କେଉଁ ଅସଲ କାରଣ ପାଇଁ ଅଲଗା ହେଇଗଲେ Sidhanta ଓ Raachana ଯୋଡି,ଜାଣିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ,କହିବେ ତମ ବୁଝାବଣା କୁ ସଲାମ

Spread the love

ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଅଭିନେତା ସିଦ୍ଧାନ୍ତ ଦେଉଛନ୍ତି ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।ଏହା ସହିତ ସେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ମଧ୍ୟ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିବା ସହିତ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତା ମଧ୍ୟ ହୋଇ ପାରିଛନ୍ତି।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତା।

ତେବେ ଏହି ଅଭିନେତା ଓ ତାଙ୍କର ପ୍ରଥମ ପତ୍ନୀ ରଚନା ବାନାର୍ଜୀଙ୍କ ବିଷୟରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ଏହି ଅଭିନେତା ଓ ଅଭିନେତ୍ରୀ ରଚନା ୨୦୦୩ ମସିହାରେ ପରସ୍ପରକୁ ବିବାହ କରିଥିଲେ।ତେବେ ସେମାନଙ୍କର ବିବାହ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଅବଗତ।ତେବେ ସେମାନଙ୍କର ବିବାହର ଏକ ବର୍ଷ ପରେ ଅର୍ଥାତ ୨୦୦୪ ମସିହାରେ ସେମାନେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ

ତେବେ ଏହାର କାରଣ ସମ୍ପର୍କରେ ଖୁବ କମ ଲୋକ ଜାଣିଛନ୍ତି।ଆମେ ବର୍ତ୍ତମାନ ସେମାନେ କେଉଁ କାରଣ ପାଇଁ ପରସ୍ପରଠାରୁ ଅଲଗା ହୋଇଥିଲେ ଆମେ ସେହି ସମ୍ପର୍କରେ ଆଲୋଚନା କରିବା।ଏହା ସହିତ ନିଜର ଅଭିନୟ ଜୀବନରୁ ପରସ୍ପରକୁ ଭଲ ପାଇ ପରସ୍ପରକୁ ବିବାହ କରିଥିଲେ ଏହି ଦୁଇଜଣ ଅଭିନେତା ଓ ଅଭିନେତ୍ରୀ।

ସେମାନେ ଏକାଠି ହୋଇ ଅନେକ ସୁପରହିଟ ଚଳଚ୍ଚିତ୍ର ଆମ ଓଡ଼ିଆ ଅଭିନୟ ଜଗତକୁ ଦେଇ ସାରିଛନ୍ତି।ଏହା ସହିତ ରଚନା ପ୍ରାୟ ୩୨ ଟି ଓଡ଼ିଆ ଫିଲ୍ମରେ ଅଭିନୟ କରି ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କ ପ୍ରିୟ ହୋଇ ପାରିଥିଲେ।ଏହା ସହିତ ସେ ୧୯୮୪-୧୯୯୪ ମସିହା ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଲୋକମାନଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।

ତେବେ ଏହାପରେ ସିଦ୍ଧାନ୍ତ ଓ ରଚନା ପ୍ରାୟ ୨୦୦୩ ମସିହା ପର୍ଯ୍ୟନ୍ତ ପରସ୍ପର ସହିତ ସମ୍ପର୍କରେ ରହିଥିଲେ।ଏହାପରେ ସେମାନେ ପରସ୍ପରକୁ ବିବାହ କରିଥିଲେ।ତେବେ ଏହାର କିଛି ଦିନ ପରେ ସେମାନଙ୍କର ବିବାହ ଭାଙ୍ଗି ଯାଇଥିଲା ଓ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।ସେମାନଙ୍କର ଶେଷ ଫିଲ୍ମ ଥିଲା ସରପଞ୍ଚବାବୁ।ତେବେ ସେମାନଙ୍କର ବିଚ୍ଛେଦ ହେବାର କାରଣ ହେଉଛି ସେମାନଙ୍କ ମଧ୍ୟରେ କିଛି କିଛି ମତାନ୍ତର ହୋଇ ଯାଇଥିଲା।

ଅର୍ଥାତ ବିବାହ ପରେ ରଚନା ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଚାହୁଁଥିଲେ।ଅର୍ଥାତ ଏହାପରେ ରଚନା ବଙ୍ଗାଳୀ,ଓଡ଼ିଆ ଓ ଅନ୍ୟାନ୍ୟ ସମସ୍ତ ଭାଷାରେ ମଧ୍ୟ ଚଳଚ୍ଚିତ୍ର କରିବାକୁ ଚାହୁଁଥିଲେ।କିନ୍ତୁ ସିଦ୍ଧାନ୍ତ ଚାହୁଁଥିଲେ କି ସେ କେବଳ ଓଡ଼ିଆ ଭାଷାରେ ଅଭିନୟ କରନ୍ତୁ।ଯାହା ଫଳରେ ସେମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା ଓ ସେମାନେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ।

ତେବେ ସେମାନେ ଏକାଠି ଅନେକ ଚଳଚ୍ଚିତ୍ର ଆମ ଓଡ଼ିଆ ଅଭିନୟ ଜଗତକୁ ଭେଟି ଦେଇଛନ୍ତି।ଏହା ସହିତ ସେମାନଙ୍କର ଅଭିନୀତ ସେହି ସମସ୍ତ ଚଳଚ୍ଚିତ୍ର ସର୍ବଦା ଦର୍ଶକ ମାନଙ୍କ ପ୍ରିୟ ହୋଇ ରହିବ।ତେବେ ବର୍ତମାନ ସମୟରେ ମଧ୍ୟ ଦୁଇଜଣ ଭଲ ସାଙ୍ଗ ହେଇକି ରହିଛନ୍ତି ସେହିପରି ଦୁଇଜଣ ବର୍ତମାନ ବିବାହ କରି ନିଜ ପରିବାର ସହିତ ଖୁବ ଖୁସିରେ ଅଛନ୍ତି

Leave a Reply

Your email address will not be published. Required fields are marked *