ଶେଷରେ ସାମ୍ନାକୁ ଆସିଲା ଅସଲ ସତ୍ୟତା – କଣ ଏହି କାରଣ ପାଇଁ ଅଲଗା ହେଇଥିଲେ ତୁଷାର ଓ ଛନ୍ଦିତା? ଜାଣିଲେ ଆପଣ କହିବେ ତମେ ସମସ୍ତେ..

Spread the love

ସାଙ୍ଗମାନେ ଆପଣଚନ୍ଦନ ଆଉ ଲିସାଙ୍କୁ ତ ନିଶ୍ଚିତ ଭାବରେ ଚିହ୍ନି ଥିବେ।ଏହି ଦୁଇଜଣ ଭୂମିକାକୁ ତୋ ଅଗଣାର ତୁଳସୀ ମୁଁରେ ଅଭିନୟ କରି ରିଲ ଦୁନିଆରେ ବହୁତ ଦର୍ଶକଙ୍କ ମନ କିଣି ପାରିଥିଲେ।ତେବେସେହି ଦୁଇ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ଦୁଇଜଣ ମଧ୍ୟ ସେଥିରୁ ନିଜ ଅଭିନୟ ଆରମ୍ଭ କରିଥିଲେ।ଚନ୍ଦନ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଜଣଙ୍କର ଅସଲ ନାମ ହେଉଛି ତୁଷାର ଓ ଲିସା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ଅସଲି ନାମ ହେଉଛି ଛନ୍ଦିତା।ତେବେ ସେମାନେ ଏକାଠି ତୋ ଅଗଣାର ତୁଳସୀ ମୁଁରେ ଅଭିନୟ କରିଥିଲେ।ଏହାପରେ ଆଉ ସେମାନେ ପଛକୁ ବୁଲି ଦେଖି ନଥିଲେ।

ତେବେ ସାଙ୍ଗମାନେ ଆପଣମାନଙ୍କ ଭିତରୁ ଅନେକ ଲୋକ ଜାଣି ନଥିବେ ତୁଷାର ଓ ଛନ୍ଦିତାଙ୍କ ପ୍ରେମ କେବଳ ରିଲ ଦୁନିଆରେ ନୁହଁ ରିଅଲ ଦୁନିଆରେ ମଧ୍ୟ ଥିଲା।ସେମାନେ ଦୁହେଁ ଦୁହିଁଙ୍କୁ ଭଲ ପାଇ ଯାଇଥିଲେ।ଦୁଇଜଣଙ୍କୁ ପ୍ରାୟ ସମୟ ଏକାଠି ଦେଖା ଯାଉଥିଲା।ସେମାନେ ଏକାଠି ରେଷ୍ଟୁରାଣ୍ଟ, ମଲ ଆଦି ବୁଲିବାକୁ ଯାଉଥିଲେ।ତେବେ ଏହି ଦୁଇଜଣ ଏକ ସମୟରେ ଦୁହେଁ ଦୁହିଁଙ୍କ ପାଇଁ ଜୀବନ ଦେବା ପାଇଁ ରାଜି ଥିଲେ।

ତେବେ ସେହି ଦୁଇଜଣଙ୍କ ଭିତରେ ଏମିତି କିଛି ହେଇ ଯାଇଥିଲା ଯାହା ଯୋଗୁଁ ଏମାନେ ଦୁହେଁ ଅଲଗା ହେଇ ଯାଇଥିଲେ।ତେବେ ଏହି ଘଟଣାଟି କଣ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆପଣ ଏହି ଆର୍ଟିକଲଟିକୁ ବିନା ସ୍କିପ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

କୁହାଯାଉଛି ଯେ ଯେତେବେଳେ ଚନ୍ଦନ ଓ ଲିସା ଭୂମିକାରେ ଦୁଇଜଣ ଅଭିନୟ କରୁଥିଲେ ସେ ସମୟରେ ସେମାନେ ଏକାଠି ଥିଲେ କିନ୍ତୁ ଯେତେବେଳେ ସେ ଧାରାବାହିକଟି ବନ୍ଦ ହେଇ ଯାଇଥିଲା।ସେତେବେଳେ ଚନ୍ଦନ ଭୂମିକାରେ ଅଭିନୟ କରୁଥିବା ତୁଷାର ଅନ୍ୟ ଏକ ଅଭିନେତ୍ରୀଙ୍କ ପ୍ରେମରେ ପଡି ଯାଇଥିଲେ,ଯେଉଁ କାରଣରୁ ସେ ଲିସା ଭୂମିକାରେ ଅଭିନୟ କରୁଥିବା ଛନ୍ଦିତାଙ୍କ ଠାରୁ ଅଲଗା ହେଇ ଯାଇଥିଲେ।

ତେବେ ସେ ତାଙ୍କୁ ଭଲ ପାଉ ନାହାଁନ୍ତି ବୋଲି କହିଦେବାରୁ ଛନ୍ଦିତା ମଧ୍ୟ ଅଲଗା ହେଇ ଯାଇଥିଲେ।ତେବେ ତୁଷାର ଏବେ ମଧ୍ୟ ସେହି ଅଲଗା ଅଭିନେତ୍ରୀଙ୍କ ସହ ରିଲେସନରେ ଅଛନ୍ତି।ତେବେ ଏହାପରେ ଛନ୍ଦିତା କହିଥିଲେ ଯେ ସେ ଆଗକୁ ଆଉ କୌଣସି ଚଳଚ୍ଚିତ୍ର ବା ଧାରାବାହିକରେ କାହାକୁ ଭଲ ପାଇବେ ନାହିଁ।କାରଣ ଏହି ଘଟଣା ପରଠୁ ତାଙ୍କର ଇଣ୍ଡଷ୍ଟ୍ରି ଉପରୁ ଭରସା ଉଠି ଯାଇଥିଲା।ଏହାପରେ ଏବେ ଛନ୍ଦିତା ଇଣ୍ଡଷ୍ଟ୍ରି ବାହାରେ ଜଣଙ୍କ ସହ ରିଲେସନରେ ଅଛନ୍ତି

।ଇଣ୍ଡଷ୍ଟ୍ରି ବାହାରୁ ହେଇଥିବାରୁ ସେ ପୁଅ ଜଣଙ୍କ ବିଷୟରେ କିଛି ଜଣା ପଡି ନାହିଁ।ତେବେ ଏବେ ବହୁତ ଦିନ ହେଇ ଗଲାଣି ଏହି କଥାକୁ ଏବେ ସେମାନେ ଦୁହେଁ ଅଲଗା ଅଛନ୍ତି।ଦୁହେଁ ପରସ୍ପର ଠାରୁ ଅଲଗା ନିଜ ଦୁନିଆରେ ଖୁସିରେ ରହୁଛନ୍ତି।ତେବେ ଗୋଟେ ସମୟରେ ଧାରାବାହିକ ଜଗତରେ ସବୁଠୁ ଭଲ ଯୋଡି ଗଣା ହେଉଥିବା ଏହି ଦୁହେଁ ଏବେ ଅଲଗା ହେଇ ଯାଇଛନ୍ତି।ତେବେ ବନ୍ଧୁମାନେ ଏହା ବିଶ୍ୱାସ କରିବା କଷ୍ଟ କିନ୍ତୁ ଏହା ହିଁ ସତ୍ୟ।

Leave a Reply

Your email address will not be published. Required fields are marked *