ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଙ୍କଲିନ ତାଙ୍କ ଭଉଣୀକୁ ନିଜ ଶାଶୁଘରେ ଦେଖି..

Spread the love

ସାଙ୍ଗମାନେ ଆପଣ ବିଭିନ୍ନ ପ୍ରକାର ଟିଭି ସିରିଏଲ ଦେଖିଥିବେ। ତା ଭିତରୁ ଅନେକ କଳାକାର ଆପଣଙ୍କ ପ୍ରିୟ ହୋଇଥିବେ।ଆପଣ ଆପଣଙ୍କ ପ୍ରିୟ କଳାକାର ବିଷୟରେ ନିଶ୍ଚୟ ଜାଣିବା ପାଇଁ ପ୍ରୟାସ କରିଥିବେ।ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଆପଣ ଇଚ୍ଛା କରିଥିବେ।ତାଙ୍କ ସହିତ ଦେଖା ହେବା ପାଇଁ ଆପଣଙ୍କର ବହୁତ ଇଚ୍ଛା ଥିବ।ଆଜି ମୁ ଆପଣ ମାନଙ୍କୁ ଓଡ଼ିଆ ଟିଭି ସିରିଏଲ ଜଗତର ଦୁଇ ପ୍ରେମୀ ଜାଙ୍କଲିନ ଓ ଅରବିନ୍ଦ ବିଷୟରେ କହିବି।

ସାଙ୍ଗମାନେ ଆପଣ ଜାଣିଥିବେ ଯେ ଗତ ୨୧ ମେ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଓଡ଼ିଆ ସିରିଏଲ ଜଗତର ଶୁଆ ଓ ସାରି ବା ଜାଙ୍କଲିନ ଓ ଅରବିନ୍ଦ।ଆପଣ ଜାଣିଥିବେ ଯେ ତାଙ୍କ ଘରର ସାନ ଝିଅ ହୋଇଥିବା ବେଳେ ଅରବିନ୍ଦ ମଧ୍ୟ ତାଙ୍କ ଘରର ସାନ ପୁଅ ଅଟନ୍ତି।ତେବେ ବଡ଼ ଭାଇ ଭଉଣୀ ଥାଉ ଥାଉ କେମିତି ବିବାହ କଲେ ଅରବିନ୍ଦ ଓ ଜାଙ୍କଲିନ।ନିଜ ଶାଶୁଘରେ କେମିତି ଦିନ କାଟୁଛନ୍ତି ଜାଙ୍କଲିନ ତାହା ଜାଣିବା ପାଇଁ ପୁରା ଲେଖା ପଢନ୍ତୁ।

ସାଙ୍ଗମାନେ ଆପଣ ଜାଣିଥିବେ ଯେ ଜୀ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ମୋ ଜେଜେମାରୁ ଦୁହିଁଙ୍କ ଲଭ ଷ୍ଟୋରୀ ଆରମ୍ଭ ହୋଇଥିଲା।ଦୁହେଁ ଦୁହିଁଙ୍କୁ ଅନେକ ଭଲପାଇ ବସିଥିଲେ।ସେ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଲଭ ଷ୍ଟୋରିକୁ ଖୁଲାସା କରିଥିଲେ।ତାଙ୍କୁ ପଚରା ଯାଇଥିଲା ଯେ ସେ ଓ ଅରବିନ୍ଦ କେବେ ବିବାହ କରିବେ।ଏହାର ଉତ୍ତରରେ ସେ କହିଥିଲେ ଯେ ତାଙ୍କ ବଡ଼ ଭଉଣୀ ଓ ଭାଇଙ୍କ ବିବାହ ପରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବେ।

କିନ୍ତୁ ଏବେ ବଡ଼ ଭାଇ ଭଉଣୀ ଥାଉ ଥାଉ ସେମାନେ କିପରି ବିବାହ କଲେ ତାହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।ଏବେ ସେ ବିବାହ ହୋଇସାରିବା ପରେ ତାଙ୍କ ସ୍ଵାମୀ ଅରବିନ୍ଦଙ୍କ ଘରେ ତାଙ୍କ ଦିନ ଅତିବାହିତ କରିସାରିଛନ୍ତି।ସୂଚନାରୁ ଏହା ଜଣା ପଡ଼ିଛି ଯେ ସେ ତାଙ୍କ ନିଜ ହାତରେ ରୋଷେଇ କରି ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଖୁଆଇଛନ୍ତି।ସେ ଏହାକୁ ସୋସିଆଲ ମିଡିଆରେ ଛାଡ଼ି ନିଜ ଭାବନାକୁ ପରିପ୍ରକାଶ କରିଛନ୍ତି।

ଏବେ ସେ ତାଙ୍କ ଶାଶୁଘରେ ତାଙ୍କ ଜୀବନ ଅତିବାହିତ କରୁଛନ୍ତି।ସେ ଇତି ମଧ୍ୟରେ ତାଙ୍କ ପରିବାରର ସମ୍ପୂର୍ଣ୍ଣ ସଦସ୍ୟଙ୍କ ପ୍ରିୟ ପାଲଟି ଗଲେଣି।ସେ ତାଙ୍କ ନିଜ ହାତରେ ରୋଷେଇ କରିବା ସହିତ ଅନ୍ୟାନ୍ୟ କାମ ମଧ୍ୟ କରୁଛନ୍ତି।ଯାହା ସୂଚନା ମିଳିଛି ସେ ଓ ତାଙ୍କ ସ୍ଵାମୀ ପ୍ରାୟ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଛାଡୁଛନ୍ତି।ସେ ଏଇ କିଛି ଦିନ ତଳେ ତାଙ୍କ ଭଉଣୀଙ୍କୁ ତାଙ୍କ ଶାଶୁଘରେ ଦେଖି ଖୁସିରେ ବିଭୋର ହୋଇଯାଇଥିଲେ।ସେ ତାଙ୍କ ଭାବପ୍ରବଣତା ରୋକି ନପାରି କାନ୍ଦି ପକାଇଥିଲେ।

Leave a Reply

Your email address will not be published. Required fields are marked *