ପ୍ରମୋଦ ସାହୁଙ୍କ ଉପର ଘରେ Rent ରେ ରହିବେ ଆଉ ୭-୮ ଜଣ,ଶୁଣିବା ପରେ ସମସ୍ତେ ହେଇଗଲେ ଚକିତ..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ କଳହ ଉପରେ କୋର୍ଟ ନିଜର ରାୟ ଶୁଣାଣି କରି ସାରିଛନ୍ତି।ତେବେ କୋର୍ଟ ଏହା ନିର୍ଦ୍ଦେଶ ଦେଇଥିଲେ କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ।ଏହା ସହିତ ଏହି କଥାକୁ ନେଇ ତପସ୍ଵିନୀ ଓ ତାଙ୍କର ପରିବାର ଲୋକ ମଧ୍ୟ ବହୁତ ଅଧିକ ଖୁସିରେ ଥିଲେ।ଏହା ସହିତ ତପସ୍ଵିନୀ ଆଜି ନିଜର ଶ୍ୱଶୁର ଘରକୁ ମଧ୍ୟ ଯାଇ ପାରିବେ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା।

ତେବେ ତାଙ୍କର ଶ୍ୱଶୁର ତାଙ୍କର ରହିବା ପାଇଁ ସମସ୍ତ ବନ୍ଦୋବସ୍ତ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।ଏହା ସହିତ ଏହି କଥାକୁ ନେଇ ସମସ୍ତେ ମଧ୍ୟ ବହୁତ ଖୁସି ଥିଲେ।ତେବେ ତପସ୍ଵିନୀଙ୍କୁ ତାଙ୍କର ଶ୍ୱଶୁର ଘରେ ରହିବା ପାଇଁ ଅନୁମତି ମିଳିବା ପରେ ସେ ନିଜର ଶ୍ୱଶୁର ଘର ଲୋକଙ୍କ ସହିତ ତଳ ମହଲାରେ ରହିବା ପାଇଁ ଚାହୁଁଥିଲେ।

କିନ୍ତୁ ତାଙ୍କର ଶ୍ୱଶୁର ଅନେକ ପ୍ରକାରର ଆଳ ଦେଖାଇ ତାଙ୍କୁ ଉପର ଘରେ ରହିବା ପାଇଁ କହିଥିଲେ।ତେବେ ତପସ୍ଵିନୀ ଯେତେବେଳେ ଏହା ଜାଣିବାକୁ ପାଇଥିଲେ କି ତାଙ୍କୁ ଉପର ଘରେ ରହିବା ପାଇଁ କୁହାଯାଉଛି ଏହା ସହିତ ଏଥିଲାଗି ବ୍ୟବସ୍ଥା ମଧ୍ୟ କରାଯାଉଛି ସେ ପ୍ରଥମେ ସେଠାରେ ରହିବା ପାଇଁ ରାଜି ହୋଇ ନଥିଲେ।

ତେବେ ଏହାପରେ ଶେଷରେ ସେ ନିଜର ଶ୍ୱଶୁରଙ୍କ ଉପର ଘରେ ରହିବା ପାଇଁ ରାଜି ହୋଇ ଯାଇଥିଲେ।ତେବେ ଏହି ସମୟରେ ଅଚାନକ ଭାବରେ ଆଉ କିଛି ପରିବର୍ତ୍ତନ ଆସିଯାଇଛି ଯାହା ସମସ୍ତଙ୍କୁ ବର୍ତ୍ତମାନ ଚକିତ କରି ଦେଇଛି।ତେବେ ତପସ୍ୱିନୀ ଆଜି ଉପର ଘରକୁ ଯିବାପାଇଁ ବାହାରିବା ସମୟରେ ଏହା ଦେଖିବାକୁ ପାଇଲେ କି ଉପର ଘର ତାଲା ପଡିଛି।

ଏହା ଦେଖିବା ପରେ ସେ ତାଙ୍କର ଶ୍ୱଶୁର ଘର ଲୋକଙ୍କୁ ତାଲା ଖୋଲିବା ପାଇଁ କହିଥିଲେ।ତେବେ ସେହି ସମୟରେ ତପସ୍ୱିନୀଙ୍କ ଶ୍ୱଶୁର ଯାହା ବୟାନ ଦେଇଥିଲେ ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା।ତେବେ ତପସ୍ୱିନୀଙ୍କ ଶ୍ୱଶୁର କହିଥିଲେ କି ସେ ସେଠାରେ ତାଲା ପକାଇ ନାହାନ୍ତି।ସେଠାରେ ଯେଉଁମାନେ ଭଡ଼ାରେ ରହିବେ ସେମାନେ ତାଲା ପକାଇ କେଉଁଆଡେ ଯାଇଛନ୍ତି ବୋଲି।

ତେବେ ଏହାପରେ କେହି କିଛି ବୁଝି ପାରି ନଥିଲେ।ତେବେ ଜଣା ପଡ଼ିଥିଲା କି ଉପର ଘରେ ତପସ୍ଵିନୀଙ୍କ ବ୍ୟତୀତ ସେଠାରେ ଆଉ ୭-୮ ଜଣ ମଧ୍ୟ ଭଡ଼ାରେ ରହିବାକୁ ଯାଉଛନ୍ତି।ତେବେ ଏହା ଶୁଣିବା ପରେ ସମସ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ସହିତ ଏହାକୁ ବର୍ତ୍ତମାନ ଅନେକ ଲୋକ ନିନ୍ଦା କରିବା ମଧ୍ୟ ଆରମ୍ଭ କରି ସାରିଲେଣି।

ତେବେ ସେ କିପରି ଭାବରେ ତାଙ୍କର ବୋହୁ ସହିତ ଏପରି କରି ପାରୁଛନ୍ତି ବୋଲି ବର୍ତ୍ତମାନ ଅନେକ ଲୋକ ପ୍ରଶ୍ନ କରିଛନ୍ତି।ଏହା ସହିତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ସହିତ ସେ ବର୍ତ୍ତମାନ ମାନବିକତା ମଧ୍ୟ ହରାଇବାକୁ ଯାଉଛନ୍ତି ବୋଲି ବର୍ତ୍ତମାନ ଅନେକ ଲୋକ କହିବା ଆରମ୍ଭ କରି ସାରିଲେଣି।ତେବେ ତାଙ୍କର ଏପରି ନିଷ୍ପତି ବର୍ତ୍ତମାନ ସମସ୍ତଙ୍କୁ ଚକିତ କରି ଦେଇଛି।

Leave a Reply

Your email address will not be published. Required fields are marked *