3500 ବର୍ଷ ରୁ କୈଳାସ (Kailash) ପର୍ବତ ରେ ଏହି ନନ୍ଦୀ ହୀରା ମୋତି ଖଜାନା ର ରକ୍ଷା କରୁଛି,ସବୁ ଜାଣିବା ପରେ ଆପଣ ମଧ୍ୟ ହେଇଯିବେ ଆଶ୍ଚର୍ଯ୍ୟ..

Spread the love

ଭଗବାନ ଶିବଙ୍କ ସମ୍ପର୍କରେ ଏପରି ଅନେକ କଥା ରହିଛି ଯାହାକୁ ଶୁଣିବା ପରେ ସହଜରେ ବିଶ୍ୱାସ କରିବା ଅସମ୍ଭବ।ତେବେ ଆମେ ବର୍ତ୍ତମାନ ଭଗବାନ ଶିବଙ୍କ ସହିତ ଜଡିତ କିଛି କଥା ସମ୍ପର୍କରେ ଆଲୋଚନା କରିବା।ତେବେ ଆମେ ଏହା ଭଲ ଭାବରେ ଜାଣୁ କି କୈଳାସ ପର୍ବତକୁ ଭଗବାନ ଶିବଙ୍କ ବାସସ୍ଥାନ ବୋଲି କୁହା ଯାଇଥାଏ।ଏହା ସହିତ ଏହି ପର୍ବତ ସହିତ ଅନେକ ଅଲୌକିକ କଥା ଜଡ଼ିତ ହୋଇ ରହିଛି।ଏହା ସହିତ ଏଠାକୁ ଯାଇ ଅନେକ ଲୋକଙ୍କର ମୃତ୍ୟୁ ହୋଇ ଯାଇଛି ବୋଲି ମଧ୍ୟ ଶୁଣିବାକୁ ମିଳେ।

ତେବେ ନେପାଳର ରାଜଧାନୀ କାଠମାଣ୍ଡୁ ନିକଟରେ ଏହା ଅବସ୍ଥିତ।ତେବେ ଏହା ସମ୍ପର୍କରେ ଏପରି କୁହା ଯାଇଥାଏ କି ଏହି ପର୍ବତରେ ଅନେକ ଧନ ରଖା ଯାଇଛି।ଏହା ସହିତ ଏହାକୁ ଏକ ନନ୍ଦୀ ରକ୍ଷା କରି ଥାଏ।ଏହା ସହିତ ଏହି ଘଟଣା ସମ୍ପର୍କରେ କେହି ଦୃଢ଼ ଭାବରେ କହି ପାରନ୍ତି ନାହିଁ।ତେବେ ଏହା ପରେ ମଧ୍ୟ ଅନେକ ଲୋକ।

ଏହାକୁ ଖୋଜିବା ପାଇଁ ଯାଇ ମଧ୍ୟ ଫେରି ନାହାନ୍ତି।ଏହା ସହିତ ଏହି ପରି ଭାବରେ ଅନେକ କଥା ମଧ୍ୟ ଏହି ପର୍ବତ ସହିତ ଜଡ଼ିତ ହୋଇ ରହିଛି।ତେବେ ଏହି ସ୍ଥାନରେ ପଶୁପତି ନାଥ ମନ୍ଦିର ନାମରେ ଏକ ମନ୍ଦିର ରହିଛି।ଏହା ସହିତ ଏହି ସ୍ଥାନରେ ବିଜୟ ନାମକ ଜଣେ ଯୁବକ ମଧ୍ୟ ରହିଥାଏ।ତେବେ ସେ ନିଜର ପରିବାର ଲୋକଙ୍କ ପାଖରୁ ଏହି ଧନ ସପର୍କରେ ଅନେକ କଥା ସୁଣିଥାଏ।

ତେବେ ସେ ଘରେ କୈଳାସ ପର୍ବତ ବୁଲିବା ପାଇଁ ବାହାରି ପଡ଼ିଲା।ଏହା ସହିତ ଅନେକ ପ୍ରୟାସ କରିବା ପରେ ଶେଷରେ ସେ ସେହି ପର୍ବତରେ ଥିବା ଏକ ଗୁମ୍ଫା ପାଖରେ ଯାଇ ପହଞ୍ଚି ଯାଇ ଥିଲା।ସେଠାରେ ପହଞ୍ଚିବା ପରେ ସେ ଦେଖିଲା କି ଏକ ବିଶାଳ ନନ୍ଦୀ ସେହି ଗୁମ୍ଫା ସମ୍ମୁଖରେ ଛିଡା ହୋଇଛି ଏହା ସହିତ ଏହା ଦେଖିବା ପରେ ସେ ଅଳ୍ପ ଭୟଭୀତ ହୋଇ ଯାଇ ଥିଲା।

ଏହା ପରେ ସେ ସେଠାରେ ନନ୍ଦୀଙ୍କ ପାଖରେ ଏକ ପ୍ରଣାମ ଜଣାଇ ଆଗକୁ ବଢିଲା।ତେବେ ସେ ଚୋରି କରିବା ଉଦ୍ଦେଶ୍ୟରେ ଯାଇ ନଥିଲା।ଯାହା ଫଳରେ ନନ୍ଦୀ ତାଙ୍କୁ ରାସ୍ତା ଛାଡ଼ି ଦେଇଥିଲେ।ଏହା ସହିତ ସେହି ବ୍ୟକ୍ତି ଜଣକ ସେହି ଗୁମ୍ଫା ଭିତରକୁ ପ୍ରବେଶ କରିବା ପରେ ସେଠାରେ ଅନେକ ଧନ ଥିବାର ଦେଖି ଥିଲା।

ଏହା ସହିତ ସେ ଏହା ପରେ ସେହି ଗୁମ୍ଫା ଭିତରେ ସେହି ଦିବ୍ୟ ଧନର ଦର୍ଶନ କରିବା ପରେ ଫେରି ଆସିଥିଲେ।ଏହା ସହିତ ଏହା ପରେ ସେ ନିଜର ଘରକୁ ଫେରି ଯାଇଥିଲେ।ତେବେ ସମ୍ପୂର୍ଣ୍ଣ କୈଳାସ ପର୍ବତ ବୁଲିବା ପରେ ସେ ଏହା ସମ୍ପର୍କରେ ଅନେକ କଥା ଜାଣିବାକୁ ପାଇଥିଲେ।ଏହା ସହିତ ତାଙ୍କର ଘର ଲୋକ ତାଙ୍କୁ ଅନେକ ଆନନ୍ଦର ସହିତ ନିଜର ଘରକୁ ସ୍ବାଗତ କଲେ।

Leave a Reply

Your email address will not be published. Required fields are marked *