ଜୋକ୍ସ : ପୁଅ ମାକୁ- ମା ବିବାହ ଓ ନିର୍ବନ୍ଧ ମଧ୍ୟରେ କଣ ତଫାତ୍ ? କିଛି ଦିନର ଅନ୍ତରାଳରେ ଏହା କାହିଁକି ହୋଇଥାଏ ? କାରଣ ଶୁଣିଲେ ହସିବେ ଆପଣ

Spread the love

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଝିଅ- ତୁମ ପୁର୍ବରୁ ମୋର ଗୋଟିଏ ବୟଫ୍ରେଣ୍ତ ଥିଲା , ପୁଅ –କିଛି ଅସୁବିଧା ନାହିଁ ମୁଁ ତିନି ଭାଇଙ୍କର ଠାରୁ ସବୁଠାରୁ ଛୋଟ ଅଟେ, ଝିଅ- ତ ? ପୁଅ- ସେକେଣ୍ତ ହ୍ୟାଣ୍ତ ଜିନିଷର ଅଭ୍ୟାସ ଅଛି ।

୨) ଝିଅଘର ଲୋକ- ଆମକୁ ଏମିତି ପୁଅ ଦରକାର ଯିଏ ପାନ,ସିଗାରେଟ୍, ମଦ ପିଉନଥିବ । କେବଳ ସିଝା ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଉଥିବ , ଓ ଦିନ ରାତି ଭଗବାନଙ୍କ ନାଁ ନେଉଥିବ , ପଣ୍ତିତ- ଏମିତି ପୁଅ ତ କେବଳ ଏମ୍ସସ୍ ଆଇସିୟୁ ୱାର୍ଡରେ ମିଳିବ ।

୩) ପ୍ରାଇମେରି କ୍ଲାସରେ ମାଷ୍ଟର୍ ଗଣିତ ଶିଖାଉଥିଲେ , ଶିକ୍ଷକ- ପୁଅ ମାନିନିଅ ତୁମକୁ ୧୦ ଟି ଲଡୁଦେଲି, ପପୁ-କଣ ପାଇଁ ମାନିନେବି ,ଆପଣ ମୋତେ ଗୋଟେ ବି ଦେଇନାହାନ୍ତି , ଶିକ୍ଷକ- ଆରେ ମାନି ନେ , ମାନିନେଲେ ତୋର ବାପାର କଣ ଯାଏ ଆସେ , ପପୁ –ଠିକ୍ ଅଛି, ଶିକ୍ଷକ- ହଁ , ତ ତୁ ସେଥିରୁ ୫ ଟା ମୁଁ ତୋ ଠାରୁ ଫେରାଇଆଣିଲି, ତେବେ କହ ତୋର ପାଖରେ କେତେ ଲଡୁ ରହିଲା , ପପୁ- ୨୦ ଟା, ଶିକ୍ଷକ-କେମିତି ? ପପୁ- ମାନିନିଅନ୍ତୁ ନା, ମାନିବାରେ ଆପଣଙ୍କ ବାପାଙ୍କର କଣ ଯାଏ ଆସେ ।

୪) ସ୍ୱାମୀ ମଦ ପିଇକରି ଘରକୁ ଆସିଲା, ସ୍ତ୍ରୀ –ଯେଉଁ ଲୋକ ସବୁଦିନ ମଦ ପିକରି ଆସିବ ମୋର ମନରେ ତା ପାଇଁ କିଛି ଭାବନା ନାହିଁ ସ୍ୱାମୀ- ଯିଏ ସବୁଦିନ ମଦ ପାଇଯାଏ , ତାକୁ ତୁମର ଭଲ ପାଇବା ବି ଦରକାର ନାହୀଁ ।

୫) ଆପଣ କେବେ ଭାବିଛନ୍ତି, ମେଡିକାଲରେ ଅପରେସନ୍ ପୁର୍ବରୁ ରୋଗୀକୁ ବେହୋସ୍ କଣପାଇଁ କରାଯାଏ ? ଯଦି ବେହୋସ୍ ନ କରାଯିବ ଓ ରୋଗୀ ଆପେ ଆପେ ଅପରେସନ୍ କରିବା ସିଖିଗଲା ତ ତେବେ ଡାକ୍ତରଙ୍କୁ କିଏ ପଚାରିବ, ସେମିତି ହେଇଯିବ ନା ତାଙ୍କ ଧନ୍ଦା ଚୋପଟ୍ ।

