ବର୍ତମାନ ଆସିଲା ସବୁଠୁ ବଡ ଦୁଃଖ ଖବର,ବଲିଉଡ ଅଭିନେତା Siddharth Shukla ଙ୍କ ହେଲା ଅଚାନକ ଦେହାନ୍ତ,ଏହି କାରଣ ପାଇଁ ଯେ ସାରା ଦେଶ ଏବେ କାନ୍ଦି କାନ୍ଦି ନୟାନ୍ତ

Spread the love

ଲୋକପ୍ରିୟ ଟିଭି ଓ ଫିଲ୍ମ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଯିଏକି ଲମ୍ବା ସମୟରୁ ଚାଲୁଥିବା ଶୋ ବାଳିକା ବଧୁରେ ଅଭିନୟ କରୁଥିଲେ ତାଙ୍କର ଆଜି ଗୁରୁବାର ଦିନ ସକାଳ ସମୟରେ କୁପର୍ ମେଡିକାଲ୍ ରେ ନିଧନ ହୋଇଯାଇଛି । ମେଡିକାଲ୍ ର ଏକ ଅଧିକାରୀ ଏହି ବିଷୟରେ ସୁଚନା ଦେଲେ, ସିଦ୍ଧାର୍ଥ ୪୦ ବର୍ଷିୟ ଥିଲେ, ଜଣାପଡିଲା କି ସିଦ୍ଧାର୍ଥ ଶୁକ୍ଳାଙ୍କୁ ସକାଳୁ ହାର୍ଟ ଆଟାକ୍ ଆସିଥିଲା, ତାଙ୍କର ପଛରେ ତାଙ୍କ ପରିବାରରେ ମା ଓ ଦୁଇ  ଭଉଣୀ ଅଛନ୍ତି ।

ଏମିତିରେ ସିଦ୍ଧାର୍ଥ ଶୁକ୍ଳାଙ୍କ ଶେଷ ଇନଷ୍ଟାଗ୍ରାମ୍ ପୋଷ୍ଟ ବହୁତ ଅଧିକା ଭାଇରାଲ୍ ହେଉଛି, ସିଦ୍ଧାର୍ଥ ଶୁକ୍ଳା ୨୪ ଅଗଷ୍ଟକୁ ଶେଷଥର ଇନଷ୍ଟାଗ୍ରାମରେ ନିଜ ଫଟୋ ପୋଷ୍ଟ କରିଥିଲେ, ଓ ଫ୍ରଣ୍ତ ଲାଇନ୍ ୱାର୍କସ୍ ଙ୍କୁ ଧନ୍ୟବାଦ ଜଣାଈଥିଲେ, ସିଦ୍ଧାର୍ଥ ଶୁକ୍ଳା ନିଜ ଫଟୋକୁ ସେୟାର୍ କରିଲେଖିଥିଲେ କି ସବୁ ଫ୍ରଣ୍ତଲାଇନ୍ ୱାର୍କସ୍ ଙ୍କୁ ହୃଦୟରୁ ଧନ୍ୟବାଦ ।

ଆପଣମାନେ ନିଜ ଜୀବନକୁ ଏତେ ବିପଦରେ ପକାଇ ସେମିତି କେତେ ଘଣ୍ଟା ଘଣ୍ଟା ଧରି କାମ କରିଥାନ୍ତି ଓ ସେହି ରୋଗୀଙ୍କୁ ଆରାମ ଦିଅନ୍ତି ଯିଏ ନିଜ ପରିବାର ସହ ରୁହନ୍ତି ନାହିଁ, ଆପଣ ବାସ୍ତବରେ ସବୁ ବାହାଦୁର୍ ଅଟନ୍ତି , ଅଗ୍ରୀମ ପଂକ୍ତିରେ ରହିବା ସହଜ ହୋଇନଥାଏ, କିନ୍ତୁ ଆମେ ବାସ୍ତବରେ ଏହି ସୁପରହିରୋ ଙ୍କ ପାଇଁ ଧଳା ଟୋପି, ନର୍ସିଙ୍ଗ୍ ଷ୍ଟାଫ୍, ଓ ତାଙ୍କ ଅଗଣିତ ବଳିଦାନ ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ଅଛି, ୨୫ ଅଗଷ୍ଟକୁ ଟ୍ରେଲର୍ ଆଉଟ୍ #TheHeroesWeOwe

ସିଦ୍ଧାର୍ଥ ଶୁକ୍ଳାଙ୍କୁ ଟିଭି ସିରିଆଲ୍ “ବାଳିକା ବଧୁ”ରୁ ବହୁତ ଲୋକପ୍ରିୟତା ମିଳିଥିଲା, ତାହାପରେ ସେ କେବେ ପଛକୁ ବୁଲିଦେଖିନାହାନ୍ତି, ସେ ଦିଲ୍ ସେ ଦିଲ୍ ତକ୍ ସିରିଆଲ୍ ରେ ବି ନଜର ଆସିଥିଲେ, ବଲିଉଡ୍ ରେ ଡେବ୍ୟୁ ସେ ହମ୍ପି ଶର୍ମା କି ଦୁହ୍ଲନିଆଁ ଫିଲ୍ମରୁ କରିଥିଲେ । ବିଗ୍ ବସ୍ ସିଜିନ୍ ୧୨ ରେ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଲା

ତାଙ୍କ ଯୋଡି ପଞ୍ଜାବୀ ଅଭିନେତ୍ରୀ ଶେହନାଜ୍ ଗିଲ୍ ଙ୍କ ସହ ପସନ୍ଦ କରାଗଲା, ଦୁହେଁ ଏବେ ବିଗ୍ ବସ୍ ଓଟିଟିରେ ବି ନଜର ଆସିଥିଲେ, ଏହା ଛଡା ସିଦ୍ଧାର୍ଥ ଶୁକ୍ଳା “ଫିୟର୍ ଫ୍ୟାକ୍ଟର୍ ଖତରୋଁ କେ ଖିଲାଡି” ସିଜିନ୍ ୭ ରେ ନଜର ଆସିଥିଲେ, ସେ ସାବଧାନ ଇଣ୍ତିଆ ଓ ଇଣ୍ତିଆଜ୍ ଗଟ୍ ଟ୍ୟାଲେଣ୍ଟ କୁ ହୋଷ୍ଟ କରିଥିଲେ । ୨୦୦୮ ରେ ସିଦ୍ଧାର୍ଥ ଶୁକ୍ଳା ସିରିଆଲ୍ “ବାବୁଲ୍ କା ଅଙ୍ଗନା ଛୁଟ୍ ନା” ସିରିଆଲ୍ କରିଥିଲେ, ସିଦ୍ଧାର୍ଥ ଶୁକ୍ଳାଙ୍କ ଜନ୍ମ ୧୨ ଡିସେମ୍ବର ୧୯୮୦ କୁ ମୁମ୍ବାଇରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା, ନିଜ ମଡେଲିଙ୍ଗ୍ ଦିନରୁ ସେ ନିଜ ବାପାଙ୍କୁ ହରାଇଦେଇଥିଲେ ।

Leave a Reply

Your email address will not be published. Required fields are marked *