ବିବାହ କରିଲେ ଓଡ଼ିଆ ହିରୋଇନ ଲିପ୍ସା ମିଶ୍ର,Devasis Patra ଙ୍କ ସହ ବିବାହ କରିବାର ସତ୍ୟତା କଣ ଏବେ ଜାଣିରଖନ୍ତୁ,ନିଜେ କଲେ ଏହି ଖୁଲାସା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଏହି ବିଷୟରେ ଜାଣିବା।ଆପଣମାନେ ତ ନିଶ୍ଚୟ ଭାବର ଓଡ଼ିଆ ଫିଲ୍ମ ଏବଂ ଓଡ଼ିଆ ସିରିଏଲ ଦେଖୁ ଥିବେ।ଏବଂ ଏହା ଆପଣଙ୍କୁ ଅନେକ ମାତ୍ରାରେ ନିହାତି ଭାବେରେ ପସନ୍ଦ ମଧ୍ୟ କରୁଥିବେ।ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଲୋକ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ପସନ୍ଦ କରିଛନ୍ତି।

ଏହା ଫଳରେ ଦିନକୁ ଦିନ ଏହାର ଚାହିଦା ବଢୁଛି।ଏବଂ ଏହି ଓଡ଼ିଆ ଫିଲ୍ମ ଏବଂ ଦିନକୁ ଦିନ ଲୋକପ୍ରିୟତା ହାସଲ କରିବାରେ ଲାଗୁଛି।ଏହାର କାରଣ ହେଉଛି ଏହି ଫିଲ୍ମରେ ଦର୍ଶା ଯାଉଥିବା କାହାଣୀ।ଏହାର କାହାଣୀ ସବୁ ବର୍ତ୍ତମାନ ସମୟରେ ଖୁବ ସୁନ୍ଦର ଭାବରେ ଲେଖାଯାଉଛି ଏବଂ ଏହି ସବୁ କାହାଣୀ ରୋମାଞ୍ଚକର ଅଟେ ଯାହା ଦର୍ଶକ ମାନଙ୍କ ହୃଦୟକୁ ଜିତି ପାରି ଥାଏ।

ଯେତିକି ସୁନ୍ଦର ଏହି କାହାଣୀ ହୋଇଥାଏ ସେତିକି ସୁନ୍ଦର ଭାବରେ ଏହାକୁ ଫିଲ୍ମରେ ପରିଦର୍ଶିତ କରାଯାଇଥାଏ।ଏବଂ ଏହା ଦର୍ଶକ ମାନଙ୍କୁ ଫିଲ୍ମ ସହିତ ଯୋଡି ରଖିଥାଏ।ଏହାପରେ ଅନ୍ୟ କାରଣଟି ହେଉଛି ଏଥିରେ ଥିବା ଅଭିନେତା ଏବଂ ଅଭିନେତ୍ରୀ।ସେମାନଙ୍କ ଅଭିନୟ ବଳରେ ଦର୍ଶକ ମାନଙ୍କୁ ଫିଲ୍ମଟି ଅଧିକ ଆକର୍ଷକ ଲାଗିଥାଏ।ଅନେକ ଭଲ ଭଲ କଳାକାର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ରହିଛନ୍ତି।

ଏବଂ ସେମାନଙ୍କ ସୁନ୍ଦର ଅଭିନୟ ବଳରେ ଦର୍ଶକ ମାନଙ୍କ ହୃଦୟ ଜିତିପରିଛନ୍ତି।ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଲିପ୍ସା ମିଶ୍ର।ଆପଣ ତ ଲିପ୍ସା ମିଶ୍ରଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।ସେ ଜଣେ ଖୁବ ପ୍ରତିଭାଶୀଳ ଅଭିନେତ୍ରୀ ଅଟନ୍ତି।ତାଙ୍କ ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି।ନିଜର ସୁନ୍ଦର ଅଭିନୟ ବଳରେ ଲିପ୍ସା ଦର୍ଶକ ମାନଙ୍କ ହୃଦୟରେ ନୂତନ ସ୍ଥାନ ସୃଷ୍ଟି କରିପାରିଛନ୍ତି।

ତେବେ ବର୍ତ୍ତମାନ ସମୟରେ ଆପଣ ଲିପ୍ସାଙ୍କ ଭାଇରାଲ ହେଉଥିବା ଏକ ବିବାହର ଖବର ତ ଆପଣ ଶୁଣିଥିବେ।ସେହି ଭିଡ଼ିଓରେ ତାଙ୍କର ବିବାହ ହେବାର ଦେଖାଯାଇଛି।ଓ ଖୁବ ଧୂମ ଧାମର ସହିତ ତାଙ୍କ ବିବାହ ଉତ୍ସବ ପାଳନ କରାଯିବାର ଦେଖାଯାଇଛି।ଏହି ଭିଡ଼ିଓଟି ଆପଣ ସୋସିଆଲ ମିଡ଼ିଆରୁ ଆପଣ ପାଇପାରିବେ।,ଯାହାକି ବହୁତ ଭାଇରଲ ହେବାରେ ଲାଗିଅଛି।

କିନ୍ତୁ ଯାହା ତଥ୍ୟ ମିଳିଛି ଏହି ଭାଇରାଲ ହେଉଥିବା ଭିଡିଓଟି ତାଙ୍କ ସୁଟିଙ୍ଗ ସେଟର ଅଟେ ବୋଲି କୁହା ଯାଉଛି।ଆପଣ ଏହା ନିଶ୍ଚିତ ଜାଣିଥିବେ ଯେ ଲିପ୍ସା ଭଲ ଆକ୍ଟରେସ ଏବଂ ଭଲ ଆକ୍ଟିଙ୍ଗ କରନ୍ତି।କହିରଖିବୁ କି ଏହି ଭିଡିଓରେ ସେ ନିଜ ଲୂକ ଦ୍ଵାରା ଭାଇରଲ ହେବାର ଲାଗୁଚି ବୋଲି ଜଣା ଯାଉଛି।ଏହା ଆପଣଂକୁ କେମିତି ଲାଗିଲା ଆମକୁ ନିଶ୍ଚିତ ଜଣାଇବେ।

ତେବେ ଏହା ତାଙ୍କର ଆଗାମୀ ଫିଲ୍ମ ରଂଗୀଲା ବୋହୁ ର ଏକ ଦୃଶ୍ୟ ଅଟେ,ଏଥିରେ ସେ ଦେବାଶିଷ ଙ୍କ ସହ ବିବାହ କରୁଥିବାର ଦେଖିବାକୁ ମିଳିଛି,ତେବେ ଏହା ସମ୍ପୂର୍ଣ ଭାବେ ରିଲ ଲାଇଫ ବାହାଗହାର ଅଟେ ଓ ଆପଣଙ୍କ କହିବା ପାଇଁ କହିରଖୁ ଦେବାଶିଷ ଆଗରୁ ବିବାହ କରି ସାରିଛନ୍ତି ଓ ଲିପ୍ସା ମଧ୍ୟ ଆଗାମୀ ଦିନରେ ନିଜର ସତ ଲାଇଫ ପାର୍ଟନର ଙ୍କ ସହ ବିବାହ କରିବା ପାଇଁ ଯାଉଛନ୍ତି

Leave a Reply

Your email address will not be published. Required fields are marked *