ଖୁସି ଖବର ଦେଲେ ରାଜ୍ୟ ସରକାର – ଲେବର କାର୍ଡ ରଖିଥିବା ବ୍ୟକ୍ତି ପାଇଲେ ୧୫୦୦ ଟଙ୍କା – ଦେଖନ୍ତୁ ଆପଣଙ୍କୁ ମିଳିବ କିପରି..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଲେବର କାର୍ଡର ନୂତନ ଅପଡେଟ ବିଷୟରେ ଜାଣିବା।ଆପଣ ସମସ୍ତିଙ୍କ ପାଇଁ ଏକ ଖୁସି ଖବର ରହିଛି।ଯେଉଁମାନଙ୍କ ପାଖରେ ଲେବର କାର୍ଡ ଅଛି ସମସ୍ତିଙ୍କୁ ଆଗକୁ ୧୫୦୦ ଟଙ୍କା ଲେଖାଏଁ ମିଳିବାକୁ ଯାଉଛି।ଏହି ଟଙ୍କା ମିଳିବା ପ୍ରକ୍ରିୟା ଗତ ୧୫ ତାରିଖ ଠାରୁ ଆରମ୍ଭ ହୋଇସାରିଲାଣି।ଅନେକ ଲୋକ ଟଙ୍କା ମଧ୍ୟ ପାଇଲେଣି।ଯେଉଁମାନେ ନପାଇଛନ୍ତି ଆଗକୁ କେବେ ସୁଦ୍ଧା ଟଙ୍କା ପାଇବେ।ଏବଂ ଏହି ଟଙ୍କା ମିଳିବା ପ୍ରକ୍ରିୟାକୁ ନେଇ ଆପଣଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ରହିଛି।

ଆଜିର ଏହି ଆର୍ଟିକିଲରେ ଆମେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ସମ୍ପୂର୍ଣ୍ଣ ତଥ୍ୟ।ପୂର୍ବ ବର୍ଷ ଏକ ନୂତନ ଲିଷ୍ଟ ଆସିଥିଲା ତାହାକୁ ଆଧାର କରି ଉପରସ୍ଥ ଅଧିକାରୀ ଆସି ହାତରେ ଟଙ୍କା ଦେଉଥିଲେ।ସରକାରୀ ସୂଚନା ମୁତାବକ ଆମ ଦେଶରେ ବର୍ତ୍ତମାନ ୧ କୋଟି ୬୫ ହଜାର ଶ୍ରମିକ ରହିଛନ୍ତି।

ସେମାନଙ୍କ ମଧ୍ୟରୁ ଲେବର କାର୍ଡ ଧାରୀ ରହିଛନ୍ତି କେବଳ ୩୧ ଲକ୍ଷ।ସେମାନଙ୍କ ମଧ୍ୟରୁ ଆମ ରାଜ୍ୟରେ କିଛି କାମ କରୁଛନ୍ତି ଏବଂ ତାହା ସହିତ ବାହାର ରାଜ୍ୟକୁ ମଧ୍ୟ କିଛି କାମ କରିବାକୁ ଯାଉଛନ୍ତି।ଏହି ବର୍ଷ ମଧ୍ୟ ସରକାର ଲେବର କାର୍ଡ ଧାରୀଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦେବାର ଯୋଜନା କରିଛନ୍ତି।ଏହା ଗତ ବର୍ଷ ମଧ୍ୟ ହୋଇଥିଲା।ଏବଂ ୧୫ ତାରିଖରୁ ଏହି ଟଙ୍କା ଦେବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।

ଏଥିରେ ଆପଣଙ୍କ ମନରେ ଏକ ପ୍ରଶ୍ନ ଥିବ।ଯଦି ଆପଣ ରିନ୍ୟୁଆଲ କରି ନାହାନ୍ତି ତେବେ ଟଙ୍କା ପାଇବେ ନା ନାହିଁ।ସରକାରୀ ସୂଚନା ମୁତାବକ ଯେଉଁମାନେ ରିନ୍ୟୁଆଲ କରିଛନ୍ତି ସେହିମାନେ ହିଁ କେବଳ ଟଙ୍କା ପାଇବେ।ଯଦି ଆପଣ ରିନ୍ୟୁଆଲ କରିଛନ୍ତି ତେବେ ଏହି ମାସ ଶେଷ ସୁଦ୍ଧା ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ରେଡିଟ ହେବ।ଟଙ୍କା ଆସିଲେ ଅନେକ ଲୋକ ଜାଣିପାରୁ ନାହାନ୍ତି ଟଙ୍କା ଆସିଛି ନା ନାହିଁ।

ଟଙ୍କା ଆସିଲା ପରେ ଆପଣ ବ୍ୟାଙ୍କ କୁ ଯାଇ ପାସ ବହି ଦେଖି ଜାଣିପାରିବେ।ନାଚେତ ଯେଉଁ ମୋବାଇଲ ନମ୍ବର ଆପଣଙ୍କ ବ୍ୟଙ୍କ ଆକାଉଣ୍ଟ ସହିତ ଜଡିତ ଅଛି ସେହି ମୋବାଇଲ ନମ୍ବରକୁ ମେସେଜ ଆସିଯିବ ଆକାଉଣ୍ଟକୁ ଟଙ୍କା କ୍ରେଡିଟ ହେଲା ବୋଲି।ତେବେ ଏହି ମାସରେ ୧୫୦୦ ଟଙ୍କା ଆସିଲେ ଆପଣ ଜାଣିଜୀବେ ଏହା ଲେବର କାର୍ଡ ଟଙ୍କା ଆସିଲା ବୋଲି।ଯଦି ଆପଣଙ୍କ ପାଖରେ ଲେବର କାର୍ଡ ରହିବ ଆପଣ ଅନେକ ସୁବିଧା ପାଇ ପାରିବେ।ଏହା ସହିତ ରିନ୍ୟୁଆଲ ଯଦି କରୁଥିବେ ତେବେ ମଧ୍ୟ ଅନେକ ସୁବିଧା ନେଇ ପାରିବେ।

ତେବେ ଆପଣ ଯଦି ରିନ୍ୟୁଆଲ କରି ନାହାନ୍ତି ତେବେ ମାସ ସୁଦ୍ଧା କରିଦିଅନ୍ତୁ।ଏହାଦ୍ୱାରା ଆପଣ ମଧ୍ୟ ଏହି ଲେବର କାର୍ଡର ୧୫୦୦ ଟଙ୍କା ପାଇପାରିବେ।

Leave a Reply

Your email address will not be published. Required fields are marked *