ଓଡ଼ିଆ ମଜାଦାର CHUTKULA ପ୍ରଶ୍ନ,ଖାଇବାକୁ ସକ ସକ ଖାଇ ଦେଲେ ଲାଗେ ଭୋକ ତେବେ ଏହି ଜିନିଷ ଟି କଣ,ବୁଦ୍ଧିମାନ ଲୋକ ଉତ୍ତର ଦେବେ…

Spread the love

ତେବେ କିଛି ଗୁରୁତ୍ୱପୂର୍ଣ୍ଣ ପଜଲ ସହ ଉତ୍ତର ଆମେ ନେଇକି ଆସିଛୁ।ତେବେ ଏହା କେତେକ ଅଛି। ଦେଖନ୍ତୁ ପଢନ୍ତୁ ଏବଂ ଆପଣ ସେୟାର ବି କରିପାରିବେ।ଚାଲନ୍ତୁ ଦେଖିବା କିଛି ଓଡ଼ିଆ ପଜ୍ଜଲ,ପ୍ରଥମ ପ୍ରଶ୍ନ ହେଉଛି,୧:ଆ ହାତରୁ ତା ହାତ ସେ ବହୁତ ଯା ହାତରେ ରହିଲା ସେ ମଜବୁତ?ଏହାର ଉତ୍ତର ହଉଛି: ଟଙ୍କା।

ଏବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ଦ୍ୱିତୀୟ ପ୍ରଶ୍ନ ଟି,୨:କବାଟ ପଡ଼ିଲେ ଦିନବି ଅନ୍ଧାର କବାଟ ଖୋଲିଲେ ପୃଥିବୀ ସୁନ୍ଦର?ଦର୍ଶକ ବନ୍ଧୁ ଏହାର ଉତ୍ତରଟି ହେଉଛି:ଆଖି ପତା।ଏବେ ଦର୍ଶକବନ୍ଧୁ ଚାଲନ୍ତୁ ଜାଣିବା ତୃତୀୟ ପ୍ରଶ୍ନ ଟି,୩:ସକାଳେ ସଞ୍ଜରେ ଲାଲ ଗୁଲୁଗୁଲୁ ଖରାବେଳେ ଚାହିଁ ହୁଏନା ରାତି ହେଲେ ସେ କେଣେ ଲୁଚି ଯାଏ ଯେତେ ଖୋଜିଲେ ବି ପାଏନା?ଏହାର ଉତ୍ତର ହଉଛି:ସୂର୍ଯ୍ୟ।

ଦର୍ଶକ ବନ୍ଧୁ ଏବେ ଚାଲନ୍ତୁ ଜାଣିବା ଚତୁର୍ଥ ପ୍ରଶ୍ନଟି ୪:ପାଟିରୁ ଖସିଲେ ମା’ର ଦୋଶ ପେଟରୁ ଖସିଲେ ପିଲାର ଦୋଶ?ଏହାର ଉତ୍ତରଟି ହଉଛି :ବିଲେଇ ଓ ମାଙ୍କଡ।ଏବେ ଚାଲନ୍ତୁ ପଞ୍ଚମ ପ୍ରଶ୍ନ ଟି ଜାଣିବା,୫:ମୋ ପାଖକୁ ଛୋଟ ବଡ଼ ସବୁ ଆସିଥାଏ ଛୋଟ ଛୋଟ ଖସି ଯାଏ, ବଡ଼ ଫସିଯାଏ?ଏହାର ଉତ୍ତରଟି ହେଉଛି ଚାଲୁଣୀ।

ଏବେ ଦର୍ଶକ ବନ୍ଧୁ ଚାଲନ୍ତୁ ଜାଣିବା ଷଷ୍ଠ ପ୍ରଶ୍ନଟି ୬:ଗଡ଼ି ଗଡ଼ି ଯେବେ ବାହାରକୁ ଯାଏ ଚାରି ଯୁଗ ପାଇଯାଏ ଉଡ଼ି ଉଡ଼ି ଯେବେ ବାହାରକୁ ଯାଏ ଛଅ ଋତୁ ମିଳିଯାଏ?ଏହାର ଉତ୍ତର ଟି ହଉଛି:କ୍ରିକେଟ ବଲ।ଏବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ଶେଷ ପ୍ରଶ୍ନଟି ଅମାର କଣ ଅଛି,୭:ଖାଇବାକୁ ସକ ସକ ଖାଇ ଦେଲେ ଲାଗେ ଭୋକ?ଆଉ ଆମର ଶେଷ ପ୍ରଶ୍ନର ଉତ୍ତର ହେଉଛି: ହାଜମୂଲ୍ଲା।

ତେବେ କେମିଟି ଲାଗିଲା ଆପଣ ଆମକୁ କମେଣ୍ଟରେ ଜଣେଇପାରିବେ।

Leave a Reply

Your email address will not be published. Required fields are marked *