କୋଭିଡ ର ନୂଆ ଲକ୍ଷଣ ଅଣଦେଖା କରନ୍ତୁ ନାହିଁ – ଏହି ଲକ୍ଷଣ ଥିଲେ ଯଥାଶୀଘ୍ର ପରୀକ୍ଷା କରନ୍ତୁ..

Spread the love

କୋଭିଡ଼ିର ଦ୍ୱିତୀୟ ଲହରୀ। ନୂଆ ଲକ୍ଷଣ ଏବଂ ନୂଆ ଇଂଫେକ୍ସନ। ଯାହାକି କେତେଦୂର ଭୟଙ୍କର ବା କେତେ ହାନିକାରକ ଆସନ୍ତୁ ଜାଣିବା ଅଭିଜ୍ଞାତ ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କ ଠାରୁ। ସେ କହିଛନ୍ତି ଯେ ଯେତେ ବି ମାହାମାରୀ ଅଛି ତାର ସଂକ୍ରମଣ ଜାରି ରହିଥାଏ। କିଛିଦିନ ପରେ ଏହା ବାୟୁମଣ୍ଡଳରେ ଘୁରି ବୁଲେ, ଏବଂ ପୁନଃ ସଂକ୍ରମଣ କରେ।ବର୍ତ୍ତମାନ ଭାରତ ବର୍ଷରେ ମହାମାରୀ କୋରନା ଭୟଙ୍କର ରୂପ ନେଇସାରିଛି, ତ ଯେତେ ହେବ ନିଜକୁ ସଚେତନ ରଖିବାକୁ ପଡିବ।

ହେଲେ ଆହୁରି ଏକ ଚିନ୍ତାର ବିଷୟ ନଜର କୁ ଆସିଛି ଯେ ଯାହାକୁ ଥରେ ଏହି ମହାମାରୀ ସଂକ୍ରମଣ କରିସାରିଛି ତାହା କଣ ଆଉ ଥରେ ପୁନଃ ସଂକ୍ରମଣ ହେବ କି?ଏହି ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଛି ଏବଂ ଭୟ ସୃଷ୍ଟି କରିଛି।ଏହିଭଳି ପରିସ୍ଥିତି କୁ ଭିତି କରି ଏକ ଉଦାହରଣ ଯେ ଜଣେ ପରିବାର ଥରେ ସମସ୍ତଙ୍କୁ କୋଭିଡି ପିଜେଇଟିଭି ହେଲା ପରେ ଫୁନି ୪/୫ ମାସ ପରେ ସେ ସମସ୍ତଙ୍କୁ ପୁନଃ ସଂକ୍ରମଣ ହେଇଛି ଯାହାକି ଆଗ ଅପେକ୍ଷା ଅନେକ ଅଲଗା ଲକ୍ଷଣ ଦେଖାଦେଇଛି।

ଆଗ ଅପେକ୍ଷା ବର୍ତ୍ତମାନ କୋଭିଡି ରେ ଆମ ଭାରତରେ ଅଠାବନ ଲକ୍ଷ୍ୟ ଲୋକ ସୁସ୍ଥ ହେଲେଣି, ହେଲେ ଆଗ ଅପେକ୍ଷାକୃତ ଅନେକ ନୂତନ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି।ସାଧାରଣତ ଦେଖିବାକୁ ଗଲେ ଏହି ରୋଗ ସମ୍ପୂର୍ଣ୍ଣ ଭଲ ହୁଏ ନାହିଁ।ଏଥିରେ ସେହି ଲକ୍ଷଣ ଭଲ ହେଲେ ମଧ୍ୟ କିଛି ରହିଥାଏ ଯାଉଥିରେ ସେହି ଲକ୍ଷଣ ସହିତ ଅନେକ ନୂଆ ଲକ୍ଷଣ ଏବଂ ଅନ୍ୟ ଇଂଫେକ୍ସନ ମଧ୍ୟ ଦେଖାଦେଇଥାଏ।ଏହି ପୁନଃ ସଂକ୍ରମଣ ବହୁତ କମ ଦେଖାଦେଇଥାଏ।ଯାହାକୁ କୋଭିଡି ପଜେଟିଭି ଥାଏ ସେ ହୁଏତ ପ୍ରଥମ ଥର ସୁସ୍ଥ ହୋଇପାରେ ନ ହୋଇ ମଧ୍ୟ ପାରେ।ଅଧିକ ବୟସ ଥିବା ଲୋକ ମାନେ ବୃଦ୍ଧ ସମୟରେ ପୋଜିଟିଭ ହୋଇ ସୁସ୍ଥ ହେଲେ ମଧ୍ୟ ଏହାର ଆଶଙ୍କା ବହୁତ ଥାଏ କି ପୁନଃ ସଂକ୍ରମଣ ହୋଇପାରେ।

