କେମିତି କହିବି କହ ଧାରାବାହିକର ଅନ୍ତ ଘଟିବ,ପରଦାରେ ଦେଖିବାକୁ ମିଳିବେନି ସିଦ୍ଧାନ୍ତ ଏବଂ ସୁପ୍ରିୟାଙ୍କ ଯୋଡି,ଆସିବ କି Season ୨ ଜାଣିଲେ ଆପଣ ହେଇଯିବେ ଖୁସି…ଦେଖନ୍ତୁ Video

Spread the love

ଜି-ସାର୍ଥକ ଚ୍ୟାନେଲରେ ପ୍ରସାରିତ ହୋଇ ଆସୁଥିବା ଚର୍ଚ୍ଚିତ ଧାରାବାହିକ “କେମିତି କହିବି କହ” ବର୍ତ୍ତମାନ ବନ୍ଦ ହେବାକୁ ଯାଉଛି। କିଛି ବର୍ଷ ଧରି ଲୋକମାନଙ୍କ ମନୋରଞ୍ଜନ କରି ଆସୁଥିବା ଏହି ଧାରାବାହିକ ଆଉ ଦେଖିବାକୁ ମିଳି ନ ପାରେ। ତେବେ କଣ ସତରେ ସିଦ୍ଧାନ୍ତ ମହାପାତ୍ର ଏବଂ ସୁପ୍ରିୟାଙ୍କ ଲିଡ଼ ଭୂମିକାରେ ଦେଖିବାକୁ ମିଳୁଥିବା ଏହି ଧାରାବାହିକ ବନ୍ଦ ହେବାକୁ ଯାଉଛି। ଆସନ୍ତୁ ଜାଣିବା କଣ ହୋଇପାରେ ଏହାର କାରଣ।

ଜି-ସାର୍ଥକ ଚ୍ୟାନେଲରେ ପ୍ରସାରିତ ହୋଇ ଆସୁଥିବା ଚର୍ଚ୍ଚିତ ଧାରାବାହିକ “କେମିତି କହିବି କହ” ଏକ ନିଆରା ଏବଂ ରୋମାଞ୍ଚକ ପୂର୍ଣ୍ଣ ଧାରାବାହିକ ଅଟେ। ସିଦ୍ଧାନ୍ତ ମହାପାତ୍ର ଏବଂ ସୁପ୍ରିୟାଙ୍କ ଯୋଡି ଦର୍ଶକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା। ମାତ୍ର ପ୍ରଯୋଜନା ସଂସ୍ଥା କୌଣସି ଅସୁବିଧା ପାଇଁ ଏହାକୁ ବନ୍ଦ କରିବା ନେଇ ଚିନ୍ତା କରିଥିଲେ।

ମାତ୍ର ନାୟିକା ସୁପ୍ରିୟା ଏହି ଖବର ଶୁଣି ପ୍ରଯୋଜକଙ୍କୁ କହିବା ସହିତ ସିଦ୍ଧାନ୍ତ ମହାପାତ୍ରଙ୍କୁ ମଧ୍ୟ ଅନୁରୋଧ କରିଥିଲେ ଯେ ଏହି ଧାରାବାହିକକୁ ବନ୍ଦ ନ କରିବା ପାଇଁ। ସେ ଦର୍ଶକଙ୍କ ଡିମାଣ୍ଡ ବିଷୟରେ ମଧ୍ୟ କହିଥିଲେ।ତାଙ୍କ କଥା ବୁଝିବା ପରେ ପ୍ରଯୋଜନା ସଂସ୍ଥା ଦର୍ଶକ ମାନଙ୍କୁ କହିଥିଲେ ଯେ

ଏହି ଧାରାବାହିକ କିଛି ଦିନ ପରେ ଏକ ନୂଆ ରୂପ ଏବଂ ନୂଆ ରଙ୍ଗରେ ଜି-ସାର୍ଥକ ପରଦାକୁ ଫେରିବ। ତେଣୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ଶୁଣିବାକୁ ମିଳୁଛି ଯେ, ପ୍ରାୟତଃ ଏହି ସପ୍ତାହର ଶନିବାର ଏହି ଧାରାବାହିକର ଅନ୍ତିମ ଦିନ ହୋଇପାରେ। ତେବେ ଦେଖାଯାଉ ଏହା କିପରି ପୁନର୍ବାର ପରଦାକୁ ଫେରୁଛି ଏବଂ ଦର୍ଶକମାନଙ୍କ ମନ ମୁଗ୍ଧ କରୁଛି।

ତେବେ ଏବେ ଏକ ଖୁସି ଖବର ମିଳିପାରେ ବୋଲି ସୂଚନା ମିଳୁଛି କି ଆଗାମୀ ଦିନ ରେ ଏହାର ଦ୍ୱିତୀୟ ଭାଗ ଆସିପାରେ ଓ ଏହାକୁ ନେଇ ଦର୍ଶକ ମାନେ ବହୁତ ଖୁସି ରେ ଅହସାନଟି ବୋଲି ଜାଣିବାକୁ ମିଳୁଛି ତେବେ କେବେ ଦେଖିବା ପାଇଁ କେବେ ମିଳିବ ତାହା ଆଗାମୀ ଦିନ ରେ ଜଣା ପଡିବ ବୋଲି କହିଛନ୍ତି

Leave a Reply

Your email address will not be published. Required fields are marked *