ବାପା ଏବଂ ମାଆ ହେଲେ Subhasis Sharma ଏବଂ ଅନିଶା ଶର୍ମା,ଖୁସି ଖବର ଜଣେଇଲେ ଓଡିଶା ବାସୀ ଙ୍କୁ,ଦେଖନ୍ତୁ ପୁଅ ନା ଝିଅ ହେଇଚି ତାଙ୍କର

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କିଛି ବିଶେଷ ଖବର ବିଷୟରେ ଆଲୋଚନା କରିବା।ଏହା ଓଲିଉଡର ଏକ ଅତ୍ୟନ୍ତ ଖୁସି ଖବର ଅଟେ।ଏହି ଖବର ଶୁଣିଲେ ଆପଣ ମଧ୍ୟ ନିହାତି ଭାବରେ ଖୁସି ହେବେ।ଆପଣ ଯଦି କୌଣସି ପ୍ରକାରରେ ଓଲିଉଡ ସହିତ ଜଡିତ ଥିବେ କିମ୍ୱା ଓଲିଉଡ ଫିଲ୍ମ କିମ୍ବା ସିରିଏଲ ଦେଖୁଥିବେ ତେବେ ଏହା ଶୁଭାଶିଷ ଶର୍ମାଙ୍କୁ ଅତ୍ୟନ୍ତ ଭଲ ଭାବରେ ଜାଣିଥିବେ।ସେ ଓଲିଉଡର ସୁପର ଷ୍ଟାର ଅଟନ୍ତି।ଲୋକ ତାଙ୍କୁ ଏତେ ଅଧିକ ପସନ୍ଦ କରିଥାନ୍ତିଯେ ସେ ବହୁତ କମ ସମୟ ମଧ୍ୟରେ ଅନେକ ଲୋକପ୍ରିୟତା ହାସଲ କରି ସାରିଛନ୍ତି।

ସେ ଜଣେ ଅବିଶ୍ୱାସନୀୟ ଅଭିନେତା ଅଟନ୍ତି।ସେ ନିଜର ପ୍ରତ୍ୟେକ ଫିଲ୍ମ ଏବଂ ସିରିଏଲ୍ର କେବଳ ନିଜ ଆକ୍ଟିଙ୍ଗ ବଳରେ ଚାର ଚାନ୍ଦ ଲଗାଇଦେଇଥାନ୍ତି।ଏଥିପାଇଁ ତାଙ୍କର ପ୍ରାୟତଃ ସମସ୍ତ ଫିଲ୍ମ ଏବଂ ସିରିଏଲ ହିଟ ଯାଇଥାଏ।ଲୋକମାନେ ସେହି ସବୁକୁ ଅନେକ ପସନ୍ଦ କରିଥାନ୍ତି ଏବଂ ଭଲ ପାଇବା ମଧ୍ୟ ଦେଇଥାନ୍ତି।ଏବଂ ଆପଣ ଅନିଶା ଶର୍ମାଙ୍କୁ ମଧ୍ୟ ନିହାତି ଭାବରେ ଜାଣିଥିବେ।

ସେ ମଧ୍ୟ ଜଣେ ବହୁତ ଭଲ ଓ ସଫଳ ଅଭିନେତ୍ରୀ ଅଟନ୍ତି।ତାଙ୍କ ଅଭିନେୟ ଦ୍ୱାରା ସେ ଦର୍ଶକଙ୍କ ହୃଦୟରେ ତାଙ୍କର ଏକ ନୂତନ ସ୍ଥାନ ସୃଷ୍ଟି କରିପାରିଛନ୍ତି।ଲୋକଙ୍କ ଠାରୁ ଅନେକ ଭଲ ପାଇବା ହାସଲ କରି ସେ ତାଙ୍କ କ୍ୟାରିଅରରେ ଆଗକୁ ବଢିଚାଲିଛନ୍ତି।ତେବେ ବର୍ତ୍ତମାନ ସମୟରେ ଯେଉଁ ଖୁସି ଖବର ମିଳିଛି ତାହା ହେଉଛି ବାପା ହେବାକୁ ଯାଉଛନ୍ତି ଶୁଭାଶିଷ ଶର୍ମା।

ଏବଂ ମାଆ ହେବାକୁ ଯାଉଛନ୍ତି ଅନିଶା ଶର୍ମା।ହଁ ସାଙ୍ଗମାନେ ଶୁଭାଶିଷ ଏବଂ ଅନିଶା ସ୍ୱାଗତ କରିଛନ୍ତି ତାଙ୍କର ପ୍ରଥମ ସନ୍ତାନକୁ।ଶୁଭାଶିଷ ଏବଂ ଅନିଶା ଓଲିଉଡର ଲୋକପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ଅଟନ୍ତି।୧୮ ମାର୍ଚ୍ଚ ୨୦୧୬ ମସିହାରେ ସୁଟିଙ୍ଗ ସେଟରୁ ଭଲ ପାଇଁ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଶୁଭାଶିଷ ଏବଂ ଅନିଶା।

ଅନିଶା ବାହାଘର ପରେ ଓଲିଉଡ ଇଣ୍ଡଷ୍ଟ୍ରିରୁ ଦୁରେଇ ଯାଇଥିଲେ।କିନ୍ତୁ ଶୁଭାଶିଷଙ୍କୁ ଆପଣମାନେ ସିରିଏଲରେ ଅଭିନୟ କରିବାରେ ନିଶ୍ଚିତ ଦେଖିଥିବେ।ଶୁଭାଶିଷ ଏବଂ ଅନିଶା ତାଙ୍କ ମ୍ୟାରେଡ଼ ଲାଇଫରେ ବହୁତ ଖୁସିରେ ଥିଲେ।ଏହାପରେ ଆଜି ଏକ କନ୍ୟା ସନ୍ତାନର ବାପା ଏବଂ ମାଆ ହୋଇଛନ୍ତି ଶୁଭାଶିଷ ଏବଂ ଅନିଶା।

ଏବଂ ଏହି ଖୁସି ଖବରକୁ ଶୁଭାଶିଷ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି।ସେ ପ୍ରାୟତଃ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହିଥାନ୍ତି ଏବଂ ନିଜ ଫ୍ୟାନଙ୍କୁ ସମସ୍ତ ପ୍ରକାର ଅପଡେଟ ଦେଇଥାନ୍ତି।ତେବେ ଏହି ଖୁସି ଖବର ସେ ତାଙ୍କ ସୋସିଆଲ ମିଡିଆରେ କହିବା ପରେ ଅନେକ ଦର୍ଶକ ତାଙ୍କୁ ଶୁଭକାମନା ଏବଂ ସୁବେତ୍ସା ଜାଣିଛନ୍ତି ଏବଂ ନିଜର ଭଲ ପାଇବା ଜ୍ଞାମ୍ପନ କରିଛନ୍ତି।

Leave a Reply

Your email address will not be published. Required fields are marked *