Athagada ଗୋଟିଏ ଗାଁର କୂଅରୁ ହଟାତ ମା ଦେବୀ ଙ୍କ ମୂର୍ତି ବାହାରିଲା ଯାହାକୁ ଦେଖି ଗାଁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ,ଅଂଚଳ ରେ ଖେଳିଗଲା ଭକ୍ତିମୟ ପରିବେଶ

Spread the love

ସାଙ୍ଗମାନେ କଣ ଆପଣ ମାନେ ଚମତ୍କାରକୁ ବିଶ୍ୱାସ କରିଥାନ୍ତି।ଯଦି ବିଶ୍ୱାସ କରିଥାନ୍ତି ତ ଆଜି ମୁଁ ଆପଣ ମାନଙ୍କୁ ଏମିତି ଚମତ୍କାର ବିଷୟରେ କହିବି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରିପାରିବେ ନାହିଁ।ତେବେ ଏହି ଘଟଣାଟି ହେଉଛି ସାଙ୍ଗମାନେ ଉତ୍ତରପ୍ରଦେଶର ହାଥରସ ଗାଁ ପାଖରେ ସିକନ୍ଦରପୁରା ଗାଁରେ ସେହି ଦିନ ଯାହା ହେଲା ସେ ଘଟଣା ସମସ୍ତଙ୍କୁ ଚକିତ କରି ରଖିଦେଇଥିଲା।ଏହାକୁ ଚମତ୍କାର କୁହ ବା ଅନ୍ଧବିଶ୍ୱାସ କିନ୍ତୁ ଶହ ଶହ ଲୋକ ନିଜ ଆସ୍ଥା ସହ ଏହି କୁଅର ପାଣିକୁ ପିଉଛନ୍ତି।

ଆପଣ ଭାବୁଥିବେ କି ମୁଁ କଣ କହୁଛି।ସାଙ୍ଗମାନେ ଓଡ଼ିଶାର ର ଗୋଟେ ଏମିତି କୂଅ ଅଛି ଯାହାର ପାଣି ଅଚାନକ ମିଠା ହୋଇଯାଇଥିଲା।ସେହି କୂଅରେ ପାଣି ପିଇବା ପାଇଁ ଓ ପାଣିକୁ ନେବା ପାଇଁ ଶହ ଶହ ଲୋକ କୂଅ ପାଖରେ ଭିଡ଼ ଜମାଉ ଥିଲେ।ଏମିତି ହେଲା କି ସେଠାରେ ଭିଡ କମିବା ବଦଳରେ ଭିଡ଼ ବଢ଼ିବାକୁ ଲାଗିଲା।ବହୁତ ଲୋକ ସେଠାରେ ଏକତ୍ରିତ ହେବାକୁ ଲାଗିଲେ।

ହଁ ଆଜ୍ଞା ଏହି ଘଟଣାଟି ଘଟିଥିଲା ଆଠଗଡ  ନିକଟରେ ଥିବା କନ୍ଦରପୁର ଗ୍ରାମରେ।ବହୁତ ଦିନ ହେଲା ସେହି କୂଅର ପାଣିକୁ କେହି ପିଉନଥିଲେ।ଦିନ କଣ ହେଲା କି ଜଣେ ମହିଳା ଭଗବାନ ରାମ ଓ ସୀତାଙ୍କ ମୂର୍ତ୍ତି ଖଣ୍ଡକୁ ସେହି କୂଅ ପାଣିରେ ପକେଇଥିଲେ।ଏହା ପରେ ସଙ୍ଗେ ସଙ୍ଗେ କୂଅ ଭିତରୁ ବହୁତ ଜୋରରେ ଧୂଆଁ ବାହାରିବାକୁ ଲାଗିଲା।

ବର୍ଷ ବର୍ଷ ହେଲାଣି ସେହି କୂଅରୁ କେହି ବି ଏକ ବୁନ୍ଦା ପାଣି ବାହାର କରିନଥିଲେ।କିନ୍ତୁ ଯେମିତି ଭଗଵାନ ରାମ ଓ ଲକ୍ଷ୍ମଣଙ୍କ ମୂର୍ତ୍ତିକୁ ପାଣିରେ ପକାଇଲେ ସାଙ୍ଗେ ସାଙ୍ଗେ ବଡ଼ ଚମତ୍କାର ହୋଇଥିଲା।ଅପରିଷ୍କାର ହୋଇ ପଡ଼ିଥିବା କୂଅରେ ପାଣି ଯେତେବେଳେ ଗାଁ ଲୋକ ବାହାର କଲେ ସେ ଦେଖିଲେ କି ପାଣି ବିଲକୁଲ ସଫା ନିର୍ମଳ ଓ ସ୍ୱଚ୍ଛ ଥିଲା।ଏହା ପରେ ସ୍ଥାନୀୟ ଲୋକମାନେ ଏହାକୁ ଏକ ଚମତ୍କାର ମାନିଲେ।

ଏହି କଥା ଜଙ୍ଗଲରେ ନିଆଁ ଭଳି ଚାରିଆଡ଼େ ବ୍ୟାପିବାରେ ଲାଗିଲା।ଲୋକ ପାଣି ଭରିବା ପାଇଁ ନିଜ ସହ କଂସା ବାସନ ଆଣି କରି ଆସିଲେ।ନିଜର ରୋଗ ଦୂର କରିବା ପାଇଁ ଭଗବାନଙ୍କର ବରଦାନ ହାସଲ କରିବାକୁ ଲାଗିଲେ।କିଛି ଲୋକ କୁହନ୍ତି କି ଏହି ଜଳର ସ୍ପର୍ଶ ଦ୍ଵାରା ସବୁ ରୋଗ ଭଲ ହୋଇଥାଏ।ଆପଣ ଏହି ଘଟଣାକୁ ନେଇ କଣ ମାନୁଛନ୍ତି ମତେ ଜଣାନ୍ତୁ।ତେବେ ସାଙ୍ଗମାନେ ଏପରି କିଛି ଶକ୍ତି ରହିଥାଏ ଯାହା ଆମ ମାନଙ୍କୁ ଭଗବାନଙ୍କ ଉପସ୍ଥିତି ଓ ଆସ୍ଥା ବିଷୟରେ ଅବଗତ କରାଇ ଦେଇଥାଏ।

Leave a Reply

Your email address will not be published. Required fields are marked *