ଆପଣ ଜାଣିଛନ୍ତି କି ଓଡ଼ିଆ Serial ଜଗତରେ କେଉଁ ଯୋଡି ନମ୍ବର 1 ଅଟନ୍ତି,ଏବେ ଜାଣିଲେ ଆପଣ ମଧ୍ୟ ଖୁସିରେ ନାଚି ଉଠିବେ,ଦେଖନ୍ତୁ ଆପଣଙ୍କ ପ୍ରିୟ Couples କିଏ

Spread the love

ଓଡ଼ିଆ ଅଭିନୟ ଜଗତରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ଏହା ସହିତ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ଅଭିନୟ ଦ୍ୱାରା ଅନେକ ପରିଚିତ ହୋଇଛନ୍ତି।ତେବେ ଆମେ ବର୍ତ୍ତମାନ ସେହି ସମସ୍ତ କଳାକାର ଯୋଡି ମାନଙ୍କ ବିଷୟରେ ଆଲୋଚନା କରିବା।ଏହି ସମସ୍ତ ଯୋଡ଼ି ସେମାନଙ୍କର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକ ମାନଙ୍କ ମନୋରଞ୍ଜନ କରିବା ସହିତ ସେମାନଙ୍କର ଅନେକ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେମାନେ ଏହି ଅଭିନୟ ମାଧ୍ୟମରେ ନିଜକୁ ସାରା ଓଡ଼ିଶାରେ ପରିଚିତ କରି ପାରିଛନ୍ତି।

ରୁଦ୍ରୀ ଓ ନଗେଶ:- ଏହି ସୁପରିଚିତ ଯୋଡ଼ି ସେମାନଙ୍କ ଅଭିନୟ ମାଧ୍ୟମରେ ନିଜକୁ ଅନେକ ପରିଚିତ କରି ପାରିଥିଲେ।ଏହା ସହିତ ସେମାନେ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ।ସେମାନେ ନିଜର ତଥା ନିଜର ପରିବାର ଲୋକଙ୍କ ନାମ ଉଚ୍ଚା କରିପାରିଥିଲେ।ସେମାନେ ମାୟା ଚଳଚ୍ଚିତ୍ରରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲେ।

ମଙ୍ଗଳା ଓ ଚରଣ:- ଏହି କଳାକାର ଯୋଡ଼ି ସେମାନଙ୍କ ଅଭିନୟ ମଧ୍ୟମରେ ନିଜର ନିଜକୁ ଅନେକ ଲୋକଙ୍କ ପ୍ରିୟ କରି ପାରିଥିଲେ।ଏହା ସହିତ ସେମାନେ ମଙ୍ଗଲାଚରଣ ଚଳଚ୍ଚିତ୍ର ଜରିଆରେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇଥିଲେ।ଏହା ସହିତ ସେମାନେ ନିଜର ଅଭିନୟ ପାଇଁ ଅନେକ ପ୍ରଶଂସା ମଧ୍ୟ ପାଇ ପାରିଛନ୍ତି।

ଶ୍ରଦ୍ଧା ଓ ସାଇ:- ଏହି କଳାକାର ଯୋଡ଼ି ସେମାନଙ୍କର ଅଭିନୟ ମାଧ୍ୟମରେ ନିଜର ଏକ ବିଶେଷ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।ତେବେ ସେମାନେ ନିଜର ଅଭିନୟ ଦ୍ୱାରା ନିଜର ପରିବାରର ନାମ ଅନେକ ଉଚ୍ଚକୁ ନେଇ ପାରିଛନ୍ତି।ଏମାନେ ହେଉଛନ୍ତି କୁଆଁରୀ ବୋହୂ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଓ ଅଭିନେତ୍ରି।

ରାଧିକା ଓ ସାତ୍ଵିକ:- ଏହି କଳାକାର ଯୋଡ଼ି ସେମାନଙ୍କର ଅଭିନୟର ଯାଦୁରେ ସମସ୍ତଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛନ୍ତି।ଏହା ସହିତ ସେମାନେ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି।ସେମାନେ ନୂଆ ବୋହୂ ଚଳଚ୍ଚିତ୍ର ଜରିଆରେ ସମସ୍ତ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି।

ତାରିଣୀ ଓ ତୁଷାର:- ଏହି ଅଭିନୟ ଯୋଡ଼ି ସେମାନଙ୍କର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକ ମାନଙ୍କ ପ୍ରିୟ ହୋଇ ପାରିଛନ୍ତି।ସେମାନେ ନିଜର ଅଭିନୟ ପାଇଁ ତାରିଣୀ ଆଖିରେ ତାରା ଚଳଚ୍ଚିତ୍ରର ନାମକୁ ଅନେକ ଉଚ୍ଚକୁ ନେଇ ପାରିଛନ୍ତି।ଏହା ସହିତ ସେମାନେ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଅଟନ୍ତି।

ଇତି ଓ ଆରଭ:- ଏହି କଳାକାର ଯୋଡ଼ି ଖୁବ କମ ସମୟ ମଧ୍ୟରେ ନିଜକୁ ସମସ୍ତ ଦର୍ଶକ ମାନଙ୍କ ପାଖରେ ପରିଚିତ କରାଇ ପାରିଥିଲେ।ସେମାନେ ନିଜର ବିଶେଷ ଅଭିନୟ ଶୈଳୀ ପାଇଁ ଅନେକ ପ୍ରତିଷ୍ଠା ପାଇ ପାରିଛନ୍ତି।ସେମାନେ ସିନ୍ଦୁରର ଅଧିକାର ଚଳଚ୍ଚିତ୍ର ଜରିଆରେ ନିଜକୁ ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କ ନିକଟରେ ଏକ ବିଶେଷ ପରିଚୟ ଦେଇ ପାରିଥିଲେ।ସେମାନେ ଖୁବ କମ ସମୟ ମଧ୍ୟରେ ନିଜକୁ ଅନେକ ପ୍ରତିଷ୍ଠା ଦେଇ ପାରିଛନ୍ତି।ଏହା ସହିତ ସେମାନେ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଅଟନ୍ତି।

Leave a Reply

Your email address will not be published. Required fields are marked *