୬) ଶିକ୍ଷକ- ରହିମ୍ ଙ୍କ କିଛି ଗୋଟେ ଦୋହା ଶୁଣାଅ, ପପୁ- ସାର୍ ମୋତେ ଆସେନି, ଶିକ୍ଷକ- ଯେତିକି ଆସିଛି ସେତେ ଗାଇଦେ, ପପୁ- କେବେ ଶୋଷିଲା ଲୋକଙ୍କୁ ପାଣି ପିଆଇଲ ନାହିଁ ପରେ କ୍ୱାଟର୍ ପିଆଇବାର କଣ ଫାଇଦା । ଶିକ୍ଷକ- ବସିଯା, ଡ୍ୟୁଟିରେ ମତେ ଭଡକା ନାହିଁ ।

୭) ବିବାହ ପରେ ପ୍ରଥମଥର ନୁଆ ବୋହୁ ରୋଷେଇଘରକୁ ଗଲା ଓ ରେସିପି ବୁକ୍ ରେ ପଢିକରି ଖାଇବା ତିଆରି କରୁଥିଲା, ଶାଶୁ ବାହାରୁ ଘରୁ ଫେରିଲେ, ଫ୍ରିଜ୍ ଖୋଲିଲେ, ଦେଖିଲେ ଓ ଚକିତ ହୋଇ ପଚାରିଲେ ଏଇ ମନ୍ଦିରର ଘଣ୍ଟି କିଏ ରଖିଛି ? ବୋହୁ- ମା, ବହିରେ ଲେଖାହୋଇଛି କି ସବୁ ଜିନିଷର ମିଶ୍ରଣ କରିନିଅ, ଓ ଏକ ଘଣ୍ଟା ଫ୍ରିଜ୍ ରେ ରଖିଦିଅ ।

୮) ଅଧ୍ୟାପକ- ଛାତ୍ରକୁ- କୁହ ତୁମେ ଇତିହାସ ପୁରୁଷରେ ସବୁଠାରୁ ଅଧିକା କାହାକୁ ଘୃଣା କରୁଛ ? ଛୁଆ- ରାଜା ରାମମୋହନ ରାୟଙ୍କୁ, ଅଧ୍ୟାପକ-କଣପାଈଁ ? ଛୁଆ- ସେ ବାଳ ବିବାହ ବନ୍ଦ କରିଦେଲେ, ନହେଲେ ଆଜି ଆମେ ବି ସ୍ତ୍ରି ପିଲାଛୁଆ ବାଲା ହୋଇଥାନ୍ତୁ ।

୯) ମାଷ୍ଟରଜୀ- ଛାତ୍ରକୁ –କିଛି ବଢିଆ ସାୟେରୀ ଶୁଣାଅ, ଛାତ୍ର- ମୋଟା ମରତା ମୋଟିପେ, ଭୁକା ମରତା ରୋଟି ପେ, ମାଷ୍ଟରୀ କି ଦୋ ବେଟି ଓ ମେଁ ମରତା ହୁଁ ମେଁ ଛୋଟି ପେ, ମାଷ୍ଟର୍ ଜି ବେହୋସ୍ ।

୧୦) ପୁଅ ମାକୁ –ମା ବାହାଘର ଓ ନିର୍ବନ୍ଦ ମଧ୍ୟରେ କିଛି ଦିନର ଅନ୍ତର କଣପାଇଁ ରହେ ? ମା-ପୁଅକୁ- ଯାହାଦ୍ୱାରା କିଏ କହିବେ ନାହିଁ କି ମୋତେ କିଛି କାରାଣବଶତଃ ମଉକା ମିଳିଲା ନାହିଁ ।

Leave a Reply

Your email address will not be published. Required fields are marked *