ଜଣେ ମହିଳା ମା ହେବା ପାଇଁ କେତେ ଥର ସମ୍ପର୍କ ରଖିବା ଆବଶ୍ୟକ ? ଏହି ସମୟରେ ସମ୍ପର୍କ ରଖିଲେ ଯଥାଶୀଘ୍ର ମା ହେଇ ପାରିବେ..

Spread the love

ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ କି କେତେଥର ସମ୍ପର୍କ ରଖିବା ପରେ ଜଣେ ମହିଳା ଗର୍ଭବତୀ ହୋଇଥାଏ।ଏପରି ଅନେକ ସମୟରେ ହୋଇଥାଏ କି ଜଣେ ମହିଳା ଓ ପୁରୁଷ ବାରମ୍ବାର ସମ୍ପର୍କ ରଖିବା ପରେ ମଧ୍ୟେ ସେହି ମହିଳା ଜଣଙ୍କ ଗ-ର୍ଭ-ବ-ତୀ ହୁଅନ୍ତି ନାହିଁ।ଯଦି କୌଣସି ମହିଳାଙ୍କର ପିରିୟଡ଼ ସଠିକ ସମୟରେ ଆସୁଥାଏ ବା ସେମାନଙ୍କର ଶରୀର ସୁସ୍ଥ ରହୁଥାଏ ତେବେ ସେହି ମହିଳା ଜଣଙ୍କ ନିଜର ପତିଙ୍କ ସହିତ ପିରିୟଡ଼ ହେବାର ୮-୧୬ ଦିନ ମଧ୍ୟରେ ଯଦି ଦିନେ ଛାଡ଼ି ଦିନେ ସମ୍ପର୍କ ରଖନ୍ତି ତେବେ ସେହି ମହିଳା ଗ-ର୍ଭ-ବ-ତୀ ହେବାର ସମ୍ଭାବନା ଯଥେଷ୍ଟ ଅଧିକ।

କିନ୍ତୁ ଯଦି ମହିଳାଙ୍କର ପିରିୟଡ଼ ସଠିକ ସମୟରେ ଆସୁ ନଥାଏ ତେବେ ସେହି ମହିଳାଙ୍କର ଗ-ର୍ଭ-ବ-ତୀ ହେବାର ସମ୍ଭାବନା ଯଥେଷ୍ଟ କମି ଯାଇଥାଏ।କାରଣ ସେ ଜାଣି ପାରନ୍ତି ନାହିଁ ତାଙ୍କୁ କେଉଁ ସମୟରେ ନିଜର ପତିଙ୍କ ସହିତ ସମ୍ପର୍କ ରଖିବାର ଅଛିତେବେ ଏହାକୁ ସଠିକ କରିବାର କେବଳ ଗୋଟିଏ ଉପାୟ ହେଉଛି ଆପଣ ଡକ୍ଟରଙ୍କ ସହିତ ଉପଯୁକ୍ତ ପରାମର୍ଶ କରି ଆବଶ୍ୟକ ଔଷଧ ଖାଇବା ଆବଶ୍ୟକ।ଯାହା ଫଳରେ ଆପଣ ନିଜର ପିରିୟଡ଼ର ସମୟ ଠିକ କରିପାରିବେ ଯାହା ଫଳରେ ସେମାନେ ଗ-ର୍ଭ-ବ-ତୀ ହେବାର ସମ୍ଭାବନା ରହିଛି।

ଯଦି ଆପଣ ଏବେ ପର୍ଯ୍ୟନ୍ତ ମଧ୍ୟ କୌଣସି ଡକ୍ଟରଙ୍କ ସହିତ କୌଣସି ସମ୍ପର୍କ ରଖି ନାହାନ୍ତି ତେବେ ଆପଣ ନିଜର ପିରିୟଡ଼ ଆସିବ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଆପଣଙ୍କର ଯେଉଁ ଦିନ ପିରିୟଡ଼ ଆସିବ ଆପଣ ସେହିଦିନ ପରଠାରୁ ଦିନେ ଛାଡ଼ି ଦିନେ ସମ୍ପର୍କ ରଖନ୍ତୁ।

ଯାହା ଫଳରେ ଆପଣ ଗ-ର୍ଭ-ବ-ତୀ  ହେବାର ସମ୍ଭାବନା ଯଥେଷ୍ଟ ଅଧିକ।ଆପଣଙ୍କର ଏହା ପରବର୍ତ୍ତୀ ପିରିୟଡ଼ ଆସିବ ପର୍ଯ୍ୟନ୍ତ ଆପଣ ଦିନେ ଛାଡ଼ି ଦିନେ ସମ୍ପର୍କ ରଖନ୍ତୁ ଫଳରେ ଆପଣଙ୍କର ଗର୍ଭବତୀ ହେବାର ସମ୍ଭାବନା ଅଧିକ।

ଏହା ସହିତ ଯଦି କୌଣସି ବ୍ୟକ୍ତିଙ୍କର କିଛି ସମସ୍ୟା ରହିଥାଏ ଯେପରିକି ମଧୁମେହ ଓ ଅନ୍ୟାନ୍ୟ କୌଣସି ରୋଗ ତେବେ ସେହି ମହିଳାମାନଙ୍କର ଗ-ର୍ଭ-ବ-ତୀ  ହେବାର ସମ୍ଭାବନା ବହୁତ କମ ହୋଇଥାଏ।

ଏହା ସହିତ ଯେଉଁ ମହିଳା ମାନଙ୍କର ଓଜନ ବହୁତ ଅଧିକ ହୋଇଥାଏ ସେମାନଙ୍କର ଗ-ର୍ଭ-ବ-ତୀ ହେବାର ସମ୍ଭାବନା ବହୁତ କମ ହୋଇଥାଏ।ଏହି ମହିଳାଙ୍କ ଗ-ର୍ଭ-ବ-ତୀ ହେବ ପାଇଁ ଡକ୍ଟରଙ୍କ ସହିତ ସମ୍ପର୍କ କରି ତୁରନ୍ତ ଏହାର ଉପଚାର କରିବା ଆବଶ୍ୟକ।ନଚେତ ଆପଣଙ୍କୁ ଆଗକୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ।

ଏହା ସହିତ ଯଦି ଆପଣଙ୍କର ଏହି ସମସ୍ୟାର ସମାଧାନ ହୋଇନାହିଁ ଓ ଆପଣ ଗର୍ଭଧାରଣ କରିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କର ଗ-ର୍ଭ-ବ-ତୀ ହେବାର ସମ୍ଭାବନା ବହୁତ କମ।ସେଥିପାଇଁ ଆପଣ ଯଦି ଗ-ର୍ଭ-ବ-ତୀ  ହେବାକୁ ଚାହୁଁଛନ୍ତି ତେବେ ଆପଣ ତୁରନ୍ତ ଡକ୍ଟରଙ୍କ ସହିତ ପରାମର୍ଶ କରି ଏହାର ଉପଚାର ପାଇଁ ଆବଶ୍ୟକ ଔଷଧ ସେବନ କରନ୍ତୁ।ଏହାପରେ ଆପଣ ଗର୍ଭଧାରଣ ପାଇଁ ପ୍ରୟାସ କରି ପାରନ୍ତି।ଏହି ସମସ୍ତ ସମସ୍ୟାର ସମାଧାନ କରିବା ପରେ ଆପଣ ଗର୍ଭ ଧାରଣ ପାଇଁ ଚେଷ୍ଟା କରନ୍ତୁ।

Leave a Reply

Your email address will not be published. Required fields are marked *