ଲତା ମଣ୍ଡଳ କହିଲେ ମୁଁ ତ ଦୈତାରୀ ଙ୍କ ବିଷୟରେ ଏତେ କଥା କହୁଛି ଯଦି ଦାମ ଅଛି ACTION ନିୟନ୍ତୁ,ମୁଁ ଜାଣିବି ସେ ଅସଲ ରେ ଜଣେ..ଦେଖନ୍ତୁ Video

Spread the love

ସାଙ୍ଗ ମାନେ ଆପଣ ମାନେ ତ ଯାତ୍ରା ଜଗତର ଅତି ପରିଚିତ ବ୍ୟକ୍ତି ଓ ବରିଷ୍ଠ ଅଭିନେତା ଦୈତାରି ପଣ୍ଡାଙ୍କୁ ଜାଣିଥିବେ।ଅଭିନୟ ଜଗତରେ ଦର୍ଶକ ମାନଙ୍କ ପାଇଁ ଭିନ୍ନ ଏକ ଅଭିନେତା ସାଜିଛନ୍ତି ସେ।ତେବେ ତାଙ୍କ ଅଭିନୟ ତ ଆପଣ ମାନେ ନିଶ୍ଚୟ ଦେଖି ଥିବେ।ଓଡ଼ିଶାର ଘରେ ଘରେ ସଫଳ ଅଭିନେତା ଭାବେ ପରିଚିତ ଦୈତାରି ପଣ୍ଡାଙ୍କ ଯାତ୍ରା ଜୀବନ ବହୁତ ଭଲ ରହିଚି

ତେବେ ତାଙ୍କ ଉପରେ ଲତା ମଣ୍ଡଳ କିଛି ଅଭିଯୋଗ ଆଣିଛନ୍ତି।ଆଜି ମୁଁ ଆପଣ ମାନଙ୍କୁ ସେହି ବିଷୟରେ କହିବା ପାଇଁ ଯାଉଚି।ତେବେ ଏହି ବିଷୟରେ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ତେଣୁ ଯେ ଚୋର ସେ ଚୋରି କରିବ।ମୁଁ ତ କେତେ କଥା କହୁଚି ସିଏ ତ କାଇଁ ମୋ ଉପରେ ଆକ୍ସନ ନେଇ ନାହାଁନ୍ତି।

ସେ ଯେଉଁ ପାର୍ଟିରେ ଥିବେ ମୁଁ ଯଦି ବୁଲିବାକୁ ଯାଇଥିବି ସିନ ଫେଲ ହୋଇଯିବ ସଂଳାପ ଛନ୍ଦି ଯିବେ।କଣ ପାଇଁ ମୁଁ ତ ଡରୁ ନାହିଁ।ଯିଏ ମିଛୁଆ ଯିଏ ଠକୁଆ ଯିଏ ବେଇମାନ ସେ ସତ ଲୋକ ପାଖରେ ମୁଣ୍ଡ ନୋଇଁବ ଆଉ ଡରିବ।ପତିତ ଆତ୍ମା ଯିଏ ସତ ଲୋକ ପାଖରେ ସିଏ ଡରିବ।କହିବାର କିଛି ନାହିଁ ମାଲିକ ବୁଝିବେ।

ଯେତେବେଳେ ମତେ ପ୍ରଶ୍ନ କରୁଛନ୍ତି ମୋର ଏଇ କଥା।ନାଁ ଟା ପ୍ରକାଶ କରିବା କଥା ନୁହେଁ ତାର ବି ସଂସାର ଅଛି ସେ ବି ନିଜକୁ ବଦଳେଇ ଦେଉ।ଦେଖନ୍ତୁ କୋଭିଡ ପାଇଁ କେତେ କଣ ହେଇଗଲା ତା ପରେ ବି ଚେତୁ ନାହାଁନ୍ତି।କଣ ମୁଣ୍ଡେଇକି ନେଇ ଯିବ।କି ଧନ।ଧନ ପଛରେ ଗୋଡେଇଚ କଳାକାର ହେଇ।

ଯିଏ ପ୍ରକୃତ କଳାକାର ସିଏ କେବେ ଧନକୁ ଚାହିଁବ ନାହିଁ।ଆମର ଏହି ରାଜଧାନୀ ପାର୍ଟିରେ ବି ବହୁତ କଳାକାର ଅଛନ୍ତି ଯେଉଁ ମାନେ ପଇସା ନ ନେଇ ଆସି ଯୋଗ ଦେଇଛନ୍ତି।ସେମାନେ ତ ଭଲ କଳାକାର ସେମାନେ କଣ ଚାହିଁ ଥିଲେ ଅନ୍ୟ ପାର୍ଟିକୁ ଯାଇ ପାରି ନଥାନ୍ତେ।ଏଗୁଡ଼ା ଘୋର ଅନ୍ୟାୟ।ନିନ୍ଦନୀୟ କାମ।

ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିବାରେ ସକ୍ଷମ ହୋଇଥିବ।ତେବେ ଏହି ବିଷୟରେ ଆପଣ ମାନଙ୍କ ମତ କଣ ତାହା ମୋତେ ଜଣେଇବେ।

Leave a Reply

Your email address will not be published. Required fields are marked *