ଶେଷ ହେଲା ଓଡ଼ିଆ ସିରିଏଲ ଜୀବନସାଥି,ଶେଷ ଦିନରେ ଏପରି କାନ୍ଦିଲେ Adi ଓ Bhakti,ସବୁ କଳାକାର ମାନେ କହିଲେ ଆମେ ଗୋଟେ ପରିବାର

Spread the love

ଆମେ ସମସ୍ତେ ପ୍ରତିଦିନ ଜି ସାର୍ଥକରେ ପ୍ରସାରିତ ହେଉଥିବା ଜୀବନସାଥି ସିରିଏଲ ବିଷୟରେ ନିଶ୍ଚିତ ଭାବରେ ଶୁଣିଥିବା।ଏହି ସିରିଏଲ ପ୍ରାୟ ୫ ବର୍ଷ ହେବ ନିଜର ଲୋକପ୍ରିୟତା ଜାରି ରଖିଛି।ଏହା ସହିତ ଏହି ଧାରାବାହିକ ଅନେକ ଲୋକପ୍ରିୟ ହୋଇ ପାରିଛି।ଏହା ସହିତ ଏହି ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଆଦି ଓ ଶକ୍ତି ସେମାନଙ୍କର ଅଭିନୟ ମାଧ୍ୟମରେ ଏହି ସିରିରଲକୁ ଅଧିକ ଲୋକପ୍ରିୟ ପରିବାର ସଫଳ ହୋଇଥିଲେ।ଏହା ସହିତ ସେମାନେ ଲୋକମାନଙ୍କ ଅନେକ ଭଲପାଇବା ପାଇ ପାରିଛନ୍ତି।

ଏହି ଚଳଚ୍ଚିତ୍ର କିଛି ଦିନ ତଳେ ଏହାର ୧୦୦୦ ତମ ଏପିଶୋଡ ପ୍ରସାରିତ ହୋଇଥିଲା।ଏହାପରେ ଏହି ଚଳଚ୍ଚିତ୍ର ଦୀର୍ଘଦିନ ଧରି ଅନେକ ଲୋକଙ୍କ ପ୍ରିୟ ଚଳଚ୍ଚିତ୍ର ହୋଇ ଆସିଛି।ଅନେକ ଦିନ ହେବ ଏହି ସିରିଏଲ ଅଭିନୟ ଦୁନିଆର ଶୀର୍ଷରେ ରହିଥିଲା।ଏହା ସହିତ ଏହି ଚଳଚ୍ଚିତ୍ର ଅନେକ ଲୋକ ପ୍ରିୟ ହୋଇ ପାରିଥିଲା।ତେବେ ଏହି ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା

ଆଦି ତାଙ୍କର ଅଭିନୟ ମାଧ୍ୟମରେ ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ନିଜକୁ ଅନେକ ପ୍ରତିଷ୍ଠିତ କରି ପାରିଛନ୍ତି।ଏହା ସହିତ ସେ ଏହି ସିରିଏଲ ମାଧ୍ୟମରେ ନିଜକୁ ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କ ନିକଟରେ ଏକ ସ୍ବତନ୍ତ୍ର ପରିଚୟ ଦେଇ ପାରିଛନ୍ତି।ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ଓଡ଼ିଆ ଅଭିନୟ ଜଗତର ବର୍ତ୍ତମାନ ଜଣେ ଆଗ ଧାଡ଼ିର ଅଭିନେତା।

ତାଙ୍କର ଅଭିନୟ ବାସ୍ତବରେ ଅନେକ ମାତ୍ରାରେ ଆକର୍ଷଣୀୟ ହୋଇଥାଏ।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ ମଧ୍ୟ କରନ୍ତି।ସେ ଏହି ଚଳଚ୍ଚିତ୍ର ଜରିଆରେ ନିଜର ସମସ୍ତ ପ୍ରତିଷ୍ଠା ସୃଷ୍ଟି କରିଛନ୍ତି।ଏହା ସହିତ ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିବା ଶକ୍ତି ମଧ୍ୟ ଖୁବ କମ ସମୟ ମଧ୍ୟରେ ନିଜକୁ ଓଡ଼ିଶାର ସମସ୍ତ ଲୋକଙ୍କ ନିକଟରେ ପରିଚିତ କରି ପାରିଥିଲେ।

ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତ୍ରୀ ହୋଇ ଥିବାରୁ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ ମଧ୍ୟ କରନ୍ତି।ତେବେ ଏହି ସିରିଏଲରେ ଅଭିନୟ କରିଥିବା ଅନ୍ୟ ସମସ୍ତ କଳାକାର ବର୍ତ୍ତମାନ ଦୁଃଖିତ ହୋଇ ପଡିଛନ୍ତି।ଏହାର କାରଣ ହେଉଛି ଏହି ସିରିଏଲ ବର୍ତ୍ତମାନ ବନ୍ଦ ହେବାକୁ ଯାଉଛି।ଅନେକ ଦିନ ଧରି ଚାଲି ଆସୁଥିବା ଏହି ସିରିଏଲ ଆଜି ପର୍ଯ୍ୟନ୍ତ ଅନେକ ସଫଳତା ପାଇ ସାରିଛି।

ତେବେ ଏହି ସିରିଏଲର ବନ୍ଦ ହେବା ଖବର ଶୁଣିବା ପରେ ଏହାର ସମସ୍ତ କଳାକାର ଦୁଃଖିତ ହୋଇ ପଡିଛନ୍ତି।ଏହାର କାରଣ ହେଉଛି ଅନେକ ଦିନ ଧରି ଏକାଠି ଅଭିନୟ କରିବା ଫଳରେ ସେମାନେ ସମସ୍ତେ ଏକ ପରିବାର ହୋଇ ଯାଇଥିଲେ।ସେଥିପାଇଁ ସେମାନେ ବର୍ତ୍ତମାନ ଅଲଗା ହେବାକୁ ଯାଉଥିବାରୁ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି।ଏହା ସହିତ ଏହି ସିରିଏଲ ଜରିଆରେ ସେମାନେ ଏକ ପରିବାର ହୋଇ ଯାଇଥିଲେ ଫଳରେ ବର୍ତ୍ତମାନ ଏହି ବିଚ୍ଛେଦ ସେମାନଙ୍କୁ କଷ୍ଟ ଦେଉଛି।

Leave a Reply

Your email address will not be published. Required fields are marked *