ଲାଇନ୍ ମ୍ୟାନ୍ ଙ୍କ ସୁନ୍ଦରୀ ସ୍ତ୍ରୀ କୁ ଧରି ଜେଇ ସାହେବ ଫେରାର,Lineman କାନ୍ଦି କାନ୍ଦି କହିଲେ ମୋତେ ମୋ ସ୍ତ୍ରୀ ଫେରାଇଦିଅନ୍ତୁ ନହେଲେ ମୋ ଛୋଟ ଛୁଆ ଅବସ୍ଥା..

Spread the love

ପ୍ରେମ ଏକ ଏପରି ଶବ୍ଦ ଯାହା ଅନେକ ଲୋକଙ୍କୁ ଅନ୍ଧ କରି ଦେଇଥାଏ।ଏହା ସହିତ ଏହି ପ୍ରେମ ଏପରି ଭାବରେ ଲୋକଙ୍କୁ ପାଗଳ କରିଛି ଯାହା ଫଳରେ ଲୋକମାନେ ନିଜର ସମ୍ପର୍କର ମୂଲ୍ୟ ମଧ୍ୟ ଦେଖନ୍ତି ନାହିଁ।କେଉଁଠି ବୋହୂ ଶଶୁର ସହିତ ଫେରାର ହୋଇ ଗଲାଣି ତ ଆଉ କେଉଁଠି ଝିଅ ପିତା ସହିତ।ତେବେ ଏପରି ଭାବରେ ଆଜିକାଲି ଅନେକ ଘଟଣା ଦେଖିବାକୁ ମିଳୁଛି।ସେଥିପାଇଁ ଆପଣ ସର୍ବଦା ସତର୍କ ରହିବା ଆବଶ୍ୟକ କାରଣ ଏହା କାହା ସହିତ ମଧ୍ୟ ହୋଇ ଯାଇପାରେ।

ତେବେ ଉତ୍ତରପ୍ରଦେଶରେ ଏହି ପରି ଏକ ଘଟଣା ଘଟିଛି।ଯାହା ଆପଣ ଶୁଣିବା ପରେ ଆପଣ ବିଶ୍ୱାସ କରି ପାରିବେ ନାହିଁ।ତେବେ ସୂଚନା ଅନୁସାରେ ଏହି ଘଟଣା ଘଟିଥିଲା ଦୁଇ ବନ୍ଧୁଙ୍କ ମଧ୍ୟରେ।ଉତ୍ତରପ୍ରଦେଶର ଲାଇନ ବିଭାଗରେ ଘଟିଛି ଏଭଳି କାଣ୍ଡ।ତେବେ ସୂଚନା ଅନୁସାରେ ଜଣେ ଲାଇନ ମ୍ୟାନ ଓ ଜଣେ ଜେଇ ବହୁତ ଭଲ ବନ୍ଧୁ ଥିଲେ।ସେମାନଙ୍କର ବନ୍ଧୁତା ବହୁତ ଅଧିକ ନିବିଡ଼ ହୋଇ ଯାଇଥିଲା।

ଯାହା ଫଳରେ ସେମାନେ ପରସ୍ପରର ଘରକୁ ମଧ୍ୟ ଯିବା ଆସିବା କରନ୍ତି।ତେବେ ଏହାର ଫାଇଦା ଉଠାଇ ଥିଲେ ଜେଇ ଜଣକ।ସେ ଲାଇନ ମ୍ୟାନଙ୍କ ପତ୍ନୀଙ୍କୁ ନିଜର ଜାଲରେ ଫସାଇ ଦେଇଥିଲେ।ତେବେ ସେମାନେ ପରସ୍ପର ଘରକୁ ଯିବା ସମୟରେ ଏକ ଅଘଟଣ ଘଟିଥିଲା।ଯେହେତୁ ଲାଇନ ମ୍ୟାନଙ୍କ ପତ୍ନୀ ବହୁତ ଅଧିକ ସୁନ୍ଦର ଥିଲେ ସେଥିପାଇଁ ସେ ନିଜର ପ୍ରେମର ଜାଲରେ ଜେଇ ଜଣଙ୍କୁ ଫାସାଇ ଦେଇଥିଲେ।

ଯାହାର ଫଳ ସ୍ୱରୂପ ସେମାନେ ପରସ୍ପର ସହିତ ଲୁଚି ଦେଖା କରିବା ଆରମ୍ଭ କରି ଦେଇଥିଲେ।ତେବେ ଏହା ସମ୍ପର୍କରେ ଲାଇନ ମ୍ୟାନଙ୍କୁ କିଛି ମଧ୍ୟ ଜଣା ନଥିଲା।ସେ ନିଜର ବନ୍ଧୁ ଉପରେ ବହୁତ ବିଶ୍ବାସ କରୁଥିଲେ।ଫଳରେ ସେ କେବେ ମଧ୍ୟ ତାଙ୍କୁ ସନ୍ଦେହ ନଜରରେ ଦେଖନ୍ତି ନାହିଁ।ଫଳରେ ସେହି ମହିଳା ଜଣଙ୍କ ଏହାର ଫାଇଦା ଉଠାଇ ଥିଲେ।

ଏହାପରେ ଯେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଧୀରେ ଧୀରେ ଅଧିକ ନିବିଡ଼ ହେବାକୁ ଲାଗିଲା ସେମାନେ ନିଷ୍ପତି ନେଲେ କି ସେମାନେ ଫେରାର ହୋଇ ଯିବେ।କାରଣ ଏହି ସମାଜ ତାଙ୍କର ଏହି ପ୍ରେମକୁ ଗ୍ରହଣ କରିବ ନାହିଁ।କାରଣ ଏହି ସମାଜରେ ଜଣେ ବିବାହିତ ନାରୀକୁ ଆଉ ଜଣେ ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ଏହି ସମାଜ କେବେ ମଧ୍ୟ ସହମତି ଦେବ ନାହିଁ।

ସେଥିପାଇଁ ସେମାନେ ତାଙ୍କର ସେହି ସ୍ଥାନ ଛାଡି ଚାଲିଯିବା ପାଇଁ ନିଷ୍ପତ୍ତି ନେଇଥିଲେ।ଯାହା ଫଳରେ ସେହି ମହିଳା ଜଣଙ୍କ ନିଜ ଘରୁ ସାତ ଲକ୍ଷ ଟଙ୍କା ସହିତ ଅନେକ ଗହଣା ନେଇ ସେହି ଜେଇଙ୍କ ସହିତ ଫେରାର ହୋଇ ଯାଇଥିଲେ।ଯେତେବେଳେ ଲାଇନ ମ୍ୟାନ ଏହି ଘଟଣା ସଂପର୍କରେ ଜାଣିଲେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

କାରଣ ସେ ନିଜର ବନ୍ଧୁ ଓ ନିଜର ପତ୍ନୀ ଉଭୟଙ୍କ ଠାରୁ ଧୋକା ଖାଇଥିଲେ।ତେବେ ଏହା ପରେ ସେ ନିଜର ବନ୍ଧୁ ଓ ନିଜର ପତ୍ନୀ ଉଭୟଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ।ସେଥିପାଇଁ ସେମାନେ ବର୍ତ୍ତମାନ ଫେରାର ହୋଇ ଯାଇଛନ୍ତି।ତେବେ ହୁଏତ ଆପଣ ମଧ୍ୟ କେବେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ପାରନ୍ତି।ସେଥିପାଇଁ ସତର୍କ ରୁହନ୍ତୁ।

Leave a Reply

Your email address will not be published. Required fields are marked *