ସୁମିତଙ୍କ ସହ ବିତାଇଥିବା ସ୍ମୃତିକୁ ମନେ ପକାଇଲେ ତପସ୍ଵିନୀ,ନୂଆ Hope ଆଣିବ କି ନୂଆ ବର୍ଷ ?ତପସ୍ୱିନୀ କହିଦେଲେ ଏତେ ବଡ କଥା..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନଙ୍କ ମଧ୍ୟରେ କଳହ ବର୍ତ୍ତମାନ ଅନେକ ନୂତନ ମୋଡ଼ ନେଇ ସାରିଲାଣି।ଏହା ସହିତ ସେମାନେ ବର୍ତ୍ତମାନ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା ମଧ୍ୟ ହୋଇ ସାରିଲେଣି।ତେବେ ସେମାନଙ୍କ ମଧ୍ୟରେ ଚାଲିଥିବା କଳହ ବର୍ତ୍ତମାନ ବହୁତ ଅଧିକ ବଢ଼ି ଯାଇଥିବା କାରଣରୁ ବର୍ତ୍ତମାନ ଏହାର ସମାଧାନ କରିବା ପାଇଁ ଅନେକ ସ୍ତରରେ ପ୍ରୟାସ ମଧ୍ୟ କରା ଯାଉଛି।

ତେବେ ସେମାନଙ୍କ ମଧ୍ୟରେ ଚାଲିଥିବା କଳହର ସମାଧାନ ଯେହେତୁ ହୋଇ ପାରୁ ନାହିଁ ବର୍ତ୍ତମାନ ସେମାନେ ପରସ୍ପର ଠାରୁ ବର୍ତ୍ତମାନ ଅଲଗା ହୋଇ ଯାଇ ପାରନ୍ତି ବୋଲି ବର୍ତ୍ତମାନ ଅନେକ ଲୋକ ମତ ପ୍ରକାଶ କରିବା ଆରମ୍ଭ କରି ସାରିଲେଣି।ତେବେ ତପସ୍ଵିନୀ ଏକ ସାକ୍ଷାତକାରରେ ନିଜର ପୁରୁଣା ସ୍ମୃତି ସମ୍ପର୍କରେ କିଛି କଥା ମଧ୍ୟ କହିଥିଲେ।

ତେବେ ତାଙ୍କର କିଛି ପୁରୁଣା ସ୍ମୃତି ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ସେ କୁହନ୍ତି କି ତାଙ୍କର ଡକ୍ଟର ସୁମିତଙ୍କ ସହିତ ପ୍ରଥମେ ୨୦୧୯ରେ ଚିହ୍ନା ହୋଇଥିଲା।ଏହାପରେ ସେ କୁହନ୍ତି କି ସେ ୨୦୨୦ ନୁଆବର୍ଷକୁ ବହୁତ ଖୁସିରେ ସାଙ୍ଗ ହୋଇ ପାଳନ କରିଥିଲେ।ସେମାନେ ଗତ ନୂଆବର୍ଷରେ ପୁରୀ ଯାଇଥିଲେ ବୋଲି କହିଥାନ୍ତି।

ଏହା ସହିତ ପୁରୀ ଯାଇ ସେମାନେ ସେଠାରେ ଦୁଇ ଦିନ ରହିଥିଲେ ବୋଲି ମଧ୍ୟ କହିଥିଲେ।ତେବେ ସେମାନେ ବର୍ତ୍ତମାନ ପରସ୍ପରଠାରୁ ଅଲଗା ମଧ୍ୟ ହୋଇ ସାରିଛନ୍ତି ବୋଲି ମଧ୍ୟ ଅନେକ ଲୋକ କହିବା ଆରମ୍ଭ କରି ସାରିଲେଣି।ତେବେ ସେମାନେ ବର୍ତ୍ତମାନ ପରସ୍ପର ଠାରୁ ଅଲଗା ହୋଇ ଯାଇଥିବା ଯାଉଥିବା କାରଣରୁ

ବର୍ତ୍ତମାନ ତପସ୍ଵିନୀ ନିଜର ସେହି ସମସ୍ତ ପୁରୁଣା କଥାକୁ ମାନେ ପକାଇ ଅନେକ ଦୁଃଖ ପାଉଛନ୍ତି ବୋଲି କହିଥାନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ପତିଙ୍କୁ ପୁଣି ଫେରି ପାଇବା ପାଇଁ ଭଗବାନଙ୍କ ପାଖରେ ନିବେଦନ କରୁଛନ୍ତି।ଏହା ସହିତ ସେ ଡକ୍ଟର ସୁମିତଙ୍କୁ ମଧ୍ୟ ଏହି ନୂଆବର୍ଷରେ ପୁଣି ଶୁଭେଚ୍ଛା ଜଣାଇଛନ୍ତି।

ଏହା ସହିତ ସେ କହିଛନ୍ତି କି ତାଙ୍କର ସମସ୍ତ ଭୁଲକୁ କ୍ଷମା କରି ତାଙ୍କୁ ଆପଣାଇ ନେବା ପାଇଁ।ଏହା ସହିତ ସେ ତାଙ୍କ ବିନା ରହି ପାରିବେ ନାହିଁ ବୋଲି ମଧ୍ୟ କହିଥିଲେ।ତେବେ ତପସ୍ଵିନୀ ନିଜର ପତିଙ୍କୁ ଫେରି ପାଇବା ପାଇଁ ବର୍ତ୍ତମାନ ସେହିପରି ଭାବରେ ଡକ୍ଟର ସୁମିତଙ୍କ ଘର ସମ୍ମୁଖରେ ବସି ରହିଛନ୍ତି।

ଏହା ସହିତ ତପସ୍ଵିନୀ ଏହା ମଧ୍ୟ କହିଛନ୍ତି କି ଆଗାମୀ ୪ ତାରିଖରେ ଯେଉଁ ଶୁଣାଣି ହେବାକୁ ଯାଉଛି ସେହି ଶୁଣାଣି ତାଙ୍କ ସପକ୍ଷରେ ଯିବ ବୋଲି ସେ କହିଛନ୍ତି।କାରଣ ସେ ସତରେ ଅଛନ୍ତି ଏହା ସହିତ ସତ୍ୟର ବିଜୟ ନିଶ୍ଚୟ ଭାବରେ ହେବ ବୋଲି ସେ କହିଛନ୍ତି।ଏହା ସହିତ ଏହି ନୂତନ ବର୍ଷରେ ତାଙ୍କର ବିଗିଡି ଯାଇଥିବା ସଂସାରକୁ ପୁଣି ସେମାନେ ନୂତନ ଭାବରେ ଗଢି ତୋଳିବାକୁ ଡକ୍ଟର ସୁମିତଙ୍କ ପାଖରେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *