Sidhant Mohapatra ଓ Mama Mishra କାହିଁକି ନିଜ ପରିବାର ପୁଅ ଝିଅ ଙ୍କୁ ଅଭିନୟ ଦୁନିଆ ରୁ ଦୁରେଇ ରଖିଛନ୍ତି,କଣ ରହିଛି ଏହା ପଛର ଅସଲ ରହସ୍ୟ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କିଛି ବିଶେଷ ଖବର ବିଷୟରେ ଜାଣିବା।ଯଦି ଆପଣମାନେ ଓଡ଼ିଶାରେ ରୁହନ୍ତି ତେବେ ଓଡ଼ିଆ ଫିଲ୍ମ ବିଷୟରେ ତ ନିଶ୍ଚୟ ଭାବରେ ଅବଗତ ଥିବେ ଏବଂ ଏହାକୁ ନିଶ୍ଚିତ ଦେଖୁଥିବେ ଏବଂ ପସନ୍ଦ ମଧ୍ୟ କରୁଥିବେ।ଓଡ଼ିଆ ଫିଲ୍ମ କାହାକୁ ବା ଭଲ ନାଲଗେ।ଏବଂ ଯଦି ଆପଣ ଓଡ଼ିଆ ଫିଲ୍ମ ଦେଖନ୍ତି ଏବେ ସିଦ୍ଧାନ୍ତ ମହାପାତ୍ରଙ୍କ ନାମ ତ ନିଶ୍ଚିତ ଭାବରେ ଶୁଣିଥିବେ।ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ବରଦାନ ଅଟନ୍ତି।ତାଙ୍କ ଫ୍ୟାନ ବେସ ସବୁଠାରୁ ଅଧିକ।

ସମସ୍ତେ ପସନ୍ଦ କରିଥାନ୍ତି ସିଦ୍ଧାନ୍ତଙ୍କୁ ତାଙ୍କ ଆକ୍ଟିଙ୍ଗ ଜେଭଳି ସ୍ୱଚ୍ଛ ସେ ସେହିଭଳି ଭାବରେ ନିଜର ପ୍ରତ୍ୟେକ ଫିଲ୍ମ କରିଥାନ୍ତି।ଏହି କାରଣପାଇଁ ସେ ଅନେକ ଭଲ ଭଲ ହିଟ ଫିଲ୍ମ ଦେଇସାରିଛନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ତାଙ୍କୁ ଲୋକ ଯେତେ ପସନ୍ଦ କରିଥାନ୍ତି ସେତିକି ସଂନ୍ମାନ ମଧ୍ୟ କରିଥାନ୍ତି।

କଣ ଆପଣ ଜାଣିଛନ୍ତି ଯେ ସିଦ୍ଧାନ୍ତ ମହାପାତ୍ରଙ୍କ ପରିବାର ବିଷୟରେ?ଏବଂ ଅନେକ ଲୋକଙ୍କ ଏହା ମଧ୍ୟ ପ୍ରଶ୍ନ ରହିଛିଯେ ସିଦ୍ଧାନ୍ତ ମହାପାତ୍ର କାହିଁକି ନିଜ ପରିବାରକୁ ଅଭିନୟ ଦୁନିଆରୁ ଦୁରେଇ ରଖିଛନ୍ତି?ଆଜିର ଏହି ଆର୍ଟିକିଲରେ ଆମେ ଏହି ପ୍ରଶ୍ନ ବିଷୟରେ ଗଭୀର ଭାବରେ ଆଲୋଚନା କରିବା।ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଅଭିନେତା ସିଦ୍ଧାନ୍ତ ମହାପାତ୍ର ୧୯୬୬ ମସିହା ମଇ ମାସ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ।ବର୍ତ୍ତମାନ ତାଙ୍କୁ ୫୫ ବର୍ଷ ହୋଇସାରିଲାଣି।ଏବଂ ସେ ପ୍ରାୟ ୧୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଲେଣି।ସେ ନିଜ ଜୀବନରେ ଅନେକ ଜାତୀୟ ପୁରସ୍କାର ପାଇଛନ୍ତି।ସେ ପ୍ରାୟ ୭ଟି ଜାତୀୟ ପୁରସ୍କାର ପାଇଛନ୍ତି।ସିଦ୍ଧାନ୍ତ ରଚନା ବାନାର୍ଜୀଙ୍କ ସହିତ ପ୍ରେମ ବିବାହ କରିଥିଲେ ଏବଂ ଏହା ପରେ କୌଣସି ମତାନ୍ତର ହେବା କାରଣରୁ ସେମାନେ ଅଲଗା ହୋଇଯାଇଥିଲେ।

ଏହାପରେ ସେ ମାମା ମିଶ୍ରଙ୍କୁ ବିବାହ କରିଥିଲେ।ଏହାପରେ ତାଙ୍କର ଏକ ପୁଅ ଏବଂ ଏକ ଝିଅ ମଧ୍ୟ ହୋଇଥିଲେ।ଏହାପରେ ସେ ନିଜ ଅଭିନୟର ଜୀବନ ୧୯୯୨ ମସିହାରେ ଆରମ୍ଭ କରିଥିଲେ।ସେହି ସମୟରେ ତାଙ୍କର ବୟସ ହୋଇଥିଲା ୨୭ ବର୍ଷ।ସିଦ୍ଧାନ୍ତ ମହାପାତ୍ର ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ନେଇଥାନ୍ତି।

ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ଏବଂ ଝିଅ ବର୍ତ୍ତମାନ ପାଠ ପଢୁଛନ୍ତି।ଏବଂ ବର୍ତ୍ତମାନ ସେମାନେ ନିଜ ପଢା ଜୀବନରେ ବ୍ୟସ୍ତ ଅଛନ୍ତି।ତେବେ ସେ ସେମାନଙ୍କୁ ସିନେମା ଲାଇନକୁ ଆଣିବେ କି ନାହିଁ ତାହା ଏପର୍ଯ୍ୟନ୍ତ କେହି ଜାଣିନାହାନ୍ତି। ତଏବଂ ତାହା ସମୟ କହିବ।

Leave a Reply

Your email address will not be published. Required fields are marked *