ସାମ୍ନାକୁ ଆସିଲେ ରାଜ କୁନ୍ଦ୍ରା ଙ୍କ ଫିଲ୍ମ ରେ କାମ କରୁଥିବା ଓଡ଼ିଆ ଅଭିନେତା Shakespere Tripathy,କହିଲେ ସେହି ସମୟର ଦୁଃଖ ବିଷୟରେ..

Spread the love

ତେବେ ବର୍ତ୍ତମାନ ଓଲିଉଡ ଜଗତରେ ବୋଲ୍ଡ ସିନକୁ ନେଇ ଅନେକ ପ୍ରକାରର ତଥ୍ୟ ଓ ଖବର ସାମ୍ନାକୁ ଆସିବାରେ ଲାଗିଛି।ଏହା ସହିତ ଆମେ ସମସ୍ତେ ବର୍ତ୍ତମାନ ଓଲିଉଡ ଜଗତରେ ସେକ୍ସପିଅର ତ୍ରିପାଠୀ ଙ୍କୁ ଅଳ୍ପ କିଛି ଜାଣିଥିବା।ସେ ବର୍ତ୍ତମାନ ପର୍ଯ୍ୟନ୍ତ ଓଲିଉଡ ଜଗତରେ ନିଜକୁ ଭଲ ଭାବରେ ପରିଚିତ କରାଇ ପାରି ନାହାନ୍ତି।କିନ୍ତୁ ଏହା ପରେ ମଧ୍ୟ ତାଙ୍କ ଉପରକୁ ଅନେକ ଲୋକ ଆଙ୍ଗୁଳି ଉଠାଇବା ଆରମ୍ଭ କରି ସାରିଲେଣି।କାରଣ ସେ ବର୍ତ୍ତମାନ ଓଲିଉଡ ଜଗତରେ ବୋଲ୍ଡ ସିନ କରିବା ଆରମ୍ଭ କରିଛନ୍ତି।

ତେବେ ତାଙ୍କ କହିବା ଅନୁସାରେ ଯଦି ବଲିଉଡ ଜଗତରେ ଅନେକ କଳାକାର ବୋଲ୍ଡ ସିନ କରି ମଧ୍ୟ ଅନେକ ପ୍ରଶଂସିତ ହେଉଛନ୍ତି ତେବେ ସେ କାହିଁକି ଏପରି ଭାବରେ ନିନ୍ଦା ପାଉଛନ୍ତି।ତେବେ ସେ କିଛି ଦିନ ତଳେ ଓଲିଉଡ଼ ଜଗତରେ ପାଦ ଦେଇଥିଲେ ଓ ବୋଲ୍ଡ ସିନ କରିବା ଆରମ୍ଭ କରିଥଲେ।ତେବେ ସେ ଏପରି କରିବା ପଛରେ ତାଙ୍କର ଭବିଷ୍ୟତ ନିର୍ଭର କରେ।ତେବେ ସେ ଯେପରି ଭାବରେ  ସିନ କରିବା ଆରମ୍ଭ କରିଥିଲେ ଏହା ପରେ ତାଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା।

କାରଣ ଆମର ଓଲିଉଡ ଜଗତରେ ବର୍ତ୍ତମାନ ପର୍ଯ୍ୟନ୍ତ ସିନ ଏତେ ଭଲ ଭାବରେ ପରିଚିତ ହୋଇ ପାରି ନାହିଁ।ତେବେ ସେ ଯେତେବେଳେ ପ୍ରଥମ ଥର ଏହାକୁ କରିବାକୁ ଆରମ୍ଭ କରିଥିଲେ।ଏହାପରେ ତାଙ୍କୁ ଅନେକ ଲୋକ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି।ତେବେ ଏପରି ପରିସ୍ଥିତିରେ ସେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହା ସହିତ ସେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ କି ଓଲିଉଡ ଜଗତରେ ଏହା ପୂର୍ବରୁ ମଧ୍ୟ କିଛି କଳାକାର ବୋଲ୍ଡ ସିନ କରିଛନ୍ତି।ସେ କହିଥିଲେ କି ପୂର୍ବରୁ ଅନୁ ଚୌଧୁରୀ ମଧ୍ୟ ସିନ କରି ସାରିଛନ୍ତି।କିନ୍ତୁ ତାଙ୍କୁ ଏପରି ଭାବରେ ସମାଲୋଚନାର ଶିକାର ହେବାକୁ ପଡ଼ି ନଥିଲା ଯେପରି ଭାବରେ ତାଙ୍କୁ ସମାଲୋଚନା କରା ଯାଉଛି।ସେଥିପାଇଁ ସେ କହିଛନ୍ତି କି ତାଙ୍କୁ ମଧ୍ୟ ଜନତା ସମର୍ଥନ କରିବା ଆବଶ୍ୟକ।

ଏହା ସହିତ ସେ ଇମ୍ରାନ ହସମିଙ୍କ ଉଦାହରଣ ଦେଇ କହିଥିଲେ କି ସେ ମଧ୍ୟ ଅନେକ ସିନ କରି ସାରିଲେଣି।କିନ୍ତୁ ଜନତା ତାଙ୍କର ଅଭିନୟ ଦେଖିବା ପାଇଁ ପସନ୍ଦ କରୁଛନ୍ତି।କିନ୍ତୁ ଏହି କାମ ଯେତେବେଳେ ସେ କରୁଛନ୍ତି ସେତେବେଳେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଛି।ତେବେ ଏହା ପରେ ମଧ୍ୟ ସେ ଜନତାଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କୁ ସମର୍ଥନ କରିବା ପାଇଁ।କାରଣ ତାଙ୍କର ସମର୍ଥନ ବିନା ସେ କେବେବି ଆଗକୁ ଯାଇ ପାରିବେ ନାହିଁ।

ଏହା ସହିତ ତାଙ୍କର ଏହି ସିନ ଯଦି ଜନତାଙ୍କୁ ଭଲ ଲାଗୁ ନାହିଁ ତେବେ ସେ ଜନତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।ଏହା ସହିତ ସେ ଆଗକୁ କେବେ ମଧ୍ୟ ଏପରି ସିନ କରିବେ ନାହିଁ ଯାହା ଜନତାଙ୍କୁ ଭଲ ନ ଲାଗିବ ବୋଲି ସେ ପ୍ରତିଶ୍ରୁତି ଦେଇ ଛନ୍ତି।ଏହା ସବୁ ପରେ ମଧ୍ୟ ତାଙ୍କର ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କୁ ସନ୍ତୁଷ୍ଟ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *