ନିଦରେ ଶୋଇ କଥା ହେଉଥିବା ନାରୀ ତୁରନ୍ତ ଦେଖିନିଅ ଏହି କଥା ଗୁଡିକ – ନହେଲ ପରେ ପସ୍ତେଇବ ଜୀବନସାରା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ନିଦ୍ରା ବିଷୟରେ।ନିଦ୍ରା ଆମ ଜୀବନର ଏକ ଅଭିର୍ଣ ଅଙ୍ଗ।ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ମୃତ୍ୟୁର ଏକ ସୂକ୍ଷ୍ମ ରୁପ ଅଟେ।ଯାହା ଦ୍ୱାରା ଭଗବାନଙ୍କ ନିକଟ ବର୍ତ୍ତି ହେବାର ଏହା ଏକ ପ୍ରକ୍ରିୟା ଅଟେ।ଏବଂ ନିଦ୍ରା ବା ସ୍ବପ୍ନ ଦ୍ୱାରା ଆମେ ମାନେ ଭଗବାନଙ୍କ ସହତ କଥା ହୋଇଥାଉ।କେବଳ ଜାଗ୍ରତ ରହିବା ହିଁ ଜୀବନ ନୁହେଁ।ଏହାର ଆରପଟେ ମଧ୍ୟ ଅନ୍ୟ ଏକ ଜୀବନ ରହିଅଛି।ଏବଂ ତାହା ମଧ୍ୟ ଜୀବନର ଲକ୍ଷ ଅଟେ।

ମନୁଷ୍ୟ ପାଇଁ ପର୍ଯ୍ୟାପ୍ତ ନିଦ୍ରା କାହିଁକି ଆବଶ୍ୟକ ହୋଇଥାଏ ଏବଂ ଶୋଇବା ସମୟରେ କେଉଁ ସବୁ ନିୟମ ମାନ ପାଳନ କରିବା ଉଚିତ ହୋଇଥାଏ ତାହା ଏହି ବିଷୟରେ ବର୍ଣ୍ଣିତ ଅଛି।ବାସ୍ତୁ ଶାସ୍ତ୍ର ଅନୁସାରେ ପର୍ଯ୍ୟାପ୍ତ ନିଦ୍ରା ବହୁତ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ।ଏହାଦ୍ୱାରା ଆବଶ୍ୟକ କାମ ମଧ୍ୟ ହୋଇଥାଏ।ଯଦି କୌଣସି ମନୁଷ୍ୟ ୭-୮ ଘଣ୍ଟାରୁ ଅଧିକ ଶୋଇଥାଏ ତେବେ ସେହି ବ୍ୟକ୍ତିର ଆୟୁଷ କ୍ଷୀଣ ହୋଇଥାଏ।ଏହା ସହିତ ମାନସିକ ଏବଂ ଶାରୀରିକ ରୋଗ ମାନ ଉତ୍ପନ୍ନ ହୋଇଥାଏ।

ବାସ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ପ୍ରତ୍ୟେକ ବ୍ୟକ୍ତି ଅତି କମରେ ୭-୮ ଘଣ୍ଟା ନିଦ୍ରା ଯିବା ଆବଶ୍ୟକ।ଅଳ୍ପ ଶୋଇବା ଏବଂ ଅଧିକ ଶୋଇବା କ୍ଷତି କାରକ ହୋଇଥାଏ।ଭଲ ନିଦ ହେବା ଦ୍ୱାରା ଆମ ମାନସିକ ଏବଂ ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିଥାଏ।ଏହାଦ୍ୱାରା ମନୁଷ୍ୟକୁ ଦିନ ସାରାର କାମରେ ମନ ଲାଗିଥାଏ।କିଛି ଲୋକଙ୍କ ଏହା ଅଭ୍ୟାସ ଥାଏଯେ ସେମାନେ ନିଦରେ କଥା କହିଥାନ୍ତି ଏବଂ ବିଳିବିଳେଇଥାନ୍ତି।ଏପରି ଲୋକଙ୍କ ବିଷୟରେ ଆଜି ଆମେ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ପାଦ ପୂର୍ବ ଦିଗ କିମ୍ବା ଦକ୍ଷିଣ ଦିଗକୁ ହେବା ଅନୁଚିତ ହୋଇଥାଏ।ଶୋଇବା ପୂର୍ବରୁ ଜୀବନର ଲକ୍ଷ ବିଷୟରେ ଚିନ୍ତା କରି ଶୋଇବା ଉଚିତ ହୋଇଥାଏ।କୌଣସି ନକରତ୍ମକ ଚିନ୍ତା କରି ଶୋଇବା ଉଚିତ ନୁହେଁ।କାରଣ ଶୋଇବାର ୧୦ ମିନିଟ ପୂର୍ବ ଏବଂ ଉଠିବାର ୧୫ ମିନିଟ ପର ସମୟ ବହୁତ ସମ୍ବେଦନଶୀଳ ହୋଇଥାଏ।ଏହି ସମୟରେ ଆମେ ଯାହା ଚିନ୍ତା କରିଥାଉ ତାହା ବାସ୍ତବ ଜୀବନରେ ହୋଇଥାଏ।ଶାସ୍ତ୍ର ଅନୁସାରେ ଶୋଇବା ପୂର୍ବରୁ ଆପଣ ଭଗବାନଙ୍କୁ ଡାକି ଶୁଅନ୍ତୁ।

ନିଦରେ ବିଳିବଳେଇବା ଅଭ୍ୟାସ ନିଦ୍ରାର ଏକ ବିକାର ଅଟେ।ଏହା ଦ୍ୱାରା ମନୁଷ୍ୟ ଶୋଇବା ପରେ ଅସ୍ୱାଭାବିକ ବ୍ୟବହାର କରିଥାଏ।ଚିନ୍ତା ଗ୍ରସ୍ତ ମନୁଷ୍ୟ ନିଦ୍ରାରେ ବିଳିବିଳେଇଥାଏ।ସମସ୍ତ ଚିନ୍ତାରୁ ମୁକ୍ତି ପାଇବା ପାଇଁ ନିଜର ଇଷ୍ଟ ଦେବଙ୍କୁ ପ୍ରାଥାନା କରି ଶୋଇବା ଉଚିତ।ମାନସିକ ଶାନ୍ତି ପାଇଁ ଶୋଇବା ପୂର୍ବରୁ ଅତି କମରେ ୩୦ ମିନିଟ ଯୋଗ କରିବା ଆବଶ୍ୟକ।ଏହା ସହିତ ଖାଦ୍ୟରେ ସାତ୍ଵିକ ଆହାର ଖାଇବା ଉଚିତ ହୋଇଥାଏ।ଯେଉଁ ନାରୀ ନିଦରେ କଥା କହିଥାଏ ସେହି ନାରୀ ସ୍ନେହୀ ସ୍ୱଭାବର ହୋଇଥାଏ।ଏହା ସହିତ ସେ ବୁଦ୍ଧିମତୀ ଏବଂ ଦୟାଳୁ ସ୍ୱଭାବର ହୋଇଥାଏ।ଏମାନେ ହୃଦୟରୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ପୁରୁଷଙ୍କୁ ବହୁତ ସଂନ୍ମାନ କରିଥାନ୍ତି।

Leave a Reply

Your email address will not be published. Required fields are marked *