ଆସିଲା ଖୁସି ଖବର – ବିବାହ ବନ୍ଧନରେ ବାନ୍ଧି ହେଲେ Lipsa Mishra,ଏହି କଥା କୁ ଖୁଲାସା କଲେ ନିଜେ ଲିପ୍ସା..

Spread the love

ଅଭିନେତ୍ରୀ ଲିପ୍ସାଙ୍କୁ ଆମେ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କର ପ୍ରିୟ ହୋଇ ପାରିଛନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ସେ ନିଜର ଅଭିନୟ କରିବାର ବିଶେଷ କଳା ପାଇଁ ଅନେକ ଲୋକଙ୍କର ପ୍ରିୟ ହୋଇ ପାରିଛନ୍ତି।ଓଡ଼ିଶାର ପ୍ରତ୍ୟେକ ଲୋକ ତାଙ୍କର ଅଭିନୟ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରିଥାନ୍ତି।ସେଥିପାଇଁ ସେ ଓଡ଼ିଶାର ଜଣେ ଆଗ ଧାଡ଼ିର ଅଭିନେତ୍ରୀ।

ସେ ନିଜର ଅଭିନୟ ପାଇଁ ବହୁତ ପୁରସ୍କାର ପାଇ ସାରିଛନ୍ତି।ଏହା ସହିତ ତୁଳସୀ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ସମସ୍ତଙ୍କୁ ଅଧିକ ଆକର୍ଷିତ କରି ପାରିଥିଲା।ଏହା ସହିତ ସେ ଅନେକ ଲୋକଙ୍କର ପ୍ରିୟ ହୋଇ ପାରିଥିଲେ।ତାଙ୍କର ଅଭିନୟ ବାସ୍ତବରେ ମନ ମୁଗ୍ଧକର ହୋଇଥାଏ।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ମନରେ ନିଜ ପାଇଁ ଜାଗା ସୃଷ୍ଟି କରି ପାରିଛନ୍ତି।

ସେ ବର୍ତ୍ତମାନ ଅନେକ ଯୁବ ଅଭିନେତ୍ରୀ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।ଏହି କିଛି ଦିନ ତଳେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ବୋହୂ ବେଶରେ ସଜାଇ ହୋଇଥିଲେ।ମାତ୍ର ଅନେକ ଲୋକ ଏହାକୁ ତାଙ୍କର ବିବାହ ବୋଲି ଭାବି ନେଇଥିଲେ ଓ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା।ମାତ୍ର ବାସ୍ତବରେ ସେପରି କିଛି ନଥିଲା ଓ ସେ ବିବାହ ମଧ୍ୟ କରି ନାହାନ୍ତି।

ଏହା ସହିତ ସେ ବୋହୂ ବେଶରେ ସଜାଇ ହେବାର ଅର୍ଥ ହେଉଛି ସେ ଏକ ନୂତନ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି।ସେହି ଚଳଚ୍ଚିତ୍ରର ନାମ ହେଉଛି ରଙ୍ଗିଲା ବୋହୂ।ସେ ଏହି ଚଳଚ୍ଚିତ୍ରରେ ଲିପ୍ସା ଦୁଇଟି ଭୂମିକାରେ ଅଭିନୟ କରୁଛନ୍ତି ଅର୍ଥାତ ସେ ଡବଲ ରୋଲ କରୁଛନ୍ତି।ଏହି ଚଳଚ୍ଚିତ୍ରରେ ସେ ଗୋଟିଏ ଭଲ ଭୂମିକାରେ ଅଭିନୟ କରୁଥିବା ସମୟରେ ଅନ୍ୟ ଏକ ଖରାପ ଭୂମିକାରେ ଅଭିନୟ କରୁଛନ୍ତି।

ଏହି ଚଳଚ୍ଚିତ୍ରରେ ସେ ଦେବାଶିଷଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି।ଏହା ସହିତ ଏହି ଚଳଚ୍ଚିତ୍ରରେ ଦେବାଶିଷଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିବ।ତେବେ ଅଭିନେତ୍ରୀ ଲିପ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ଏହା ସହିତ ସେ ଅନେକ ଫିଲ୍ମ ମଧ୍ୟ କରି ସାରିଲେଣି।ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।

ସେଥିପାଇଁ ସେ ନିଜର ଅଭିନୟ ଦ୍ୱାରା ବର୍ତ୍ତମାନ ସମସ୍ତ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି।ତେବେ ଏହି ଚଳଚ୍ଚିତ୍ର ଖୁବ ଶୀଘ୍ର ଦର୍ଶକ ମାନଙ୍କ ସମ୍ମୁଖକୁ ଆସିବାକୁ ଯାଉଛି।ଯାହା ଫଳରେ ସମସ୍ତ ଦର୍ଶକ ଏହି ଚଳଚ୍ଚିତ୍ରରେ ଲିପ୍ସାଙ୍କ ଅଭିନୟ ଦେଖି ପାରିବେ।ତେବେ ତାଙ୍କର ବିବାହ ସମ୍ପର୍କରେ ସେ କିଛି କହି ନାହାନ୍ତି।ଏହା ସହିତ ସେ ଆଗକୁ କେବେ ବିବାହ କରିବେ ସେ ସମ୍ପର୍କରେ ମଧ୍ୟ କିଛି ସୂଚନା ମିଳି ନାହିଁ।ତେବେ ଯାହା ଲାଗୁଛି ସେ ହୁଏତ ଆଗକୁ ଖୁବଶିଘ୍ର ବିବାହ କରି ପାରନ୍ତି।

Leave a Reply

Your email address will not be published. Required fields are marked *