କଣ ପାଇଁ ଭାଇ ଭଉଣୀ ମଧ୍ୟରେ ବିବାହ କରନ୍ତି ନାହିଁ ?କଣ ଏହାର ଅସଲ ସତ୍ୟତା ? ଏହାର ସଠିକ ଉତ୍ତର ଦେବାରେ ୯୯ ପ୍ରତଶତ ଲୋକ କାନ୍ଦିବେ

Spread the love

ଭାରତରେ ଭାଇ ଭଉଣୀ ସମ୍ପର୍କକୁ ସବୁଠାରୁ ପବିତ୍ର ସମ୍ପର୍କ କୁହାଯାଇଟିଥାଏ ମାତ୍ର ଏବେ ଏହି ସମ୍ପର୍କ ଦଳି ହୋଇ ଚାଲିଛି।ଯେତେବେଳେ ଭାଇର ଛୁଆର ମାଆ ହବାକୁ ଯାଉଥିଲା ଜଣେ ଭଉଣୀ ତେବେ ଘରୁ ପଳାଇଥିଲେ ଉଭୟ ଭାଇ ଭଉଣୀ।ଏବଂ ଏହାପରେ ମନ୍ଦିରରେ କରିନେଲେ ବିବାହ।ଏହାପରେ କଣ ହେଲା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଭୋଜପୁର ଜିଲ୍ଲାରେ ଏକ ଭାଇ ନିଜ ଭଉଣୀ ସହିତ ଶା-ରୀ-ରି-କ ସ-ମ୍ପ-ର୍କ ରଖିଲା ଏବଂ ଏହାପରେ ଝିଅଟି ଗ-ର୍ଭ-ବ-ତୀ ହେବାପରେ ଦୁଇଜଣ ବିବାହ କରିନେଲେ।ବହୁତ ସମୟ ଧରି ଝିଅ ଘରକୁ ନଫେରିବାରୁ ଝିଅର ବାପା ଝିଅକୁ କେହି ଅପହରଣ କରିନେଇଥିବା ରିପୋଟ ଲେଖିଲେ।ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲେ।

ସେତେବେଳେ ଭାଇ ଭଉଣି ଦୁଇଜଣ ଥାନାକୁ ଆସି ପହଞ୍ଚିଗଲେ।ଝିଅ ନିଜେ ପୋଲିସ ଆଗରେ ଯାହା କହିଲା ପୋଲିସର ଆଖି ବଡ଼ ବଡ଼ ଏବଂ ଖୋଲା ରହିଗଲା।ଝିଅଟି କହିଲା ଏବେ ସେମାନେ ବିବାହ କରିନେଇଛନ୍ତି ଏବେ ସେ ମୋ ଭାଇ ନୁହେଁ ମୋ ସ୍ୱାମୀ ଅଟନ୍ତି।ମୁଣ୍ଡରେ ହାତ ଦେଇ ଚିନ୍ତାରେ ପଡ଼ିଗଲେ ପୋଲିସ।ପରେ ଗାଁ ଲୋକ ଏହି ସମ୍ପର୍କକୁ କଳଙ୍କ କହି ଦୁଇ ଜଣଙ୍କୁ ଗ୍ରାମରେ ନପସିବାକୁ କହିଲେ।ଏବଂ ପୋଲିସକୁ ଅନୁରୋଧ କରି ଏମାନେ କହିଲେ ସେମାନଙ୍କୁ ଆଇନ ଅନୁସାରେ କଠୋରରୁ କଠୋର ଦଣ୍ଡ ମିଳିବା ଉଚିତ।

ପରେ ପୋଲିସ ପୁଅ ଏବଂ ଝିଅ ଉଭୟଙ୍କୁ ଜେଲ ପଠାଇଦେଲେ।ଏହି ଘଟଣାଟି ୨୦୧୮ରେ ଶୁଣିବାକୁ ମିଳିଥିଲା।୨୦୨୧ରେ ଭଉଣୀଟି ଜେଲରୁ ବାହାରିଛି।ଭାଇ କିନ୍ତୁ ଆହୁରି ଅନେକ ବର୍ଷ ଦଣ୍ଡ ଭୋଗିବ।ଏପରି ଅନେକ ବର୍ଷ ଉଭୟ ଆଉ ଏକାଠି ରହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ପୋଲିସ।ଏବେ ଆସନ୍ତୁ ଜାଣିବା ଭାରତୀୟ ସଂସ୍କୃତିରେ ଭାଇ ଭଉଣୀଙ୍କ ବିବାହ କାହିଁକି ମନା।ଏହା ପୂର୍ବରୁ ଆସନ୍ତୁ ଜାଣିବା ହିନ୍ଦୁ ଧର୍ମ ଛଡା ଅନ୍ୟ କୌଣସି ଧର୍ମରେ କଣ ଭାଇ ଭଉଣୀ ବିବାହ କରନ୍ତି?

