ଓଡ଼ିଆ ଫିଲ୍ମ ତାରକା ମାନେ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ନେଇଥାନ୍ତି?ଦେଖନ୍ତୁ ଆମ ସୁପରଷ୍ଟାର ସବ୍ୟସାଚୀ କେତେ ଟଙ୍କା ନିୟନ୍ତି ଗୋଟେ ଫିଲ୍ମ ପାଇଁ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ଅଭିନେତା ମାନଙ୍କ ଇନକମ ବିଷୟରେ।ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ମାନେ ଗୋଟିଏ ଫିଲ୍ମ କରିବା ପାଇଁ କେତେଟଙ୍କା ନେଇଥାନ୍ତି ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣ ମାନେ ନିଶ୍ଚିତ ଭାବରେ ଓଡ଼ିଆ ଫିଲ୍ମ ଦେଖୁଥିବେ ଏବଂ ଆପଣ ମାନେ ଓଡ଼ିଆ କଳାକାରଙ୍କ ବିଷୟରେ ଜାଣିବା ପାଇଁ ବହୁତ ମାତ୍ରାରେ ଇଛୁକ ଥିବେ।ଅଧିକାଂଶ ଲୋକ ଏହା ଜାଣିବାକୁ ଚାହୁଁଥିବେ ଯେ ଆମ ଓଡ଼ିଆ ଫିଲ୍ମ ହିରୋ ମାନେ ଗୋଟିଏ ଫିଲ୍ମ କରିବାପାଇଁ କେତେ ଟଙ୍କା ନେଇଥାନ୍ତି?ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆମ ଲିଷ୍ଟରେ ଏକ ନମ୍ବରରେ ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ର।ସେ ପ୍ରଥମେ ଓଡ଼ିଆ ଫିଲ୍ମ ଶ୍ରଦ୍ଧାଞ୍ଜଳିରେ ପାଦ ଦେଇଥିଲେ।ଏହା ଛଡା ସେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଲୋକସଭାର ମେମ୍ବର ରହିଛନ୍ତି।ସେ ଓଡ଼ିଆ ଫିଲ୍ମ ଜଗତରେ ନୂତନ ଯୁଗର ଆରମ୍ଭ କରିଥିଲେ।ତାଙ୍କର ଅନେକ ପ୍ରଶଂସକ ଅଛନ୍ତି ତାଙ୍କୁ ଓଡ଼ିଆର ନମ୍ବର ୧ ସୁପର ଷ୍ଟାର କହିଲେ ଅତୃପ୍ତି ହେବ ନାହିଁ।ସେ ୨୦୧୦ ପର୍ଯ୍ୟନ୍ତ ଗୋଟିଏ ଫିଲ୍ମ କରିବା ପାଇଁ ପାଖାପାଖି ୧ରୁ ୫ ଲକ୍ଷ ଟଙ୍କା ନେଉଥିଲେ।କିନ୍ତୁ ଏବେ ଗୋଟିଏ ଫିଲ୍ମ କରିବା ପାଇଁ ସେ ପାଖାପାଖି ୧୦ରୁ ୧୨ ଲକ୍ଷ ଟଙ୍କା ନେଉଛନ୍ତି।

ତେବେ ସାଙ୍ଗମାନେ ଆମ ଲିଷ୍ଟର ଦୁଇ ନମ୍ବରରେ ଆସୁଛନ୍ତି ସବ୍ୟସଚୀ ମିଶ୍ର।ସେ ଏପରି ଜଣେ ଓଡ଼ିଆ ଅଭିନେତା ଯିଏକି ଓଲିଉଡ଼ ଜଗତରେ କାମ କରିବା ସହିତ ବେଙ୍ଗୋଲି ଫିଲ୍ମରେ ମଧ୍ୟ କାମ କରିଛନ୍ତି।ଏବଂ ଏହି କରୋନା ସମୟରେ ସେ ମଧ୍ୟ ସୁପର ହିରୋ ପାଲଟି ଯାଇଛନ୍ତି।ଓ ସମସ୍ତିଙ୍କୁ ସହଯୋଗର ହାତ ବଢ଼ିଛନ୍ତି।ସେ ନିଜର ପ୍ରଥମ ଫିଲ୍ମ ପାଗଳ ପ୍ରେମୀରୁ ଓଡ଼ିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ।ସେ ବର୍ତ୍ତମାନ ସୁଦ୍ଧା ଅନେକ ହିଟ ଫିଲ୍ମ ମଧ୍ୟ ଦେଇସାରିଛନ୍ତି।ସେ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୧୨ରୁ ୨୪ ଲକ୍ଷ ଟଙ୍କା ନେଇଥାନ୍ତି।ଏହା ସହିତ ସେ ମଧ୍ୟ ଅନେକ ବ୍ରାଣ୍ଡର ପ୍ରମୋସନ ପାଇଁ ଲକ୍ଷାଧିକ ଟଙ୍କା ନେଇଥାନ୍ତି।

