ଧାତୁ ରୋଗର ମୁଖ୍ୟ କାରଣ ଅଟେ ? ଆପଣ ମଧ୍ୟ ଅଧିକ ଖରାପ କାମ କରୁଛନ୍ତି କି ? କିପରି ଏଥିରୁ ନିଜକୁ ବଂଚେଇବେ ଏବେ ଜାଣି ନିୟନ୍ତୁ ନହେଲେ ଜୀବନରେ ବାପା..

Spread the love

ଆଜିକାଲି ଅନେକ ଯୁବକ ସେମାନଙ୍କର ଧାତୁ ଶକ୍ତି ଅଯଥା ନଷ୍ଟ କରିବାରେ ଲାଗିଛନ୍ତି।ଯେପରିକି ସେମାନେ ନିଜର ଖରାପ ମନୋଭାବର ଶିକାର ହେଉଛନ୍ତି।ଆଜିକାଲିର ଯୁବପିଢି ଅନେକ ଖରାପ ଭିଡିଓ ଓ ଅନେକ ଖରାପ ଆକର୍ଷଣର ପଡ଼ି ସେମାନେ ନିଜର ଧାତୁ ଶକ୍ତିକୁ ଅଯଥା ନଷ୍ଟ କରିବାରେ ଲାଗିଛନ୍ତି।ଯେପରିକି ସେମାନେ ବାରମ୍ବାର ନିଜର ଧାତୁ ଶକ୍ତିକୁ ଅଯଥା ନଷ୍ଟ କରିବା ଫଳରେ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଇଥାଏ।

ଯେପରିକି ସେମାନଙ୍କ ଶରୀରର ବୃଦ୍ଧି ଏହା ଦ୍ବାରା ବାଧା ପ୍ରାପ୍ତ ହୋଇଥାଏ।ତେବେ ଆମେ ଜାଣୁ ପ୍ରତ୍ୟେକ ଜିନିଷର କିଛି ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବ୍ୟବହାର ଅଛି।ଯଦି ଆମେ ସେହି ଜିନିଷକୁ ଅଯଥା ବ୍ୟବହାର କରିବା ତେବେ ସେହି ଜିନିଷ ସମୟ ପୂର୍ବରୁ ଖରାପ ହୋଇ ଯିବାର ସମ୍ଭାବନା ରହିଥାଏ। ଠିକ ସେହିପରି ଆମେ ଯଦି ଅନାବଶ୍ୟକ ଥିବା ସମୟରେ ନିଜର ଧାତୁ ଶକ୍ତିକୁ ବିନିଯୋଗ କରିବା ତେବେ ଏହା ଆମ ଭବିଷ୍ୟତ ତଥା ଆମ ଶରୀର ଉପରେ ଅନେକ କୁ ପ୍ରଭାବ ପକାଇବ।

ଯାହା ଫଳରେ ଆମେ ଅନେକ ପ୍ରକାରର ରୋଗର ଶିକାର ହୋଇ ହେବା।ସେଥିପାଇଁ ସର୍ବଦା ସତର୍କ ରହିବା ଆବଶ୍ୟକ।ଆଜିକାଲିର ଯୁବପିଡି ବିଭିନ୍ନ ପ୍ରକାରର ଜିନିଷର ବଶବର୍ତ୍ତୀ ହୋଇ ନିଜର ଧାତୁ ଶକ୍ତି ଅଯଥା ନଷ୍ଟ କରିବାରେ ଲାଗିଛନ୍ତି।ତେବେ ଏପରି କରିବା ଫଳରେ ସେମାନଙ୍କର ଆବଶ୍ୟକ ସମୟରେ ଏହି ଶକ୍ତି କାମ ଦେବ ନାହିଁ।

ଯଦି ଯୁବକ ମାନେ ଅଯଥା ନିଜର ଧାତୁ ଶକ୍ତି ନଷ୍ଟ କରିବାରେ ଲାଗନ୍ତି ତେବେ ସେମାନେ ନିଜର ଶରୀରର ବୃଦ୍ଧିରେ ନିଜେ ବାଧା ସୃଷ୍ଟି କରିବେ।ଯେପରି ଅଯଥା ନିଜର ଧାତୁ ଶକ୍ତି ନଷ୍ଟ କରିବା ଫଳରେ ଏହାର ପୂରଣ ପାଇଁ ଶାରିରୀକ ଶକ୍ତି ବିନିଯୋଗ ହେବା ଆରମ୍ଭ ହୋଇଯିବ।ତେବେ ଏପରି ହେବା ଫଳରେ ସେମାନଙ୍କ ଶରୀରର ସଠିକ ବୃଦ୍ଧି ହୋଇ ପାରିବ ନାହିଁ।

ଯାହା ଫଳରେ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ସୃଷ୍ଟି ହେବ।ସେଥିପାଇଁ ଆଜିକାଲିର ଯୁବକ ମାନଙ୍କୁ ସେମାନଙ୍କର ଶରୀରକୁ ଓ ମସ୍ତିଷ୍କକୁ ସଂଜମରେ ରଖିବାକୁ ପଡ଼ିବ।ନଚେତ ସେମାନଙ୍କୁ ଶୀଘ୍ର ପତନ, ସ୍ବପ୍ନ ଦୋଷ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।ସେଥିପାଇଁ ସର୍ବଦା ନିଜର ମନ ଓ ଶରୀରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରନ୍ତୁ।ଏହା ସହିତ ଆପଣ ପ୍ରତିଦିନ ରାତି ୧୦ ଟା ଭିତରେ ସୋଇ ଯିବା ଆବଶ୍ୟକ।

ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ପ୍ରତିଦିନ ଯୋଗ କରିବା ଆବଶ୍ୟକ।ଏହା ସହିତ ଆପଣଙ୍କୁ ନିଜକୁ ସର୍ବଦା କୌଣସି ନା କୌଣସି କାର୍ଯ୍ୟରେ ବ୍ୟସ୍ତ ରଖିବା ଆବଶ୍ୟକ।ଯାହା ଫଳରେ ଆପଣ ଏହି ସବୁ କାର୍ଯ୍ୟ ପାଇଁ ସମୟ ପାଇବେ ନାହିଁ।

ଏହା ସହିତ ଯଦି ଆପଣ ପ୍ରତିଦିନ କୌଣସି ଆଧ୍ୟାତ୍ମିକ ବହି ପଡ଼ିବେ ତେବେ ଏହା ଆପଣଙ୍କ ମସ୍ତିଷ୍କ ଉପରେ ଏକ ଭଲ ପ୍ରଭାବ ପକାଇବ ଯାହା ଫଳରେ ଆପଣ ସେହି ସବୁ ଖରାପ କାର୍ଯ୍ୟରୁ ନିଜକୁ ଦୂରେଇ ରଖିବେ।ତେବେ ପ୍ରତିଦିନ ଯୋଗ କରିବା ଦ୍ୱାରା ଆପଣ ନିଜ ଶରୀରର ଅନେକ ଉପକାର କରି ପାରିବେ।

Leave a Reply

Your email address will not be published. Required fields are marked *