ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର,କେଉଁ ଶବ୍ଦ କୁଆଁରି ଝିଅ ମାନେ କହିପାରିବେ ନାହିଁ,Proper ସଠିକ ଉତ୍ତର ଅଳ୍ପ ଲୋକ ଦେବେ…

Spread the love

ଅନେକ କିଛି ପ୍ରଶ୍ନ ସହ ଉତ୍ତର ଆଣିଛୁ। ଆଜି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଓ ତାହାର ଉତ୍ତର ନେଇକି ଆସିଛୁ। ତେବେ ଏମିତି କିଛି ପ୍ରଶ୍ନ ଆପଣଙ୍କର ପରୀକ୍ଷାରେ ଆସିପାରେ। ଅନେକ କ୍ଷେତ୍ରରେ ଏହା ଆପଣଙ୍କୁ ସାହାଯ୍ୟ କରିପାରେ।ପ୍ରଥମ ପ୍ରଶ୍ନ:(୧) ମହାତ୍ମା ଗାନ୍ଧୀଙ୍କ ହତ୍ୟା କେଉଁ ମସିହାରେ ହେଇଥିଲା? ଉତ୍ତର:୧୯୪୮ ମସିହାରେ। ପରବର୍ତ୍ତୀ ପ୍ରଶ୍ନ:(୨) ଭାରତର କେଉଁ ରାଜ୍ୟରେ ପ୍ରଥମେ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲା? ଉତ୍ତର: କେରଳ।

ପରବର୍ତ୍ତୀ ପ୍ରଶ୍ନ: (୩) ପୃଥିବୀ ଗ୍ରହକୁ କାହିଁକି ନୀଳ ଗ୍ରହ ବୋଲି କୁହାଯାଏ? ଉତ୍ତର:ଅଧିକ ଜଳ ଥିବାରୁ। ପରବର୍ତ୍ତୀ ପ୍ରଶ୍ନ:(୪) ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜର ନାମ କଣ? ଉତ୍ତର:ଉତ୍କଳ ଦୀପିକା।ପରବର୍ତ୍ତୀ ପ୍ରଶ୍ନ: (୫) ଭାରତର ପ୍ରଥମ ହିନ୍ଦୀ ଖବରକାଗଜର ନାମ କଣ? ଉତ୍ତର:ଉଦନ୍ତ ମାର୍ତଣ୍ଡ।

ପରବର୍ତ୍ତୀ ପ୍ରଶ୍ନ:(୬) ବର୍ତ୍ତମାନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ଅଛନ୍ତି? ଉତ୍ତର:ଯୋଗୀ ଆଦିତ୍ୟନାଥ।ପରବର୍ତ୍ତୀ ପ୍ରଶ୍ନ: (୭) ଭାରତର ଜାତୀୟ ସ୍ମାରକୀ ବା ସ୍ମୃତି ଚିହ୍ନର ନାମ କଣ? ଉତ୍ତର:ଇଣ୍ଡିଆ ଗେଟ। ପରବର୍ତ୍ତୀ ପ୍ରଶ୍ନ:(୮) ଭାରତର ଜାତୀୟ ସଙ୍ଗୀତ କିଏ ରଚନା କରିଥିଲେ? ଉତ୍ତର: ରବୀନ୍ଦ୍ରନାଥ ଟାଗୋର।

ପରବର୍ତ୍ତୀ ପ୍ରଶ୍ନ: (୯) ସବୁଠୁ ଅଧିକ ବେଗରେ ଦୌଡ଼ୁଥିବା ପଶୁ କିଏ? ଉତ୍ତର:ଚିତା ବାଘ। ପରବର୍ତ୍ତୀ ପ୍ରଶ୍ନ: (୧୦) ଭାରତର କେଉଁ ରାଜ୍ୟରେ ସର୍ବାଧିକ ଲୋକ ବାସ କରନ୍ତି? ଉତ୍ତର:ଉତ୍ତର ପ୍ରଦେଶ।ପରବର୍ତ୍ତୀ ପ୍ରଶ୍ନ: (୧୧) କୁଚିପୁଡ଼ି କେଉଁ ରାଜ୍ୟର ଲୋକନୃତ୍ୟ ଅଟେ? ଉତ୍ତର:ଆନ୍ଧ୍ରପ୍ରଦେଶ।

ପରବର୍ତ୍ତୀ ପ୍ରଶ୍ନ: (୧୨) ସାତୋଟି ଦ୍ଵୀପପୁଞ୍ଜର ସହର କାହାକୁ କୁହାଯାଏ? ଉତ୍ତର:ମୁମ୍ବାଇ।ପରବର୍ତ୍ତୀ ପ୍ରଶ୍ନ:(୧୩) କେଉଁ ନଦୀ ନିଜର ରଙ୍ଗ ବଦଳାଇଥାଏ? ଉତ୍ତର:କାନୋ କ୍ରିଷ୍ଟାଲସ। ପରବର୍ତ୍ତୀ ପ୍ରଶ୍ନ:(୧୪) କେଉଁ ନଦୀକୁ ବିହାରର ଦୁଃଖ ବୋଲି କୁହାଯାଏ? ଉତ୍ତର:କୋଷି ନଦୀ।ପରବର୍ତ୍ତୀ ପ୍ରଶ୍ନ:(୧୫)”କର ବା ମର” ସ୍ଲୋଗାନ କିଏ ଦେଇଥିଲେ?

ଉତ୍ତର:ମହାତ୍ମା ଗାନ୍ଧୀ। ପରବର୍ତ୍ତୀ ପ୍ରଶ୍ନ: (୧୬) କେଉଁ ଶବ୍ଦ କୁଆଁରି ଝିଅ ମାନେ କହିପାରିବେ ନାହିଁ? ଉତ୍ତର:ଶାଶୁ ମା।

Leave a Reply

Your email address will not be published. Required fields are marked *