ଏହାପରେ ସାଙ୍ଗମାନେ ଆମ ଲିଷ୍ଟରେ ୩ ନମ୍ବରରେ ଆସୁଛନ୍ତି ଅରିନ୍ଦମ ରଏ।ଅରିନ୍ଦମ ଏପରି ଜଣେ ଅଭିନେତା ଯିଏକି ଅନେକ ବେଙ୍ଗୋଲି ଫିଲ୍ମରେ ଅଭିନୟ କରିସାରିଛନ୍ତି।ସେ ପ୍ରଥମେ ୨୦୦୬ରେ ଓଡ଼ିଆ ଫିଲ୍ମ ପ୍ରେମ ଋତୁ ଆସିଲା ଫିଲ୍ମରୁ ଓଡ଼ିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ।ସେ ଗୋଟିଏ ଫିଲ୍ମରେ ଅଭିନୟ ପାଇଁ ପାଖା ପାଖି ୧୪ରୁ ୧୫ ଲକ୍ଷ ଟଙ୍କା ନେଇଥାନ୍ତି।

ସାଙ୍ଗମାନେ ଆମ ଲିଷ୍ଟରେ ୪ ନମ୍ବରରେ ଆସୁଛନ୍ତି ସ୍ୱରାଜ ପାରି।ବର୍ତ୍ତମାନ ସମୟରେ ସେ ନୂଆକରି ଓଲିଉଡ ଜଗତରେ ପାଦ ଦେଇଛନ୍ତି।ସେ ବର୍ତ୍ତମାନ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୧୦ରୁ ୧୨ ଲକ୍ଷ ଟଙ୍କା ନେଇଥାନ୍ତି।

ଏହାପରେ ଆମ ଲିଷ୍ଟରେ ୫ ନମ୍ବରରେ ଆସୁଛନ୍ତି ବାବୁସାନ ମହାନ୍ତି।ବାବୁସାନଙ୍କ ବାପା ଉତ୍ତମ ମହାନ୍ତି ଏବଂ ମାଆ ହେଲେ ଅପରାଜିତା ମହାନ୍ତି।ସେ ପ୍ରଥମେ ୨୦୦୯ରେ ରୋମିଓ ଦ ଲଭର ବୟରୁ ନିଜର ଫିଲ୍ମ କ୍ୟାରିଅରକୁ ଆରମ୍ଭ କରିଥିଲେ।ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଚାଲିଛନ୍ତି।ସେ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୧୫ରୁ ୨୦ ଲକ୍ଷ ଟଙ୍କା ନେଇଥାନ୍ତି।

ସାଙ୍ଗମାନେ ଆମ ଲିଷ୍ଟର ୬ ନମ୍ବରରେ ଆସୁଛନ୍ତି ଆପଣଙ୍କ ପ୍ରିୟ ସୁପର ଷ୍ଟାର ଅନୁଭବ ମହାନ୍ତି।୨୦୦୪ରୁ ଫିଲ୍ମ ଆଇ ଲଭ ୟୁରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ।କିନ୍ତୁ ତାହା ପୂର୍ବରୁ ଅନୁଭବ ମହାନ୍ତି ଆଲବମରେ ମଧ୍ୟ କାମ କରିସାରିଛନ୍ତି।ଏହାପରେ ସେ ଅନେକ ଦମଦାର ଫିଲ୍ମ ମଧ୍ୟ ଦେଇସାରିଛନ୍ତି।ଏବେ ସେ କେନ୍ଦ୍ରାପଡାରେ ସାଂସଦ ଅଛନ୍ତି।ବର୍ତ୍ତମାନ ସମୟରେ ସେ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ପାଖାପାଖି ୨୨ରୁ ୨୫ ଲକ୍ଷ ଟଙ୍କା ନେଇଥାନ୍ତି।

Leave a Reply

Your email address will not be published. Required fields are marked *