ଓଡ଼ିଶାର ସବୁଠୁ ସଫଳ ଆଲବମ ଅଭିନେତ୍ରୀ Lipi ଙ୍କୁ କିଏ ଧୋକା ଦେଲା,ରାତିରେ ନିଜେ ଭିଡ଼ିଓ ସେୟାର କରି କହିଲେ ନିଜର ଦୁଃଖ ବିଷୟରେ

Spread the love

ଓଡ଼ିଆ ଅଭିନୟ ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଲିପି ମହାପାତ୍ରଙ୍କୁ ଆମେ ସମସ୍ତେ ଜାଣୁ।ସେ ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଏପରି ଅଭିନେତ୍ରୀ ଅଟନ୍ତି ଯିଏକି ଖୁବ ଅଳ୍ପ ସମୟ ମଧ୍ୟରେ ନିଜର ଅନେକ ବଡ଼ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।

ତାଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।ଯାହା ଫଳରେ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତ ପାଇଁ ଏକ ବରଦାନ ଭଳି।ତାଙ୍କର ଅଭିନୟ ଦ୍ଵାରା ସେ ଅନେକ ଲୋକଙ୍କ ପ୍ରିୟ ହେବା ସହିତ ସେ ଅନେକ ଲୋକଙ୍କ ମନରେ ନିଜପାଇଁ ଏକ ସ୍ବତନ୍ତ୍ର ଜାଗା ସୃଷ୍ଟି କରିବାରେ ସଫଳ ହୋଇ ପାରୁଛନ୍ତି।ତାଙ୍କର ଅଭିନୟ ମାଧ୍ୟମରେ ସେ ନିଜର ଏକ ସ୍ବତନ୍ତ୍ର ପ୍ରତିଷ୍ଠା ମଧ୍ୟ ସୃଷ୍ଟି କରିବାରେ ସଫଳ ସଫଳ ହୋଇ ପାରିଛନ୍ତି।

ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି।ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ମନରେ ନିଜ ପାଇଁ ସମ୍ମାନ ଆଣିବାରେ ସଫଳ ହୋଇ ପାରିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ପାଇଁ ବର୍ତ୍ତମାନ ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କ ଘରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ସର୍ବଦା ନିଜର ନିଆଁରା ଅଭିନୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି।ଏହା ସହିତ ଏହି ଅଭିନେତ୍ରୀଙ୍କ ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ ମଧ୍ୟ କରନ୍ତି।

ତେବେ କିଛି ଦିନ ତଳେ ସେ ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ।ଯେଉଁଥିରେ ସେ କହୁଥିଲେ କି ସେ ଧୋକା ଖାଇଛନ୍ତି ବୋଲି।ତେବେ ତାଙ୍କର ଏହି କଥାକୁ କିଛି ଲୋକ ଏପରି ସମାଲୋଚନା କରୁଥିଲେ କି ସେ କୌଣସି ପୁରୁଷଙ୍କ ଠାରୁ ଧୋକା ଖାଇଛନ୍ତି।ମାତ୍ର ବାସ୍ତବରେ ସେପରି କିଛି ହୋଇ ନଥିଲା ସେ ନିଜର ଘରର ଚାକରାଣୀ ଠାରୁ ଧୋକା ଖାଇଛନ୍ତି ବୋଲି କହିଥିଲେ।ଅର୍ଥାତ ତାଙ୍କର ଚାକରାଣୀ ସେଦିନ କାମ କରିବାକୁ ନ ଆସିବା ଫଳରେ ତାଙ୍କୁ ନିଜେ ସମସ୍ତ କାମ କରିବାକୁ ପଡ଼ିଥିଲା।

ଏହା ସହିତ ତାଙ୍କର ଭାଉଜଙ୍କ ଦେହ ଖରାପ ଥିବାରୁ ସେ ମଧ୍ଯ କିଛି କାମ କରୁ ନଥିଲେ ଏହା ସହିତ ତାଙ୍କର ମାଆ ମଧ୍ୟ ସୁଟିଂରେ ବ୍ୟସ୍ତ ଥିବାରୁ ତାଙ୍କୁ ନିଜର ଘରର ସମସ୍ତ କାର୍ଯ୍ୟ କରିବାକୁ ପଡ଼ିଥିଲା।ଯାହା ଫଳରେ ସେ କହିଥିଲେ କି ତାଙ୍କର ଘରେ କାମ କରିବା ପାଇଁ ଥିବା ଲୋକ ଜଣଙ୍କ ତାଙ୍କୁ ଧୋକା ଦେଇ ଦେଇ ଥିଲେ ବୋଲି ଅର୍ଥାତ ସେ କାମ କରିବାକୁ ସେଦିନ ଆସି ନଥିଲେ ଯାହା ଫଳରେ ତାଙ୍କୁ ସମସ୍ତ କାର୍ଯ୍ୟ କରିବାକୁ ପଡ଼ିଥିଲା।

Leave a Reply

Your email address will not be published. Required fields are marked *