୨୦୨୨ ନୂଆ ବର୍ଷରେ Planet ଉପରେ କଣ ପଡ଼ିବ ପ୍ରଭାବ ? କେଉଁ ମାନେ ରହିବେ ଖୁସି ରେ କେଉଁ ମାନେ ହେବେ ଦୁଖୀ ଦେଖନ୍ତୁ..

Spread the love

ତେବେ ଆମେ ସମସ୍ତେ ଏହା ଭଲ ଭାବରେ ଜାଣୁ କି ବର୍ତ୍ତମାନ ୨୦୨୨ ବର୍ଷ ଆସି ସାରିଛି।ତେବେ ଏହି ବର୍ଷ ଅନେକ ଲୋକଙ୍କ ପାଇଁ ଶୁଭ ସମୟ ନେଇ ଆସିଛି ବୋଲି ଅନେକ ଲୋକ ମତ ମଧ୍ୟ ଦେଉଛନ୍ତି।ତେବେ ଏହି ବର୍ଷ ସମଗ୍ର ବିଶ୍ବ ତଥା ଆମ ରାଷ୍ଟ୍ର ଉପରେ କେଉଁ ପ୍ରଭାବ ପକାଇବାକୁ ଯାଉଛି ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ଏହି ବର୍ଷ ଆମ ପାଇଁ କେଉଁ କେଉଁ ପ୍ରଭାବ ନେଇ ଆସିବ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ବିସ୍ତାର ଭାବରେ ଆଲୋଚନା କରିବା।

ତେବେ ଏହି ବର୍ଷରେ ସମଗ୍ର ବିଶ୍ବ ଉପରେ ଏହାର ଭଲ ପ୍ରଭାବ ମଧ୍ୟମ ଧରଣର ରହିବ।ତେବେ ଏହି ବର୍ଷ ବିଶ୍ୱରେ ମହାମାରୀ ବହୁତ ଅଧିକ ବଢିବ ବୋଲି ପୂର୍ବାନୁମାନ କରାଯାଉଛି।ଏହା ସହିତ ବିଶ୍ଵ ଉପରେ ଏହାର ଅନେକ ଖରାପ ପ୍ରଭାବ ମଧ୍ୟ ପଡ଼ିବାକୁ ଯାଉଛି।ତେବେ କୃଷି କାର୍ଯ୍ୟ ପାଇଁ ଏହି ବର୍ଷ ଭଲ ନୁହେଁ ବୋଲି ମଧ୍ୟ ଅନୁମାନ କରାଯାଉଛି।

ଏହା ସହିତ ଏହି ବର୍ଷ ଅନେକ ଖରାପ ସମୟ ନେଇ ଆସୁଛି ବୋଲି ଅନୁମାନ କରାଯାଉଛି।ଏହା ସହିତ ଏହି ବର୍ଷ ଆତଙ୍କବାଦୀ ମାନଙ୍କ ଦମନ ବହୁତ ଅଧିକ ହେବ ଯାହା ଏକ ବହୁତ ଭଲ ଖବର ଅଟେ।ଏହା ସହିତ ସରକାର ଅନେକ ଉନ୍ନତିମୂଳକ କାର୍ଯ୍ୟ କରିବେ।ଯାହା ଫଳରେ ଜଣ ସାଧାରଣ ଅନେକ ମାତ୍ରାରେ ଉପକୃତ ହୋଇ ପାରିବେ।

ତେବେ ଭାରତ ଉପରେ ଏହି ବର୍ଷ ମଧ୍ୟ ଅଳ୍ପ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି।ଏପରି ଅନୁମାନ କରା ଯାଉ ଅଛି କି ଏହି ବର୍ଷ ଭାରତ ଉପରେ ଅଚାନକ ଭାବରେ ବାତ୍ୟା ଓ ଲଘୁଚାପ ହେବାର ଅନେକ ସମ୍ଭାବନା ରହିଛି।ତେବେ ଦେଶ ଉପରେ ଏହି ବର୍ଷ ସାଧାରଣ ଭାବରେ ଦେଖିବାକୁ ଗଲେ ଏହା ମିଶ୍ରିତ ଫଳ ପ୍ରଦାନ କରିବ।

ଏହା ସହିତ ଏହି ବର୍ଷ ଭାରତ ପାଇଁ ଖାଦ୍ୟ ଉତ୍ପାଦନ ଦୃଷ୍ଟିରୁ ଅଳ୍ପ ଭଲ ନୁହେଁ।ଦେଶର ଆର୍ଥିକ ଅବସ୍ଥା ଭଲ ରହିଲେ ମଧ୍ୟ ଖାଦ୍ୟ ସସ୍ୟର ଦର ବୃଦ୍ଧି ହେବାର ସମ୍ଭାବନା ରହିଛି।ତେବେ ଆମ ରାଜ୍ୟ ଉପରେ କିନ୍ତୁ ଏହି ବର୍ଷର ପ୍ରଭାବ ଅନେକ ଭଲ ରହିବ ବୋଲି ଅନୁମାନ କରାଯାଉଛି।ଏହା ସହିତ ରାଜ୍ୟର ଲୋକମାନେ ଅନେକ ଉନ୍ନତି କରିବେ ବୋଲି କୁହାଯାଇଛି।

ଏହା ସହିତ ରାଜ୍ୟରେ ସରକାର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବେ ବୋଲି ଅନୁମାନ କରାଯାଉଛି।ଏହା ସହିତ ରାଜ୍ୟର ଲୋକମାନେ ଅନେକ ଖୁସିରେ ନିଜର ସମୟ ଅତିବାହିତ କରିବେ ବୋଲି ଅନୁମାନ କରାଯାଉଛି।ତେବେ ରାଜ୍ୟରେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ହେବାର ସମ୍ଭାବନା ରହିଛି।ଏହା ବ୍ୟତୀତ ଅନ୍ୟ ସମସ୍ତ ସାମଗ୍ରୀ ରାଜ୍ୟରେ କମ ମୂଲ୍ୟରେ ମିଳିବ ବୋଲି ଅନୁମାନ କରାଯାଉଛି।ତେବେ ମୋଟାମୋଟି ଭାବରେ ଏହି ବର୍ଷ ରାଜ୍ୟ ଉପରେ ଅନେକ ଭଲ ପ୍ରଭାବ ପକାଇବାକୁ ଯାଉଛି ବୋଲି ଜ୍ୟୋତିଷମାନେ ଅନୁମାନ କରିଛନ୍ତି।

Leave a Reply

Your email address will not be published. Required fields are marked *