ତପସ୍ୱିନୀକୁ ଜବରଦସ୍ତ ପ୍ରଶାସନିକ ଅଧିକାରୀ ଘରେ ରଖିଛନ୍ତି,ଅର୍ଡର ଦେଖିକି ମୁଁ ପୁରା Confused ରହିଛି,କାରଣ ସେମାନେ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ଏହି ଖବର ବିଷୟରେ ନିହାତି ଭାବରେ ଜାଣିଥିବେ।ବର୍ତ୍ତମାନ ସମୟରେ ଏହା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଆମେ ଆଜି ଜାଣିବା ଏହି ସମ୍ପର୍କରେ ସୁମିତଙ୍କ ବାପା କଣ କହିଛନ୍ତି।

ତେବେ ସେ କହିଛନ୍ତି ଯେ ଯେହେତୁ କୋର୍ଟର ଆଦେଶ ଉପରେ ସନ୍ଦେହ ଥିଲା।ମୁଁ ଚିନ୍ତାକଲି କାଳେ କୋର୍ଟର ଆଦେଶ ବିରୁଦ୍ଧାଚରଣ ହେବ ସେଥିପାଇଁ ମୁଁ ମନାକରିଥିଲି।ମନାକରିବା ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଜବରଦସ୍ତ ଆପଣମାନେ ଦେଖିପାରିଥିବେ ତାକୁ ନେଇ ଘରେ ରଖିଲେ।ବର୍ତ୍ତମାନ ସେ ଜବରଦସ୍ତ ରହିଲେ।

ପ୍ରୋଟେକ୍ସନ ଅଫିସର ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ସମସ୍ତେ ଥିଲେ ସେ କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଆଦେଶକୁ ପୁଙ୍ଖାନୁପୁଙ୍ଖ ଭାବରେ ଚିନ୍ତା କଲେ ନାହିଁ।ମୁଁ ଯାହା ବୁଝେଇଲି କିମ୍ବା ଓକିଲ ଯାହା ବୁଝେଇଲେ ସେଇଟାକୁ ସେମାନେ ହୁଏତ ଗ୍ରହଣ କଲେ ନାହିଁ।କୋର୍ଟର ଅନ୍ୟ ନିର୍ଦ୍ଦେଶ ଥିଲା କିନ୍ତୁ ଏହି ଘର ଉପରେ କୋର୍ଟର ଅନ୍ୟ କୌଣସି ନିର୍ଦ୍ଦେଶ ନଥିଲା।

ନଥିବା ସତ୍ୱେ ମୁଁ ଜାଣିପାରିଲିନାହିଁ ତାକୁ ଜବରଦସ୍ତି ସେଠାରେ କାହିଁକି ରଖିଲେ।ଅର୍ଡର ସେତେବେଳେ ମୋ ପାଖରେ ନଥିଲା।ପ୍ରଶାସନିକ ଅଧିକାରୀ ରାତିରେ ସେଦିନ ଆସିଥିଲେ ମୁଁ ସମ୍ପୁର୍ଣ୍ଣ ସହଯୋଗ କରିଥିଲି ଆଜି ମଧ୍ୟ ସହଯୋଗ କରୁଛି।ସେତେବେଳେ କୋର୍ଟର ଅର୍ଡର ଉପରେ ସନ୍ଦେହ ଜାରି ହେଲା କିନ୍ତୁ କୋର୍ଟର କୌଣସି ନିର୍ଦ୍ଦେଶ ନଥିଲା।

ମୁଁ ସେତେବେଳେ ଚିନ୍ତାକଲି କାଳେ କୋର୍ଟର ନିର୍ଦ୍ଦେଶର ଅଵମାନନା ହେବ ମୁଁ ସେଥିପାଇଁ ଚିନ୍ତାକଲି।ମୁଁ ଜାଣିପାରିଲି ନାହିଁ ସେମାନେ ସେହି ଜିନିଷ ଗ୍ରହଣ କଲେ ନାହିଁ ଏବଂ ଜବରଦସ୍ତି ତପସ୍ୱିନୀଙ୍କୁ ନେଇ ସେଠାରେ ରଖିଲେ।ଯେହେତୁ କୋର୍ଟର ଆଦେଶ ଉପରେ କନଫୟୁଜନ ଥିଲା ସେଥିପାଇଁ ମୁଁ ମନାକରିଥିଲି।

ମନା କରିବା ପରେ ବି ଜବରଦସ୍ତ ପ୍ରଶାସନିକ ଅଧିକାରୀ ତାକୁ ନେଇ ସେଠାରେ ରଖିଲେ।ଆଗାମୀ ପଦକ୍ଷେପ କଣ ନେବି ମୁଁ ବର୍ତ୍ତମାନ କିଛି ଚିନ୍ତା କରି ନାହିଁ।ଚିନ୍ତା କଲେ କହିବି।ମୁଁ ସହଯୋଗ ଏବଂ ଅସହଯୋଗ କରିବାର ବର୍ତ୍ତମାନ କୌଣସି ପ୍ରଶ୍ନ ଉଠିନି।ଓକିଲ ଯାହା ବୁଝେଇଲେ ତାହା ସେମାନେ ହୁଏତ ଗ୍ରହଣ କଲେ ନାହିଁ।କୋର୍ଟର ନିର୍ଦ୍ଦେଶ ଥିଲା ଅନ୍ୟ ଜିନିଷ କିନ୍ତୁ ଏହି ଘର ଉପରେ କୋର୍ଟର କୌଣସି ତଥ୍ୟ କିମ୍ବା ମନ୍ତବ୍ୟ ନଥିଲା।ଏହା ସତ୍ୱେ ମୁଁ ଜାଣିପାରିଲିନି ସେମାନେ ତାକୁ ନେଇ କିପରି ସେଠାରେ ରଖିଲେ।

Leave a Reply

Your email address will not be published. Required fields are marked *