Sumet ଏବେ କେଉଁଠାରେ ଅଛନ୍ତି,ଏହି କଥାର ଜବାବ ରଖିଲେ ସୁମିତ ଙ୍କ ବାପା ପ୍ରମୋଦ ସାହୁ,କହିଲେ ସେ ଜଲ୍ଦି ଆସିବେ ଆଉ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ ବିଷୟରେ କିଛି ବିଶେଷ ତଥ୍ୟ ଉପରେ।ତେବେ ଏହି ସମ୍ପର୍କରେ ସମ୍ପ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ଆପଣମାନେ ଜାଣିଥିବେ ଏହି ବିଷୟରେ।ଏବେ ଆସନ୍ତୁ ଜାଣିବା ଏହି ବିଷୟରେ ସୁମିତଙ୍କ ବାପା କଣ କହୁଛନ୍ତି।ତେବେ ତାଙ୍କ କହିବା ଅନୁସାରେ ବର୍ତ୍ତମାନ ସମୟରେ ସୁମିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ।

ଆପଣମାନେ ଦେଖୁଛନ୍ତି ଏହି ଜାଗାରେ କେତେ ଭିଡ଼ ରହୁଛି।ସବୁବେଳେ ଆପଣ ଦେଖୁଛନ୍ତି ମିଡ଼ିଆ ଭାଇମାନେ ଆସୁଛନ୍ତି ଅନେକ ଲୋକ ଆସୁଛନ୍ତି ଏବଂ ବହୁତ ଭିଡ ହେଉଛି।ସେ ବର୍ତ୍ତମାନ ଏକାନ୍ତରେ ଡାକ୍ତରଙ୍କ ପରାମର୍ଶରେ ବିଶ୍ରାମ ନେଉଛନ୍ତି।ଆପଣମାନେ ଯେଉଁ ସୁମିତ ବିଷୟରେ ଚିନ୍ତା କରୁଛନ୍ତି ମୁଁ ଜାଣିକି ବହୁତ ଖୁସି ହେଉଛି।

ଦୀର୍ଘ ୪୭ ଦିନର ଅପେକ୍ଷା ପରେ ତପସ୍ୱିନୀ ଆଜି ଘର ଭିତରକୁ ପ୍ରବେଶ କରିଛନ୍ତି।କିଛି ଦିନ ପୂର୍ବରୁ ଓକିଲ କିଛି ରାୟ ଦେଇ ନାହାଁନ୍ତି କିନ୍ତୁ ଆଲୋଚନା ଚାଲିଥିଲା।ଉଭୟ ପକ୍ଷରେ ଆଲୋଚନା ଚାଲିବା ପରେ ଆଜି ସେ ଘର ଭିତରକୁ ପ୍ରବେଶ କରିଛନ୍ତି।ସୁମିତଙ୍କ ବାପା ଏଠାରେ କହିଛନ୍ତି ବର୍ତ୍ତମାନ ଆମେ ସମସ୍ତେ ଅସୁସ୍ଥ।

ବର୍ତ୍ତମାନ ଆମେ ଭାବିଛୁ ସବୁକିଛି ଠିକ ରହିବ ବୋଲି।ଏହା ନ୍ୟାଳୟଙ୍କ ଆଦେଶ ବିରୁଦ୍ଧରେ ଗଲାକି ନାହିଁ ତାହା ଆଗକୁ ଜଣାପଡିବ।ଏହି ଜାଗାରେ ଏବେ କେତେ ଭିଡ଼ ରହୁଛି ସବୁବେଳେ ମିଡ଼ିଆ ଭାଇମାନେ ଏବଂ ଅନେକ ଲୋକ ଯିବା ଆସିବା କରୁଛନ୍ତି।ସେ ବର୍ତ୍ତମାନ ଏକାନ୍ତରେ ଡାକ୍ତରଙ୍କ ପରାମର୍ଶରେ ବିଶ୍ରାମ ନେଉଛନ୍ତି।

ସୁମିତ ବିଷୟରେ ଆପଣମାନେ ଯେଉଁ ଚିନ୍ତା କରୁଛନ୍ତି ମୁଁ ଜାଣି ବହୁତ ଖୁସି ହେଉଛି।ସେ ପ୍ରକୃତରେ ଭଲରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି।ତେବେ ତପସ୍ୱିନୀଙ୍କ ଘର ଭିତରେ ପ୍ରବେଶ କରିବାକୁ ନେଇ ଯେତେବେଳେ ମିଡ଼ିଆ ଭାଇ ସୁମିତଙ୍କ ବାପାଙ୍କୁ ପ୍ରଶ୍ନ କରିଥିଲେ ସେ କହିଥିଲେ ଯେ କୋର୍ଟର ଆଦେଶ ପରେ ଆଜି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ଚାଲିଥିଲା।

ସେଥିରେ ଓକିଲ ସେହି ବିଷୟ ଉପସ୍ଥାପନ କରିଥିଲେ ତାହା ସତ୍ୱେ ସେହି ଅଧିକାରୀ କୋର୍ଟର ନିର୍ଦ୍ଦେଶକୁ ପାଳନ ନକରି ଜବରଦସ୍ତ ତପସ୍ୱିନୀଙ୍କୁ ନେଇ ଘର ଭିତରେ ପଶିଗଲେ।ତେବେ ସେ ଶେଷରେ ଏହା କହିଥିଲେ ମୁଁ ଏବେ କିଛି ଭାବିନି ଭାବିକରି ପଛରେ କହିବି।ସେ କହିଛନ୍ତି ଯେ ପ୍ରଶାସନ ଅଧିକାରୀ କୌଣସି ଭାବରେ କୋର୍ଟର ଅର୍ଡରକୁ କ୍ରସ କରି ନାହାନ୍ତି ଏବଂ ତପସ୍ୱିନୀଙ୍କୁ ଘର ଭିତରେ ରଖିଥିବା କଥା ମଧ୍ୟ ସେ କହିଛନ୍ତି।କିନ୍ତୁ ଆଗାମୀ ଦିନରେ କଣ ରହିବ ତାହା ସେ କହିପାରୁନାହାନ୍ତି।

Leave a Reply

Your email address will not be published. Required fields are marked *