ମୁସଲିମ ଧର୍ମରେ ଗୋଟେ ଭାଇ ତାହାର ଭଉଣୀକୁ ସେତେବେଳେ ବିବାହ କରିପାରିବ ଯଦି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୋଟିଏ ମାଆର ସ୍ତନ୍ୟ ପାନ କରିନଥିବ।ସେପଟେ ଇସାୟୀ ଧର୍ମରେ ସମ୍ପର୍କୀୟ ଭଉଣୀଙ୍କୁ ଭାଇ ବିବାହ କରି ପାରନ୍ତି।ହେଲେ ହିନ୍ଦୁ ଧର୍ମ ଅନୁସାରେ ସମ୍ପର୍କୀୟ ଭଉଣୀ ଛାଡ଼ନ୍ତି ଗୋଟିଏ ଗ୍ରାମରେ ଦୁଇ ଭଉଣୀଙ୍କୁ ମଧ୍ୟ ବିବାହ ଦେବା ଭୁଲ ମାନଯାଇଥାଏ।ସାଢ଼େ ପାଞ୍ଚ ହଜାର ବର୍ଷ ତଳୁ ହିନ୍ଦୁ ସଭ୍ୟତା ଚାଲି ଆସୁଛି।

ହୁଏତ ଆପଣ ସମସ୍ତେ ଜାଣିଛନ୍ତି ମାନବଙ୍କ ମଧ୍ୟରେ କୌଣସି ସଭ୍ୟତା ନଥିଲା।ହଜାର ବର୍ଷ ପୂର୍ବେ ମାନବ ମାନଙ୍କ ମଧ୍ୟରେ ସଭ୍ୟତା ଆଣିବା ପାଇଁ ବିବାହ ଭଳି ଏକ କାର୍ୟ୍ଯ କରାଯାଇଥିଲା।ଧୀରେ ଧୀରେ ମୁନି ଋଷି ମାନେ ମଣିଷକୁ ସଭ୍ୟ କରିବା ପାଇଁ ଏକ ରୁପ ଦେଲେ।ଆଧୁନିକ ସଭ୍ୟତା ଅନୁସାରେ ନିଜର ଭଉଣୀ କିମ୍ବା ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିବା ଦ୍ୱାରା ଅନେକ ପ୍ରକାର ରୋଗ ଶରୀରରେ ଜନ୍ମ ନେଇଥାଏ।ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯାହା ଆମକୁ ଆଧୁନିକ ଯୁଗରୁ ବିଜ୍ଞାନ ଜଣାଇଛି ତାହା ଆମକୁ ହଜାର ହଜାର ବର୍ଷ ପୂର୍ବରୁ ବୈଦିକ ଋଷି ମାନେ ଗରୁଡ଼ ପୁରାଣରେ ଲେଖି ଯାଇଛନ୍ତି।

ଗରୁଡ଼ ପୁରାଣ ଅନୁସାରେ କେବଳ ଭାଇ ଭଉଣୀ ନୁହନ୍ତି ରକ୍ତର ସମ୍ପର୍କୀୟଙ୍କୁ ବିବାହ କରିବା ପାପ ଅଟେ।କେବଳ ଏତିକି ନୁହେଁ।ଆପଣଙ୍କ ମିତ୍ରଙ୍କ ପତ୍ନୀ, ଭାଇଙ୍କ ପତ୍ନୀଙ୍କୁ ମଧ୍ୟ ବିବାହ କରିବା ମଧ୍ୟ ପାପ ଅଟେ।ଏଭଳି ଭୁଲ କରୁଥିବା ବ୍ୟକ୍ତି ଆୟୁଷ ପୁରିବା ଆଗରୁ ମୃତ୍ୟୁ ବରଣ କରନ୍ତି।ଏମନେ ଆଗାମି ହଜାର ହଜାର ବର୍ଷ ପର୍ଯ୍ୟନ୍ତ ପ୍ରେତ ହୋଇ ରୁହନ୍ତି।ରକ୍ତ ସମ୍ପର୍କିୟଙ୍କ ସହିତ ବିବାହ କରି ଯେଉଁ ସନ୍ତାନ ଜନ୍ମ ନେଇଥାଏ ସେମାନେ ଅନେକ ରୋଗରେ ପୀଡିତ ହେବା ୯୦ ପ୍ରତିଶତ ବଢିଯାଇଥାଏ।

ଏଭଳି ପରିସ୍ଥିତିରେ ଜନ୍ମନେଉଥିବା ଶିଶୁ ପାଗଳ ବା ମୃତ ମଧ୍ୟ ଜନ୍ମ ନେଇପାରନ୍ତି।ହଜାର ହଜାର ବର୍ଷର ପୁରାଣ କଥା ହେଉ ବା ଏବେର ବିଜ୍ଞାନ କଥା ହେଉ ସେଥିରେ ଉଲେଖ ରହିଛି ରକ୍ତ ସମ୍ପର୍କୀୟ ହେଉ ବା ଭାଇ ଭଉଣୀ ହେଉ ସେମାନେ ବିବାହ କରିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *