ରାଜେଶ ଏବଂ ଶ୍ରଦ୍ଧାଙ୍କ ହେଇଗଲା ବ୍ରେକ ଅପ ! କାହିଁକି ଦୁହେଁ ହେଲେ ଅଲଗା – କଣ ପାଇଁ ବାହାଘର ପୂର୍ବରୁ ଦୁରେଇ ଗଲେ ଏହି ଯୋଡି..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏକ ମହତ୍ୱପୂର୍ଣ୍ଣ ଖବର ବିଷୟରେ।ଏହି ଖବରଟି ଆମ ଓଡ଼ିଆ ସିନେମା ଏବଂ ଟିଭି ଜଗତ ଉପରେ ଆଧାରିତ।ଅପରାଜିତା ସିରିଏଲର ହିରୋ ରାଜ ରାଜେଶଙ୍କୁ ତ ଆପଣ ନିଶ୍ଚିତ ଭାବରେ ଜାଣିଥିବେ।ଏବଂ ଏହା ସହିତ ଆମ ଘର ଲକ୍ଷ୍ମୀ ସିରିଏଲ ଅନେକ ଲୋକ ଦେଖିଥାନ୍ତି ସେହି ସିରିଏଲରେ ଅଭିନୟ କରୁଥିବା ଶ୍ରଦ୍ଧାଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ।ଦୀର୍ଘ ତିନି ବର୍ଷ ଧରି ଶ୍ରଦ୍ଧା ଏବଂ ରାଜ ରାଜେଶଙ୍କ ମଧ୍ୟରର ପ୍ରେମ ସମ୍ପର୍କ ଚାଲିଥିଲା।

ତେବେ ମୁଖ୍ୟ ଖବରଟି ହେଉଛି ଅପରାଜିତା ସିରିଏଲର ହିରୋ ରାଜ ରାଜେଶ ଏବଂ ଆମ ଘର ଲକ୍ଷ୍ମୀର ଅଭିନେତ୍ରୀ ଶ୍ରଦ୍ଧାଙ୍କ ମଧ୍ୟରେ ତିନି ବର୍ଷ ଧରି ଚାଲିଥିବା ପ୍ରେମରେ ପଡିଯାଇଛି ଫାଟ।ଏହା ତାଙ୍କ ଫ୍ୟାନ ମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ସାବ୍ୟସ୍ତ ହୋଇଛି।ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ ରୂପରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ତେବେ କାହିଁକି ଭାଇରାଲ ହେଉଛି ଏପରି ଖବର କିମ୍ବା ସତରେ କଣ ବ୍ରେକ ଅପ କରିଦେଇଛନ୍ତି ଶ୍ରଦ୍ଧା ଏବଂ ରାଜେଶ?ଏହାର ସମ୍ପୂର୍ଣ୍ଣ ତଥ୍ୟ ପାଇବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।ତେବେ ସାଙ୍ଗମାନେ ଶ୍ରଦ୍ଧା ଏବଂ ରାଜେଶଙ୍କ ପ୍ରଥମ ଦେଖା ହୋଇଥିଲା ମିଠା ମିଠା ଫିଲ୍ମରୁ।

ଯେଉଁ କାରଣରୁ ଦୁହେଁ ପରସ୍ପରକୁ ଅନେକ ଭଲ ପାଇ ବସିଥିଲେ।ଏବଂ ଏହା ସହିତ ସୋସିଆଲ ମିଡିଆରେ ମଧ୍ୟ ଦୁଇ ଜଣଙ୍କ ପ୍ରେମ କାହାଣୀ ନେଇ ଅଧିକ ଚର୍ଚ୍ଚା ଧରିଥିଲା।ଦୁହେଁ ଅଲଗା ଅଲଗା ସିରିଏଲ କରୁଥିଲେ ମଧ୍ୟ ସବୁବେଳେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଥିଲା।ଏହା ପରେ ଶ୍ରଦ୍ଧା ଏବଂ ରାଜେଶ ପରସ୍ପରର ଏନଗେଜ ମେଣ୍ଟର ଖବର ମିଡିଆକୁ ଜଣାଇବାପରେ ଦୁହିଁଙ୍କର ବିବାହର ଖବର ମଧ୍ୟ ଅନେକ ଭାଇରାଲ ହେଉଥିଲା।

ଏହାର ଏକ ଭିଡିଓ କରି ଶ୍ରଦ୍ଧା ଏବଂ ରାଜେଶ ଏହି କଥା ଦର୍ଶକଙ୍କୁ ଜଣାଇଥିଲେ।ସେହି ଭିଡିଓଟିରେ ସେ କହିଛନ୍ତି ଯେଉଁମାନେ ତାଙ୍କ ସହିତ ସୋସିଆଲ ମିଡିଆରେ ଅଛନ୍ତି ତାଙ୍କୁ ଆଶ୍ୱାସନା ଜଣାଇ କହିଛନ୍ତି ଯେ ତାଙ୍କ ବିବହ କେବେ ହବ ସେମାନେ ନିଶ୍ଚିତ ଜଣାଇବେ।ତେବେ ତାଙ୍କର ବିବାହ ଫାଇନାଲ ହେଲେ ମଧ୍ୟ ତାଙ୍କର ବ୍ରେକ ଅପ କାହିଁକି ହେଲା ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଏହାପରେ ଶ୍ରଦ୍ଧା ଏବଂ ରାଜେଶ ପରସ୍ପର ସହିତ ଉଠାଇଥିବା ତାଙ୍କର ପ୍ରତ୍ୟେକଟି ଫଟୋ ଏବଂ ଭିଡିଓକୁ ତାଙ୍କ ସୋସିଆଲ ମିଡିଆରୁ ହଟାଇ ଦେଇଛନ୍ତି।ଅନ୍ୟ କିଛି ଲୋକ ଏହା ମତ ରଖିଛନ୍ତି ଯେ ତାଙ୍କ ପ୍ରେମ ବିଷୟରେ ଅଧିକ ଚର୍ଚ୍ଚା ହେବା କାରଣରୁ ସେ ସେଥିରେ ସୋସିଆଲ ମିଡିଆରୁ ପୁର୍ନଛେଦ ପକାଇବା ପାଇଁ ଏହା କରିଥିବେ।ଆମେ ଏଠାରେ ପ୍ରାଥନା କରୁଛୁଯେ ଆମ ପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ଏବଂ ଅଭିନେତା ରାଜେଶ ପୁଣିଥରେ ଏକାଠି ହୋଇଯାଆନ୍ତୁ।

Leave a Reply

Your email address will not be published. Required fields are marked *