ଏହି Kuni ପିଲାର Damdar ଭିଡିଓ ପୁଣି ହେଲା ଭାଇରାଲ,ଦେଖିଲେ ଆପଣ ମଧ୍ୟ ହସି ହସି ହେଇଯିବେ ବେହୋସ,କହିବେ ଏତେ ଚାଲାକି କେମିତି ହେଲା ଏ ପିଲା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ଭାଇରାଲ ହୋଇଥିବା ମଜଳିଆ ଭିଡିଓ ବିଷୟରେ ଆଲୋଚନା କରିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ସେହି ଭାଇରାଲ ହୋଇଥିବା ଭିଡିଓ ଟିରେ ଏକ ଛୋଟ ପିଲା ଟିଏ କିଛି ମଜଳିଆ କଥା କହିବାର ଦେଖିବାକୁ ମିଳିଛି।ଆପଣମାନେ ତ ଛୋଟ ଛୁଆ ମାନଙ୍କ କଥା ବେଶ ଭଲ ଭାବରେ ଜାଣିଛନ୍ତି।ସେମାନଙ୍କ ମନରେ କୌଣସି ପ୍ରକାର ଭାବନା କିମ୍ବା ଚିନ୍ତାଧାରା ନଥାଏ।

ସେମାନେ ମନକୁ ଯାହା ଆସିଥାଏ ସେହି କଥା କହିଦେଇଥାନ୍ତି।ସେହି ସବୁ କଥା ତାଙ୍କ କୋମଳମତି ସ୍ୱରରୁ ଶୁଣିବା ଆମ ମାନଙ୍କୁ ଖୁବ ପସନ୍ଦ ଆସିଥାଏ।କୁହାଯାଇଥାଏ ଯେ ଛୋଟ ପିଲାଙ୍କ ଦେହରେ ଭଗବାନ ବାସ କରିଥାନ୍ତି।ସେମାନଙ୍କ ମନରେ କୌଣସି ପ୍ରକାର ଖରାପ ଚିନ୍ତା ବା ଖରାପ ଭାବନା ବା ପାପ ନଥାଏ।

ଭଗବାନଙ୍କ ସବୁଠାରୁ ପ୍ରିୟ ହୋଇଥାନ୍ତି ଏହି କୋମଳମତି ଛୋଟ ଛୁଆ ମାନେ।ସେହି ପରି ଏକ କୁନି ପିଲା କଥା କହୁଥିବାର ଏକ ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଯାହାକୁ ବର୍ତ୍ତମାନ ସମୟରେ ଅନେକ ଲୋକ ଦେଖି ସାରିଲାଣି ଓ ଏହା ସେମାନଙ୍କୁ ଖୁବ ପସନ୍ଦ ଅସିଛି ଓ ମଜଳିଆ ମଧ୍ୟ ଲାଗିଛି।

ଯେତେବେଳେ କୌଣସି ଛୋଟ ପିଲା ମୁହଁରୁ ଏହିପରି କିଛି କଥା ଶୁଣିବାକୁ ମିଲିଥାଏ ତାହା ଯିଏ ହେଉ ନା କାହିଁକି ତାକୁ ପସନ୍ଦ ଆସିଥାଏ।ଏହି କାରଣ ଯୋଗୁ ଛୋଟ ପିଲାଙ୍କ ଭିଡିଓ ଲୋକମାନେ ଅଧିକ ସେୟାର କରିଥାନ୍ତି ଓ ତାହା ଏକ ଫୋନରୁ ଅନ୍ୟ ଫୋନକୁ ଯାଇ ଭାଇରାଲ ହେଉଥାଏ।ସେହି ଭିଡିଓ ଟିରେ କୁନି ପିଲାଟି କିଛି ବାଡେଇବା ବିଷୟରେ କଥା କହୁଛି ଓ ତାକୁ ତା ମାଆ ବୁଝାଉଛନ୍ତି ଆଉ ଏମିତି କହିବୁନି।

ସେ ଏକ ଝଗଡା ବିଷୟରେ କହୁଛି ଓ ତାର ଡ୍ରେସ କାଢ଼ିବା ସମୟରେ ଚେନ ଛିଡିଯିବ ବୋଲି ମଧ୍ୟ କହୁଛି ସେ ଓ ତାର ମାଆଙ୍କ ମଧ୍ୟରେ ଏହି ହୋଇଥିବା ମଜଳିଆ କଥା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଅସିଛି ଓ ସେହି କୁନି ପିଲାଟିର କହିବା ଶୈଳୀ ଓ କହିବା ସ୍ୱର ମଧ୍ୟ ମଜଳିଆ ଅଛି।ସେହି ପିଲାଟି ମଝିରେ ମଝିରେ ହିନ୍ଦୀରେ ମଧ୍ୟ କିଛି ଶବ୍ଦ କହିଛି ତାହା ମଧ୍ୟ ଖୁବ ମଜଳିଆ ଅଟେ।

Leave a Reply

Your email address will not be published. Required fields are marked *