ତେଣୁ ଏହା ବୃଦ୍ଧ ବୟସର ଲୋକମାନଙ୍କ ପାଇଁ କୌଣସି ପ୍ରକାର ସହାୟତା ପ୍ରସ୍ତୁତି କରାଯାଇନାହିଁ।ଆପଣ ଯଦି ତଥ୍ୟକୁ ଦେଖିବେ ତେଣୁ ଜାଣିବେ ଯେ ପୁନଃ ସଂକ୍ରମଣରେ ଅଧିକ ଲକ୍ଷଣ ଦେଖାଦେଉଛି ଏବଂ କିଛି ଲକ୍ଷଣ ଦେଖାଯାଉନି ପରେ ଟେଷ୍ଟ କଲା ପରେ ପଜେଟିଭି ରିପୋର୍ଟ ଆସୁଛି।ତେଣୁ ଏହାଦ୍ୱାରା ଅନେକ ପୁନଃ ସୁସ୍ଥ ହୁଅନ୍ତି ଏବଂ ଅନେକଙ୍କର ପ୍ରାଣ ହାନୀ ହୋଇଥାଏ।

ପୁନଃ ଲକ୍ଷଣ ଦେଖାଦେଲେ ମଧ୍ୟ ଟେଷ୍ଟ କରିବା ନିହାତି ଆବଶ୍ୟକ ନୁହେଁ କାରଣ ଏହା ତୁମ ଶରୀର ମଧ୍ୟରେ ଥାଏ,ଏବଂ ଏହା ପ୍ରଥମ ଥର ଭଳି ଏତେ ସବଳ ନୁହେଁ।ଏହା ଧୀରେ ଧୀରେ ଦୁର୍ବଳ ହୁଏ, ଯଦି ପ୍ରଥମ ଥର ସୁସ୍ଥ ହୋଇସାରିଛନ୍ତି ତାପରେ ଆପଣ ଯେତେ ସଚେତନତା ଅବଲମ୍ବନ କରିପାରିବେ।ହେଲେ ଏହା ଦ୍ୱାରା ଭୟଭୀତ ହେବେ ନାହିଁ।ଏଥିରେ କୋରନା ଲକ୍ଷଣ ମଧ୍ୟ ଦେଖାଦେଉଛି ଯାହାକୁ ସ୍ୱାସ୍ଥ୍ୟ କର୍ମୀ ମାନେ ବହୁତ ଚେଷ୍ଟା ଦ୍ୱାରା ଏହାର ସଂଧାନ କରୁଛନ୍ତି।ଆମକୁ କେବଳ ସୁସ୍ଥ ରହିବାକୁ ହେଲେ ନିଜର ରୋଗପ୍ରତିରୋଧକ ଶକ୍ତିକୁ ପ୍ରାକୃତିକ ଉପାୟରେ ବୃଦ୍ଧି କରିବାକୁ ପଡିବ।

Leave a Reply

Your email address will not be published. Required fields are marked *