ରାଜ କୁନ୍ଦ୍ରାଙ୍କ ଫିଲ୍ମ ରେ Odia ଅଭିନେତା,ଓଡିଶା ସହ କେତେ ବାଟ ଲମ୍ବିଚି ଚେର,ଜାଣିରଖନ୍ତୁ କିଏ ସେହି ହିରୋ ଯିଏ ତାଙ୍କ ଫିଲ୍ମ ରେ କାମ କରନ୍ତି…

Spread the love

ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କିଛି ବିଶେଷ କଥା ଆଲୋଚନା କରିବା।ଵଲିଉଡ଼ରେ ଚର୍ଚ୍ଚାରେ ପୁଣି ଜଣେ ନାୟକ।ତେବେ କଣ ସେ ସଫଳତା କାରଣ ନୁହେଁ ବରଂ ରାଜ କୂନ୍ଦ୍ରାଙ୍କ ଫିଲ୍ମର ନାୟକ ହିସାବରେ।ତେବେ କିଏ ହେଉଛନ୍ତି ଏହି ଓଡ଼ିଆ ନାୟକ ଏବଂ ତାଙ୍କର କେଉଁ ଓଡ଼ିଆ ଅଭିନେତ୍ରୀଙ୍କ ସହିତ କଣ ସମ୍ପର୍କ ରହିଛି ଆମେ ଏହି ସବୁ ବିଷୟରେ ଜାଣିବା ଏହି ଆର୍ଟିକିଲରେ।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଆପଣ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।

ପ୍ରଥମେ ହେଉଛି ସୁଶାନ୍ତ ସିଂ ରାଜପୁତଙ୍କ କେଶରେ ଓଡିଶାର ଲିଙ୍କ।ଚରସ ସପ୍ଲାଇ ହେଉଥିଲା ଭୁବନେଶ୍ୱରରୁ।ଏହିଭଳି କିଛି ଆସିଥିଲା।ତେବେ ସେହି କେଶ ବର୍ତ୍ତମାନ ଏବେ କେଉଁଠି ଅଛି ତାହା କେହି ଜାଣି ନାହାନ୍ତି।ତାହା ଉପରେ ବର୍ତ୍ତମାନ ଏତେ ଅଧିକ ଚର୍ଚ୍ଚା ମଧ୍ୟ ହେଉନାହିଁ।ଏହାର କାରଣ ମଧ୍ୟ କହିବା କଷ୍ଟକର।ପୁଣି ଏବେ ଜଣେ ଓଡ଼ିଆ ଅଭିନେତାଙ୍କ ନାମ ଉଠିଛି ଶିଳ୍ପା ସେଠିଙ୍କ ସ୍ୱମୀ ରାଜ କୁନ୍ଦ୍ରାଙ୍କ ବର୍ତ୍ତମାନଚାଲିଥିବା କେଶରେ।

ଏଠାରେ ସୂଚନାଯୋଗ୍ୟ ଯେ ଵଲିଉଡ଼ର ଜଣେ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପାସେଠି ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ପବ୍ଲିଶ କରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି।ସେ ତାଙ୍କର ପ୍ଲେ ଷ୍ଟୋରରେ ଥିବା ଏକ ଆପ ମାଧ୍ୟମରେ ତାଙ୍କର ସେହି ବିଜନେସ ଚଳାଇଥିଲେ।ତାଙ୍କର ଅନେକ ଫୋନ ଚ୍ୟାଟ ଏବଂ ବିଭିନ୍ନ ସୂତ୍ରରୁ ଖୋଜାଖୋଜି ପରେ ଏହି ଓଡ଼ିଆ ଅଭିନେତାଙ୍କ ନାମ ଉଠିଛି।

ଏହି ଅଶ୍ଳୀଳ ଫିଲ୍ମର ଅଭିନେତା ଥିଲେ ଏହି ଓଡ଼ିଆ ନାୟକ।କେବଳ ଏତିକି ନୁହେଁ।ଏହା ସହ ଜଣେ ନାମିଦାମୀ ଓଡ଼ିଆ ନିର୍ଦ୍ଦେଶକଙ୍କ ନାମ ମଧ୍ୟ ଉଠୁଛି ଏହି ଫିଲ୍ମ ପଛରେ।ଏକ ଘରୋଇ ଚ୍ୟାନେଲ ଓଡ଼ିଆ ରିପୋଟରଙ୍କ ପ୍ରସାରିତ ଅନୁସାରେ ଏହି ଅଭିନେତା ଜଣଙ୍କ ହେଉଛନ୍ତି ସେ-କ୍ସପିଅର ତ୍ରିପାଠୀ।ବର୍ତ୍ତମାନ ସମୟରେ ତାଙ୍କର ଫେସବୁକ ପ୍ରୋଫାଇଲ ଲକ ଅଛି।

ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ମଧ୍ୟ ଆପତ୍ତି ଜନକ ଫଟୋ ସବୁ ସେୟାର କରିଛନ୍ତି।ଏବଂ ସେ ଏହା ଦେଖିବାକୁ ମଧ୍ୟ ନିଜର ଫଲୋର୍ସ ମାନଙ୍କୁ କୁହନ୍ତି।ବିଶେଷ ସୂତ୍ରରୁ ଏହା ଜଣାପଡିଛିଯେ ଏହି ଅଭିନେତା ଜଣଙ୍କ ହେଉଛନ୍ତି ଓଡ଼ିଶାର ଜଣାଶୁଣା ଅଭିନେତ୍ରି ଲେସନି ତ୍ରିପାଠୀଙ୍କ ଭାଇ।ଲେସନୀ ତ୍ରିପାଠୀଙ୍କ ସୋସିଆଲ ମିଡିଆରେ ମଧ୍ୟ ଏହି ଅଭିନେତାଙ୍କ ଅନେକ ଫଟୋ ଦେଖିବାକୁ ମିଳିଛି।

ତାଙ୍କ ଫ୍ୟାମିଳିରେ ବାପା ମାଆଙ୍କ ସହ ମଧ୍ୟ ତାଙ୍କର ଫଟୋ ଦେଖିବାକୁ ମିଳିଛି।କେଉଁଠି ନା କେଉଁଠିରୁ ଜଣା ପଡୁଛି ସେ ବୋଧ ହୁଏ ଲେସନି ତ୍ରିପାଠୀଙ୍କ ଭାଇ ହୋଇଥାଇ ପାରନ୍ତି।ସବୁ ସମୟରେ ଵଲିଉଡ଼ ସହ ଓଡ଼ିଶାର ନାମ ଜେବେବି ଯୋଡି ହେଉଛି ତାହା କେବେହେଲେ ଵଲିଉଡ଼ ପାଇଁ ଗୌରବ ଆଣୁନାହିଁ।ବରଂ ଲଜ୍ୟା ନେଇ ଆସୁଛି।ଏହା ଏକ ଅତ୍ୟନ୍ତ ଦୁଃଖର ବିଷୟ ଅଟେ

Leave a Reply

Your email address will not be published. Required fields are marked *