତେ ଏହି ଅଭିନେତ୍ରୀଙ୍କ ବହୁତ ଭଲ ଭାବରେ ଜାଣୁ।ତେବେ ତାଙ୍କର ପତି ଜଣେ ଅଭିନେତା ଅଟନ୍ତି ଓ ସେ ଏବେ ମଧ୍ୟ ଅନେକ ଚଳଚ୍ଚିତ୍ରରେ ଅଭିନୟ ଜାରି ରଖିଛନ୍ତି।

୯:- ଅନିଶା – ଅନିଶା ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ପ୍ରସିଦ୍ଧ କଳାକାର।ସେ ଅନେକ ଚଳଚ୍ଚିତ୍ରରେ ନିଜର ଦକ୍ଷତା ଦେଖାଇ ସାରିଛନ୍ତି।ତାଙ୍କର ପତିଙ୍କ ନାମ ହେଉଛି ଶିବାଶିଷ।ତେବେ ସେ ମଧ୍ୟ ଜଣେ ଅଭିନେତା ଅଟନ୍ତି।ଆମେ ଅଭିନେତା ଶିବାଶିଷଙ୍କୁ ମଧ୍ୟ ଭଲଭାବରେ ଜାଣୁ।ସେ ଅନେକ ଚଳଚ୍ଚିତ୍ରରେ ଏବେ ମଧ୍ୟ ନିଜର ଅଭିନୟ ଜାରି ରଖିଛନ୍ତି।

୧୦:- ବନିଯା – ବାନିଯା ଜଣେ ଉଚ୍ଚକୋଟୀର ଅଭିନେତ୍ରୀ ଅଟନ୍ତି।ତେବେ ତାଙ୍କର ପତି ଜଣେ ବ୍ୟବସାୟୀ ଅଟନ୍ତି।ଏହା ସହିତ ସେ ରାଜନୀତିରେ ମଧ୍ୟ ଏହି କିଛି ଦିନ ତଳେ ପାଦ ଦେଇଛନ୍ତି।

୧୧:- ଜେସି – ଜେସି ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ତେବେ ତାଙ୍କର ପତି ଅମର ମଧ୍ୟ ଜଣେ ଅଭିନେତା ଅଟନ୍ତି।ଉଭୟ ବର୍ତ୍ତମାନ ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *