ନଡ଼ିଆ ବାଡେଇ ଗଙ୍ଗାଜଳ ଛିଞ୍ଚି ତପସ୍ଵିନୀଙ୍କୁ ଘରକୁ ପଠାଇଲେ ପ୍ରମିଳା Auntie,ଝରକା ପାଖେ ଠିଆ ହେଇ ଏପରି ଅନେଇଲେ ତପସ୍ୱିନୀ..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ଉପରେ କୋର୍ଟ ନିଜର ରାୟ ଶୁଣାଣି କରି ସାରିଛନ୍ତି।ତେବେ କୋର୍ଟ ଏହା ନିର୍ଦ୍ଦେଶ ଦେଇଥିଲେ କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହିବେ ଏହା ସହିତ ତାଙ୍କର ଭରଣ ପୋଷଣ ପାଇଁ ତାଙ୍କୁ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ମଧ୍ୟ ସୁମିତଙ୍କ ପରିବାର ଲୋକଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି।ତେବେ ଏହା ପରେ ମଧ୍ୟ ପୁଣି ଅଚାନକ ଭାବରେ କିଛି ଅସୁବିଧା ଦେଖା ଯାଇଥିଲା।

ସୂଚନା ଅନୁସାରେ ଗତକାଲି ସୁମିତଙ୍କ ଓକିଲ ଏହା ଉପରେ ନିଜର କିଛି ପ୍ରତିକ୍ରିୟା ରଖିଥିଲେ।ସେ କହିଥିଲେ କି ତପସ୍ଵିନୀଙ୍କୁ ୧୭ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ତାଙ୍କୁ ଘରେ ରଖିବା ପାଇଁ କୋର୍ଟ କୌଣସି ପ୍ରକାରର ନିର୍ଦ୍ଦେଶ ଦେଇ ନାହାନ୍ତି ବୋଲି ସେ କହିଥିଲେ।

ତେବେ ଏହାପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହେବା ସହିତ ତପସ୍ଵିନୀ ଅନେକ ଦୁଃଖ ମଧ୍ୟ ପ୍ରକାଶ କରିଥିଲେ।ତେବେ ଏହାପରେ ଏହି ଘଟଣାର ମୋଡ଼ ପୁଣି ବଦଳି ଯାଇଥିଲା।ତେବେ ଯେତେବେଳେ ସେଠାରେ ଲୋକମାନେ ଏହା ଜାଣିବାକୁ ପାଇଥିଲେ କି ସୁମିତଙ୍କର ଓକିଲ କୋର୍ଟର ନିର୍ଦ୍ଦେଶର ଅବମାନନା କରୁଛନ୍ତି ସେଠାରେ ଅନେକ ଲୋକ ଓ ଅନେକ ସରକାରି ଅଧିକାରୀ ଉପସ୍ଥିତ ହୋଇ ତପସ୍ଵିନୀଙ୍କୁ ତାଙ୍କର ଘରକୁ ଯିବା ପାଇଁ ସହାୟତା କରିଥିଲେ।

ଏହା ସହିତ ଶେଷରେ ତପସ୍ଵିନୀ ନିଜର ଘରକୁ ଯାଇ ପାରିଥିଲେ।ଏହା ସହିତ ତପସ୍ଵିନୀ ଓ ତାଙ୍କର ପରିବାର ଲୋକ ବର୍ତ୍ତମାନ ବହୁତ ଅଧିକ ଖୁସି ଥିବା ମଧ୍ୟ ଜଣା ପଡ଼ିଛି।ତେବେ ତପସ୍ଵିନୀଙ୍କ ଓକିଲ କହିଥିଲ କି ଡକ୍ଟର ସୁମିତଙ୍କ ଓକିଲ କୋର୍ଟର ନିର୍ଦ୍ଦେଶର ଅଲଗା ଅର୍ଥ ବାହାର କରି ତପସ୍ଵିନୀଙ୍କୁ ଘରକୁ ଯିବାରୁ ଅଟକାଇ ଥିଲେ।

ତେବେ ଶେଷରେ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯାଇ ପାରିଛନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରକୁ ପ୍ରବେଶ କରି ସାରିଛନ୍ତି।ଏହା ସହିତ ବର୍ତ୍ତମାନ ସେଠାରେ ଥିବା ଅନେକ ଲୋକ କହିଛନ୍ତି କି ଶେଷରେ ସତ୍ୟର ଜୟ ହୋଇଛି।ଏହା ସହିତ ଯେଉଁମାନେ ତାଙ୍କୁ ବର୍ତ୍ତମାନ ତାଙ୍କର ଘରକୁ ଯିବାରୁ ଅଟକାଇ ରଖିଥିଲେ ସେମାନେ ଆଜି ଶେଷରେ ପରାଜୟ ବରଣ କରିଛନ୍ତି।

ତେବେ ଏହା ଉପରେ ପ୍ରମିଳା ମାଉସୀ କହିଥିଲେ କି ଆଜି ତାଙ୍କର ଝିଅ ନିଜର ଶ୍ୱଶୁର ଘରକୁ ଯାଇ ଥିବାରୁ ସେ ବହୁତ ଅଧିକ ଖୁସି ଅଛନ୍ତି।ଏହା ସହିତ ଯେତେବେଳେ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯାଇଥିଲେ ସେହି ସମୟରେ ପ୍ରମିଳା ମାଉସୀ ନଡ଼ିଆ ବାଡେଇ ଗଙ୍ଗାଜଳ ଛିଞ୍ଚି ତାଙ୍କର ଝିଅକୁ ନିଜର ଶ୍ୱଶୁର ଘରକୁ ପ୍ରବେଶ କରାଇ ଥିଲେ।

ଏହା ସହିତ ସେଠାରେ ଥିବା ସମସ୍ତ ଜନସାଧାରଣ ବର୍ତ୍ତମାନ ତପସ୍ୱିନୀଙ୍କ ସପକ୍ଷରେ ଥିବା ଜଣା ପଡିଛି।ଏହା ସହିତ ତପସ୍ଵିନୀ ମଧ୍ୟ ନିକଟ ଶ୍ୱଶୁର ଘରକୁ ଯାଇ ପାରି ଥିବାରୁ ବର୍ତ୍ତମାନ ବହୁତ ଅଧିକ ଖୁସି ଥିବା ଜଣା ପଡ଼ିଛି।ଏହା ସହିତ ପ୍ରମିଳା ମାଉସୀ କହିଛନ୍ତି କି ଶେଷରେ ସତ୍ୟର ଜୟ ହୋଇଛି।

Leave a Reply

Your email address will not be published. Required fields are marked *