ଗାଁ Kitchen ଘରେ ଚୁଲ୍ଲୀ ରେ ଲୁଚି ଥିଲା ଭୟଙ୍କର Cobra,ମହିଳା ଯିବା ମାତ୍ରେ ଘଟିଲା ଏପରି ଯେ ଥରିବାକୁ ଲାଗିଲେ ମହିଳା ଜଣକ,ଏପରି ନିଜ ଜୀବନ ରକ୍ଷାକଲେ

Spread the love

ତେବେ ଓଡ଼ିଶାର ଏକ ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଲା ଯାହାକୁ ଶୁଣିବା ପରେ ଯେ କୌଣସି ବ୍ୟକ୍ତି ମଧ୍ୟ ଭୟଭୀତ ହୋଇ ପଡ଼ିବ।ତେବେ ଏହି ଘଟଣା ଏପରି ହୋଇଥିଲା କି ଜଣେ ମହିଳା ନିଜର ରୋସେଇ କାର୍ଯ୍ୟ କରିବା ପାଇଁ ନିଜର ରୋସେଇ ଘରକୁ ଯାଉଥିଲେ।କିନ୍ତୁ ସେହି ସମୟରେ ସେ ଯାହା ଦେଖିଲେ ସେ ବିଶ୍ୱାସ କରି ପାରିଲେ ନାହିଁ।ସେ ଦେଖିଲେ କି ଏକ ବିରାଟ ନାଗ ତାଙ୍କ ସମ୍ମୁଖରେ ଛିଡା ହୋଇଛି।ଏହା ଦେଖିବା ପରେ ସେ କଣ କରିବେ ସେ ବୁଝି ପାରିଲେ ନାହିଁ।

ଏହାପରେ ସେ ଅଚାନକ ଭାବରେ ଭୟଭୀତ ହୋଇ ସେହି ସ୍ଥାନ ଛାଡି ଦୌଡ଼ି ପଳାଇଲେ।ତେବେ ଏତେ ପାଖରେ ଥାଇ ମଧ୍ୟ ସେହି ସର୍ପ ତାଙ୍କୁ ଦଂଶନ କରି ନଥିଲା ଯାହା ଫଳରେ ସେ ବଞ୍ଚି ଯାଇଥିଲେ।ତେବେ ସେ କହିଥିଲେ କି ସେ ଏତେ ପାଖରୁ କେବେ ମଧ୍ୟ ଏଭଳି ଭୟାନକ ସର୍ପ ଦେଖି ନଥିଲେ।ତେବେ ଏହି ନାଗ ସାପ ବହୁତ ବଡ଼ ଥିଲା।ଯାହା ଫଳରେ ସେ ସେହି ସର୍ପର ଦଂଶନରୁ ବଞ୍ଚିବା ଭାଗ୍ୟର କଥା।

ତେବେ ଏହାପରେ ସେ ଏହା ସମ୍ପର୍କରେ ବନ ବିଭାଗର କର୍ମଚାରୀ ମାନଙ୍କୁ ସୂଚନା ଦେଇଥିଲେ।ଏହାପରେ ବାନ ବିଭାଗର କର୍ମଚାରୀ ମାନେ ତାଙ୍କ ପାଖରୁ ଏହି ଖବର ପାଇବା ପାରେ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଯାଇଥିଲେ।ଏହାପରେ ସେମାନେ ତୁରନ୍ତ ସେହି ସର୍ପକୁ ସେହି ସ୍ଥାନରୁ ବାହାର କରିବା ପାଇଁ ନିଜର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ।

ଏହାପରେ ଅନେକ ସମୟର ପ୍ରୟାସ ପରେ ସେମାନେ ସେହି ସାପକୁ ବାହାର କରି ପାରିଥିଲେ।ତେବେ ବନ ବିଭାଗର କର୍ମଚାରୀ ସେହି ସାପକୁ ବାହାର କରିବା ସମୟରେ ସେହି ସର୍ପ ତାଙ୍କ ଉପରକୁ ଆକ୍ରମଣ ମଧ୍ୟ କରିଥିଲା।ତେବେ ବନ ବିଭାଗର କର୍ମଚାରୀ ସେହି ଆକ୍ରମଣରୁ ବର୍ତ୍ତି ଯାଇଥିଲେ।ତେବେ ସେମାନେ ଏହାକୁ ଏକ ବ୍ୟାଗ ମଧ୍ୟରେ ପୁରାଇ ଏକ ସୁରକ୍ଷିତ ସ୍ଥାନରେ ନେଇ ଛାଡ଼ି ଥିଲେ।

ତେବେ ସେହି ବନ ବିଭାଗର କର୍ମଚାରୀ କହିଥିଲେ କି ଯଦି ସେହି ନାଗ ସାପ କାହାକୁ କାମୁଡ଼ିଥାନ୍ତା ତେବେ ସେହି ବ୍ୟକ୍ତି ଯଦି ସଠିକ ସମୟରେ ଅର୍ଥାତ ୧୫-୨୦ ମିନିଟ ମଧ୍ୟରେ ଚିକିତ୍ସାଳୟରେ ନ ପହଞ୍ଚେ ତେବେ ସେହି ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ ହୋଇ ଯାଇଥାନ୍ତା।ତେବେ ଭଗବାନଙ୍କ କୃପାରୁ ସେଠାର ସଠିକ ସମୟରେ ବନ ବିଭାଗର କର୍ମଚାରି ଆସି ପହଞ୍ଚି ଯାଇଥିଲେ।

ତେବେ ସେଠାରେ ବନ ବିଭାଗର କର୍ମଚାରିମାନେ କହିଥିଲେ କି ଆପଣଙ୍କ ଅଞ୍ଚଳରେ ଆଉ ଯଦି ଏହିଭଳି ବିଷଧର ସାପ ଦେଖା ଯାଆନ୍ତି ତେବେ ସେମାନଙ୍କୁ ନ ମାରି ତୁରନ୍ତ ବନ ବିଭାଗକୁ ଖବର କରିବା ଫଳରେ ସେମାନେ ଆସି ତୁରନ୍ତ ସେହି ସାପକୁ ନେଇଯିବେ।ତେବେ ଏହା ସହିତ ବନ ବିଭାଗର କର୍ମଚାରି କହିଥିଲେ କି କୌଣସି ମଧ୍ୟ ଜୀବକୁ ଏପରି ଭାବରେ ମାରିବା ଏକ ଘୋର ଅପରାଧ

।ତେଣୁ କାହାକୁ ନ ମାରି ସେମାନଙ୍କ ସମ୍ପର୍କରେ ବନ ବିଭାଗକୁ ସୂଚନା ଦେବା ଫଳରେ ସେମାନେ ସେମାନଙ୍କୁ ଅନ୍ୟ ସ୍ଥାନରେ ନେଇ ଛାଡ଼ି ଦେବେ।ଯାହା ଫଳରେ ସେମାନେ ମଧ୍ୟ ସୁରକ୍ଷିତ ରହିବେ ଓ ଆପଣ ମଧ୍ୟ ସୁରକ୍ଷିତ ରହିବେ।

Leave a Reply

Your email address will not be published. Required fields are marked *