ଟୁଙ୍ଗୁରୁ ଭୋଳ ଙ୍କ ଗାଁ ଭାଉଜ LINA କହିଲେ ଆରେ ଟୁଙ୍ଗୁରୁ ତୁ ଆମ ଗାଁ ନାଁ ପକାଇ ଦେଲୁ,ତୁ ଯେବେ ଗାଁ କୁ ଆସିବୁ ତତେ…ଦେଖନ୍ତୁ Video

ସାଙ୍ଗମାନେ ଗଣ ମାଧ୍ୟମରେ ଅନେକ ଖବର ଚର୍ଚ୍ଚାରେ ଅଛି।ତେବେ ଏହି ଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଆଜି ଆମେ ଏହି ଖବର ବିଷୟରେ ଜାଣିବା।ତେବେ ଖବରଟି ସମ୍ପୂର୍ଣ ଜାଣିବା ପାଇଁ ଆର୍ଟିକିଲଟିକୁ ଶେଷ ଯାଏ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଆଜିର ତଥ୍ୟ ବିଷୟରେ।ପ୍ରେମ କେବେ ହେଲେ ବୟସ ଦେଖେ ନାହିଁ ଆପଣ ଏହା ଶୁଣି ଥିବେ।

ତେବେ ଏହି ଭଳି ଏକ ପ୍ରେମ ସଂପର୍କ ଗଢି ଉଠିଛି ଜଣେ ମହିଳା ଓ ଜଣେ ଯୁବକଙ୍କ ମଧ୍ୟରେ। ତେବେ ମହିଳା ଜଣକ ଦୁଇ ଦୁଇଟି ଛୁଆର ମା ଓ ଜଣଙ୍କ ସ୍ତ୍ରୀ।ହେଲେ ସେ ଆଉ ଜଣେ ଯୁବକଙ୍କ ସହ ରଖିଛନ୍ତି ସମ୍ପର୍କ।କହୁଛନ୍ତି ତାଙ୍କୁ ବାହା ହେବେ।ଏମିତି କହି ଆସି ପୋଲିସ ଷ୍ଟେସନ ଆଗରେ ବସିଛନ୍ତି।ଆଉ କହୁଛନ୍ତି ଜିଦିରେ

ବାହା ନ ହେଲେ ଯିବେ ନାହିଁ।ହଁ ଆଜ୍ଞା ଆମେ ସେହି ଟୁଙ୍ଗୁରୁ ଭୋଳ ଓ ବର୍ଷା ଭୋଳଙ୍କ କଥା ଆଜି ଜାଣିବା।ତେବେ ଦୁଇ ଜଣ ଏବେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାରେ ଅଛନ୍ତି।ଯେବେ ଠାରୁ ଟୁଙ୍ଗୁରୁ ପ୍ରେମ କାହାଣୀ ପଦାକୁ ଆସିଲାଣି ସେବେ ଠାରୁ ସବୁ ଯୁବ ପୀଢ଼ିଙ୍କ ଗୋଟିଏ ଚର୍ଚ୍ଚା ଟୁଙ୍ଗୁରୁ ଭୋଳ

ମୋର ତାକୁ ହେବି ମୁଁ ବାହା।ଏବେ ଟୁଙ୍ଗୁରୁ ପ୍ରେମ କାହାଣୀ କାହାକୁ ବି ଅଛପା ନାହିଁ।ଏବେ ବର୍ଷା ଭୋଳ ଖେଳ କରିବ ସାରା ଦେଶବାସୀ ଦେଖିବେ।ବର୍ଷା କାନ୍ଦୁଛି ଟୁଙ୍ଗୁରୁ ପାଇଁ। ସୁପ୍ରିମ କୋର୍ଟ ଯେତେବେଳେ ନିର୍ଦ୍ଦେଶ ଦେଲେ ତାହାର ପ୍ରଭାବ କଣ ପଡ଼ିବ ସମାଜରେ।ଦୁହେଁ ଦୁହିଁଙ୍କ ନାମରେ ଅନେକ ଅଭିଯୋଗ ଆଣିଥିଲେ।

ଏପରି କି ଦୁହେଁ ଏତେ ଚର୍ଚ୍ଚାରେ ରହିଲେ ଯେ ତାଙ୍କୁ ଆଲବମ ଭିଡିଓ ଓ ଗୀତ ଗାଇବା ପାଇଁ ମଧ୍ୟ ଅଫର ଆସିଲା।ହେଲେ ତାର କିଛି ଦିନ ପରେ ତାଙ୍କର ଏକ ଖରାପ ଭିଡିଓ ତଥା ଅନ୍ତରଙ୍ଗ ମୁହୂର୍ତ୍ତର ଏକ ଭିଡିଓ ଗଣ ମାଧ୍ୟମରେ ଘୁରି ବୁଲିଲା।ଏହାକୁ ନେଇ ଅନେକ ଲୋକ ବହୁତ କଥା କହିଲେ।ଏହା ମଧ୍ୟ ଆମ ସମାଜ ଉପରେ ଅନେକ ଖରାପ ପ୍ରଭାବ ପକାଉଛି।

ଯାହା କି ଏବେ ସାମ୍ନାକୁ ଆସିଛି। ଟୁଙ୍ଗୁରୁ ଭୋଳ ଓ ବର୍ଷା ଫୋନରେ ମିଶି କାନ୍ଦିଛନ୍ତି।ବର୍ଷା କହୁଛନ୍ତି ମୁଁ ତୁମ ପାଇଁ ହାତ କାଟି ଦେଇଛି।ଆଉ ସେପଟେ ଟୁଙ୍ଗୁରୁ ଭୋଳ କାନ୍ଦୁଛନ୍ତି।ବର୍ଷା ତୁ ଏମିତି କାହିଁକି କଲୁ।ଏହି କଥାକୁ ନେଇ ମଝିରେ ଅନେକ ଚର୍ଚ୍ଚା ଚାଲି ଥିଲା।

Leave a Reply

Your email address will not be published. Required fields are marked *