କାଉ (Crow) ଆପଣଙ୍କୁ କରିବ କୋଟିପତି,ଖାଲି ଆପଣ ଏହି ଉପାୟଗୁଡିକ ଜାଣିଥିବା ଦରକାର,କେବେ ବି କାମରେ ଆସିପାରେ ଏହି କଥା ଗୁଡିକ

Spread the love

ତେବେ ହିନ୍ଦୁ ଶାସ୍ତ୍ରରେ କାଉକୁ ଅଶୁଭ ପକ୍ଷୀ ଭାବରେ ବିଚାର କରାଯାଇଥାଏ।କିନ୍ତୁ କାଉ ଉପରେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇଥାନ୍ତି।ସେମାନେ କୁହନ୍ତି କି କାଉ ଅତୀତର ପୁରାଣରେ ଅମୃତର ସ୍ଵାଦ ଚାଖି ଥିଲା।ଏହା ସହିତ ଏହା ମଧ୍ୟ ବିଶ୍ଵାସ କରାଯାଏ କି କାଉ ହେଉଛି ଭଗବାନ ଶନିଙ୍କ ବାହନ।ଏହା ସହିତ ଏହା ମଧ୍ୟ ବିଶ୍ଵାସ କରାଯାଏ କି କାଉ ମାନଙ୍କ ଦେହରେ ଆମର ପିତୃ ପୁରୁଷ ମାନେ ରହିଥାନ୍ତି।ଏହା ସହିତ ସେଥିପାଇଁ ପିଣ୍ଡ ସମୟରେ କାଉ ମାନଙ୍କୁ ଖାଇବାକୁ ଦିଆ ଯାଇଥାଏ।

ଯାହା ଫଳରେ ଆମର ପିତୃ ପୁରୁଷମାନେ ଖାଦ୍ୟ ଖାଇ ପାରିବେ।ଏହା ସହିତ କାଉ କେବେ ମଧ୍ୟ ଏକାକୀ ଭୋଜନ କରେ ନାହିଁ।ଏହା ସହିତ ଏହା ବିଶ୍ୱାସ ରହିଛି କି କାଉ ଯଦି ପାଣି ଭର୍ତି ମାଠିଆ ଉପରେ ଆସି ବସିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ ସେହି ଘରରେ ଧନ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଶ୍ୱାସ କରାଯାଇଥାଏ।

ଏହା ସହିତ ଏହା ମଧ୍ୟ ବିଶ୍ଵାସ କରାଯାଏ କି ଯଦି କାଉ ମାଂସ ଖଣ୍ଡ କିମ୍ବା ପିଠା ଖଣ୍ଡ ନେଇ ଆସିଥାଏ ତେବେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବାର ସୂଚନା ମିଳିଥାଏ।ଏହା ସହିତ ଏହା ମଧ୍ୟ ବିଶ୍ଵାସ ରହିଛି କି ଯଦି କୌଣସି ସ୍ଥାନରେ ଅନେକ ଗୁଡ଼ିଏ କାଉ ମିଶି ଏକାଠି ରାବି ଥାଆନ୍ତି ତେବେ ସେହି ସ୍ଥାନ ଉପରକୁ କୌଣସି ବିପଦ ଆସିଥାଏ କିମ୍ବା ସେହି ସ୍ଥାନରେ କୌଣସି ଅଶୁଭ ଘଟଣାର ଘଟିବାର ସମ୍ଭାବନା ଥାଏ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି।

ଏହା ସହିତ ଯଦି କୌଣସି ବ୍ୟକ୍ତିଙ୍କ ଉପରେ କାଉ ଆସି ବସିଥାଏ ତେବେ ସେହି ବ୍ୟକ୍ତିଙ୍କ ଉପରକୁ ଅନେକ ପ୍ରକାରର ବିପଦ ଆସିବାର ସମ୍ଭାବନା ରହିଥାଏ।ଏହା ସହିତ ତାଙ୍କର ସମ୍ମାନ ହାନି ହେବାର ମଧ୍ୟ ସମ୍ଭାବନା ଥାଏ।ଏହା ସହିତ ଯଦି କୌଣସି ମହିଳାଙ୍କ ଉପରେ କାଉ ଆସି ବସିଥାଏ ତେବେ ତାଙ୍କର ପତିଙ୍କ ଉପରକୁ ଅନେକ ପ୍ରକାରର ବିପଦ ଆସିବାର ସମ୍ଭାବନା ରହିଥାଏ।

ଏହା ସହିତ ଏହା ମଧ୍ୟ ବିଶ୍ଵାସ ରହିଥାଏ କି ସେହି।ଏହା ସହିତ ଯଦି ଆପଣ ସକାଳୁ କେଉଁ ସ୍ଥାନକୁ ଯାଉଥାନ୍ତି ଏହି ସମୟରେ କାଉ ଆସି ଆପଣଙ୍କ ପାଦ ସ୍ପର୍ଶ କରିଥାଏ ତେବେ ଏହା ଆପଣଙ୍କ ପାଇଁ ଅନେକ ଭଲ ଖବର ଅଟେ।ଏହା ସହିତ ଯଦି ଆପଣଙ୍କ ଉପରେ କାଉ ମଳତ୍ୟାଗ କରେ ତେବେ ଏହା ଆପଣଙ୍କ ପାଇଁ ଅନେକ ଖରାପ ଅଟେ।ଏହା ସହିତ ଯଦି କୌଣସି ବ୍ୟକ୍ତିର ମୁଣ୍ଡ ଉପରେ କାଉ ଆସି ବସିଥାଏ ତେବେ ସେହି ବ୍ୟକ୍ତିର ଦୁର୍ଦ୍ଦିନ ଆସିଲା ବୋଲି ବିଶ୍ୱାସ କରାଯାଏ।

ଏହା ସହିତ ଯଦି କାଉ କୌଣସି ଲାଲ ରଙ୍ଗର କପଡ଼ା ଆଣି ଆପଣଙ୍କ ପାଖରେ ପକାଇ ଦେଇଥାଏ ତେବେ ଏହା ଆପଣଙ୍କୁ ଜେଲ ଦଣ୍ଡ ହେବାର ସୂଚନା ଦେଇଥାଏ।ଏହା ସହିତ ଆପଣଙ୍କୁ ସତର୍କ ରହିବା ସହିତ ଆପଣଙ୍କୁ ଏହାର ନିରାକାର ପାଇଁ ଉପାୟ ଅବଲମ୍ବନ କରିବା ଆବସ୍ୟକ।ନଚେତ ଏହା ଆପଣଙ୍କୁ ଅନେକ ସମସ୍ୟାରେ ପକାଇବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *