ଶ୍ରୀରାମ ପଣ୍ଡାଙ୍କ ଜୀବନୀ ଏବଂ ତାଙ୍କର ଅଭିନେତା ଠାରୁ ନେଇ ସନ୍ୟାସୀ ହେବା ପର୍ଯ୍ୟନ୍ତ ଜୀବନ – ଏହି କଥା ଆପଣ କେବେ ଜାଣି ନଥିବେ..

Spread the love

ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଶ୍ରୀରାମ ପଣ୍ଡାଙ୍କ ଜୀବନୀ ବିଷୟରେ।ଏବଂ ଏହା ମଧ୍ୟ ଜାଣିବା ତାଙ୍କର ହିରୋ ହେବାରୁ ନେଇ ଧାର୍ମିକ ସନ୍ଥ ହେବା ପର୍ଯ୍ୟନ୍ତ ଜୀବନ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ୟ୍ଯନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଶ୍ରୀରାମ ପଣ୍ଡାଙ୍କ ଜୀବନୀ ବିଷୟରେ।

ସେ ଓଡ଼ିଆ ସିନେମା ଜଗତର ଜଣେ ବହୁତ ଭଲ ଅଭିନେତା ଅଟନ୍ତି।ଏବଂ ତାଙ୍କ ଅଭିନୟ ପାଇଁ ଅନେକ ଲୋକ ତାଙ୍କର ଫ୍ୟାନ ମଧ୍ୟ ଅଟନ୍ତି।ସେହି ଲୋକପ୍ରିୟ ଅଭିନେତା ଶ୍ରୀରାମ ପଣ୍ଡାଙ୍କ ଜନ୍ମସ୍ଥାନ ହେଉଛି ନବରଙ୍ଗପୁର ଓଡିଶା।ତାଙ୍କର ସ୍ତ୍ରୀଙ୍କ ନାମ ହେଉଛି ତ୍ରିପୁରା ମିଶ୍ର।ଏବଂ ତାଙ୍କର ଜନ୍ମସ୍ଥାନ ହେଉଛି ଗଞ୍ଜାମ ଓଡିଶା।ଏବେ ଆସନ୍ତୁ ଜାଣିବା ତାଙ୍କର ସିନେମା ଜିବନ ବିଷୟରେ।

ତାଙ୍କର ପ୍ରଥମ ସିନେମା ହେଉଛି ଧରିତ୍ରୀ ଯାହା ୧୨୭୨ ମସିହାରେ ଆସିଥିଲା।ଏବଂ ତାଙ୍କର ଅଭିନୟ ଦର୍ଶକ ମାନଙ୍କ ହୃଦୟ ଜିଣିପାରିଥିଲା।ସେ ନିଜର ଅଭିନୟ ଦ୍ୱାରା ଓଡ଼ିଆ ସିନେମା ଜଗତରେ ନିଜର ଏକ ନୂତନ ପରିଚୟ ସୃଷ୍ଟି କରିପାରିଥିଲେ।ତାଙ୍କର ଅନେକ ଅଭୁଲା ସ୍ମୃତି ମଧ୍ୟ ରହିଛି ଯାହା ଦର୍ଶକମାନଙ୍କ ଅତି ପ୍ରିୟ।ସେ ଅନେକ ଗୀତରେ ମଧ୍ୟ ଅଭିନୟ କରିବାର ଦେଖା ଯାଇଛନ୍ତି ଏବଂ ତାହା ମଧ୍ୟ ଦର୍ଶକ ମାନଙ୍କ ହୃଦୟ ଜିତି ପାରିଛି।

ସେ ଏକାଧାରରେ ଥିଲେ ଜଣେ କଳାକାର ପ୍ରଯୋଜକ ଏବଂ ଜଣେ ଯୋଗ ଶିକ୍ଷକ ମଧ୍ୟ।ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା ସେ ଶ୍ରୀରାମ ପଣ୍ଡାରୁ ସ୍ୱମୀ ନିତ୍ୟ ଚୈତନ୍ୟ ପାଲଟିଥିଲେ।ସେ ଏକ ଭିଡିଓରେ ମଧ୍ୟ କହିଛନ୍ତି ଶ୍ରୀରାମ ପଣ୍ଡା ଠାରୁ ସ୍ୱମୀ ନିତ୍ୟ ଚୈତନ୍ୟ ପର୍ଯ୍ୟନ୍ତ ତାଙ୍କର ଜୀବନ ଏକ ଯାତ୍ରା ଅଟେ।ଏବଂ ସେ ଏହା କହିଥିଲେ ତାଙ୍କର ଜୀବନକୁ ସେ ପରିଚାଳିନ କରିପାରିନଥିଲେ ମଧ୍ୟ କହିଥିଲେ।ଶ୍ରୀରାମ ପଣ୍ଡାଙ୍କୁ ୨୦୧୧ ମସିହାରେ ଜୟଦେବ ଆୱାର୍ଡ ମିଳିଥିଲା।ଏବଂ ଏହି ପୁରସ୍କାର ନେବାପାଇଁ ସେ ନିଜ ସାଧୁସନ୍ଥ ବେଶରେ ଆସିଥିଲେ।ତାଙ୍କୁ ରାଜ୍ୟପାଳ ଜୟଦେବ ପୁରଷ୍କାରରେ ସ୍ନମାନିତ କରିଥିଲେ।ତାଙ୍କର ଶ୍ରୀରାମ ପଣ୍ଡା ଠାରୁ ନେଇ ସ୍ୱମୀ ନିତ୍ୟଚୈତନ୍ୟ ପର୍ଯ୍ୟନ୍ତ ଜୀବନ ଅବିସ୍ମରଣୀୟ ଅଟେ।

Leave a Reply

Your email address will not be published. Required fields are marked *