ଭଗବାନଙ୍କ ରୂପରେ ଜନ୍ମ ନେଲା ଏହି ଗାଈ – ଦେଖନ୍ତୁ କେଉଁ ଜାଗାରେ ଏଭଳି ବିଚିତ୍ର ଘଟଣା ଘଟିଲା..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏକ ଏପରି ବିଶେଷ ଗାଈ ବିଷୟରେ ଯାହା ଆପଣ ଆଗରୁ କେବେହେଲେ ଶୁଣିନଥିବେ।।ଏହା ଜାଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ।ଏବଂ ଆପଣ ଏହି କଥା ଯାହାକୁ କହିବେ ସେ ମଧ୍ୟ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଏହି ଖବରଟି ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏହା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ଖବର ଭଲ ଭାବରେ ଜାଣିପାରିବେ।

ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣ ନିଶ୍ଚିତ ଭାବରେ ବିଶ୍ୱର ସବୁଠାରୁ ଲମ୍ବା ଏବଂ ଛୋଟ ମଣିଷର ରେକର୍ଡ ବିଷୟରେ ଶୁଣିଥିବେ।କିନ୍ତୁ ଆପଣ କେବେହେଲେ ଦୁନିଆର ସବୁଠାରୁ ଛୋଟ ଗାଈ ବିଷୟରେ ଶୁଣିଛନ୍ତି କି?ବାଂଲାଦେଶରେ ଏହିପରି ଏକ ଛୋଟ ଗାଈ ଦେଖିବାକୁ ମିଳିଛି।

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଗାଈଟିର ଉଚ୍ଚତା ହେଉଛି ମାତ୍ର ୨୦ ଇଞ୍ଚ।ଏହା ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟ କର ଘଟଣା ଅଟେ।ସେହି ଗାଈଟିର ନାମ ହେଉଛି ରାନୀ।କିନ୍ତୁ ଏହା ଜାଣିବା ପରେ ମଧ୍ୟ ଗ୍ରୀନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ ପକ୍ଷରୁ ଏପର୍ଯ୍ୟନ୍ତ କୋୖଣସି ପ୍ରକାର ସ୍ପଷ୍ଟ କରାଯାଇନାହିଁ।ରାନୀର ମାଲିକ କହିଛନ୍ତି ଅଧିକାଂଶ ଲୋକ ମାନେ ଅନେକ କିଲୋମିଟର ଦୂରରୁ ସେହି ଗାଈ ସହିତ ଫଟୋ ଉଠାଉଛନ୍ତି।

ଏବଂ ଏହା ଦ୍ୱାରା ତାହା ଦିନକୁ ଦିନ ଭାଇରାଲ ମଧ୍ୟ ହେବାରେ ଲାଗିଛି।ମାତ୍ର ତିନି ଦିନ ମଧ୍ୟରେ ପନ୍ଦର ହଜାରରୁ ଅଧିକ ଲୋକେ ରାନୀକୁ ଦେଖିବାକୁ ଆସିସାରିଲେଣି।କିନ୍ତୁ ଏ ପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ଛୋଟ ଗାଈ ଭାରତର କେରଳ ରାଜ୍ୟରେ ସ୍ପଷ୍ଟ ହୋଇଛି ଯାହାର ନାମ ହେଉଛି ମାଣିକୟଂ।ଏହି ଗାଈଟିର ଉଚ୍ଚତା ୨୦୧୪ ମସିହାରେ ରେ ମାତ୍ର ୨୪ ଇଞ୍ଚ ମପା ଯାଇଥିଲା।

କିନ୍ତୁ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ରାନୀର ଉଚ୍ଚତା ମାତ୍ର ୨୦ ଇଞ୍ଚ।ସିକର ଏଗ୍ରୋ ଫାର୍ମର ମାଲିକ ଏମ ଏ ହସନ ବାଂଲାଦେଶର ଏହି ଗାଈର ଲମ୍ବକୁ ଟେପ ସାହାଯ୍ୟରେ ମପିଛନ୍ତି।ଏବଂ ଏହି ଲମ୍ବ ମାପି ସେ ସମସ୍ତିଙ୍କୁ ରାନୀର ଲମ୍ବ କହିଛନ୍ତି।ରାନୀ ଗାଈଟି ବାଂଲାଦେଶର ରାଜଧାନୀ ଢାକା ପାଖରେ ଥିବା ଏକ ଫାର୍ମରେ ରହୁଛି।ଏବଂ ଏହା ୨୩ ମାସର ଅଟେ।

ରାନୀ ବିଶ୍ୱର ସବୁଠାରୁ ଛୋଟ ଗାଈ ହୋଇଯାଇଛି।ତେବେ ସାଙ୍ଗମାନେ ଅନେକ ଜଣ ଏହାକୁ ଭଗବାନଙ୍କ ରୁପ ବୋଲି ଭାବୁଛନ୍ତି ତ ଅନ୍ୟ କେହି କେହି କୁହନ୍ତି ଭଗବାନଙ୍କ ରୁପରେ ଏହି ଗାଈଟି ଜନ୍ମ ହୋଇଛି।ଏବଂ ଯେତେ ଯାହା ହେଲେ ମଧ୍ୟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଏହି ଖବରଟି।

ଏହାଦ୍ୱାରା ଏହି ଗାଈ ବିଷୟରେ ସମସ୍ତେ ଜାଣିଲେଣି ଏବଂ ଅନେକ ଲୋକ ଏହା ବିଷୟରେ ନିଜ ନିଜର ଭିର୍ଣ ଭିର୍ଣ ମତ ମଧ୍ୟ ରଖୁଛନ୍ତି।କିଏ କହୁଛନ୍ତି ଏହି ଗାଈ ଠାକୁରଙ୍କ ବରଦାନ ଅଟେ ତ କିଏ କହୁଛନ୍ତି ଏହା ଠାକୁରଙ୍କ ସ୍ରୋୟଂ ଅବତାର ଅଟେ।

Leave a Reply

Your email address will not be published. Required fields are marked *